Browsing Category

ରାଜ୍ୟ

ଆଜି ରାତି ୮ଟାରୁ ରବିବାର ରାତି ୮ଟା ଭୁବନେଶ୍ୱର ଓ ଭଦ୍ରକ ସଟ୍‌ଡାଉନ୍‌

ଭୁବନେଶ୍ୱର: ରାଜ୍ୟରେ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଆଜି ଅପ୍ରତ୍ୟାଶିତ ଭାବରେ ଏକ କଠୋର ନିଷ୍ପତ୍ତି ନେଇଛନ୍ତି । ପଞ୍ଚମ ସଂକ୍ରମିତ ବ୍ୟକ୍ତିର ବିଲକ୍ଷଣରୁ ସରକାରଙ୍କୁ ଏଭଳି ନିଷ୍ପତ୍ତି ନେବାକୁ ପଡ଼ିଛି ବୋଲି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀରେ ସୂଚନା
Read More...

କରୋନା ମୁକାବିଲା ପାଇଁ ନିଜ ସଞ୍ଚିତ ଅର୍ଥକୁ ଦାନ କଲେ ପାରାଦ୍ୱୀପର ଏହି ଦୁଇ ଭଉଣୀ, ଅନ୍ୟମାନଙ୍କ ପାଇଁ ଉଦାହରଣ…

ପାରାଦ୍ୱୀପ : ବିଶ୍ୱରେ ମହାମାରୀର ରୂପ ନେଇଥିବା କରୋନା ମହାମାରୀ ଭାରତରେ ମଧ୍ୟ ତା\'ର କାୟାବିସ୍ତାର କରିବା ଆରମ୍ଭ କରିସାରିଲାଣି । ଏହାକୁ ଦୃଷ୍ଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ଲକଡାଉନ କରିଛନ୍ତି । ସେହିପରି ଆମ ରାଜ୍ୟ ଓଡିଶାରେ ମଧ୍ୟ ଏ ପର୍ଯ୍ୟନ୍ତ ୫ଜଣ ରୋଗୀ ଚିହ୍ନଟ
Read More...

ଭିମସାରରୁ ୧୦୦ଟି ଏନ-୯୦ ମାସ୍କ ଉଭାନ

ସମ୍ବଲପୁର : ଅଞ୍ଚଳର ପ୍ରମୁଖ ଚିକିତ୍ସା ଅନୁସନ୍ଧାନ କେନ୍ଦ୍ର ଭିମସାର ରୁ କରୋନା ମୁକାବିଲା ପାଇଁ ଉଦ୍ଦିଷ୍ଟ ୧୦୦ଟି ଏନ-୯୦ ମାସ୍କ ଗତକାଲି ପ୍ରଥମେ ରହସ୍ୟ ଜନକ ଭାବରେ ଉଭାନ ହୋଇ ଯାଇଥିଲା ଓ ଏହାକୁ ନେଇ ତନାଘନା ଆରମ୍ଭ ହୋଇ ଯିବାରୁ ତାହା ପୁଣି ଠାବ ହୋଇଥିଲା । ଏହା ପଛରେ ସେଠାକାର କିଛି
Read More...

ରାସନ କାର୍ଡ ନଥିବା ଲୋକଙ୍କୁ ଖାଦ୍ୟ ସାମଗ୍ରୀ ବାଣ୍ଟୁଛନ୍ତି ଯୁବ ସମାଜ

ବାଲିଗୁଡ଼ା: କରୋନା ପାଇଁ ସାରା ଦେଶରେ ହୋଇଛି ତାଲା ବନ୍ଦ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳର ଗରିବ ନିସଃହାୟ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଳି ପରିସ୍ଥିତିରେ ଅସହାୟଙ୍କୁ ସହାୟତାର ହାତ ବଢ଼ାଇଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର କିଛି ଯୁବକ । ରାସନ
Read More...

ଲକଡାଉନ ବେଳେ ୨ଟି ଅଗ୍ନିକାଣ୍ଡ

ସମ୍ବଲପୁର : ଗତକାଲି ସବୁଆଡେ ଲକଡାଉନ ପାଇଁ ସବୁ କିଛି ବନ୍ଦ ଥିବା ସମୟରେ ଦୁଇଟି ପୃଥକ ପୃଥକ ଅଗ୍ନିକାଣ୍ଡ ଘଟିଥିଲା । ସମ୍ବଲପୁର ନଗରୀୟ ଅଞ୍ଚଳରେ ସ୍ଥାନୀୟ ବିଜୟକଲୋନୀ ଠାରେ କାଲି ସନ୍ଧ୍ୟାରେ ଏକ ତିନି ମହଲା ଘର ବାଲକନୀ ରେ ଅଗ୍ନିକାଣ୍ଡ ଯୋଗୁଁ ସେଠାକାର ଲୋକେ ଛାନିଆ ହୋଇ ଯାଇ ଥିଲେ ।
Read More...

ଜଟଣୀରେ ସାମାଜିକ ଦୂରତ୍ୱ ପାଇଁ ପ୍ରଚାର କରୁଛନ୍ତି ଛାତ୍ର, ଦେଖନ୍ତୁ ଭିଡିଓ

ଜଟଣୀରେ ରାଜାବଜାରଠାରୁ ସୀତାଛକ ଦେଇ ହରିଭାଇନା ଛକ ଓ ଗୋରୁହାଟରେ ଅସ୍ଥାୟୀ ଆମିଷ ବଜାର ଏବଂ ବସଷାଣ୍ଡ ଅସ୍ଥାୟୀ ପରିବା ବଜାର, ଜଟଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଥାନା ପରିସର, ରେଳବାଇ ଗୋଲାଇ ମାର୍କେଟ ଓ ମାଛ ମାର୍କେଟ ଦେଇ ରାଜାବଜାର ଆସିଥିଲେ ମାନବାଧିକାର କର୍ମୀ ଗୌରୀ ସାହୁ ଓ
Read More...

ନୀତି ରୀତିରେ ସୀମିତ ରହିଵ ଦଶପଲ୍ଲା ଲଙ୍କାପୋଡି ଯାତ୍ରା

ମହାବୀରକ୍ଷେତ୍ର , ଦଶପଲ୍ଲା ଲଙ୍କାପୋଡି ଯାତ୍ରା ୧୮୦୨ ମସିହାରୁ ଆରମ୍ଭ ଓ ଓଡ଼ିଶାର ସର୍ବପ୍ରାଚୀନ ମୁକ୍ତ ତଥା ବିସ୍ତୃତ ମଞ୍ଚ ରାମଲୀଳା ଯାତ୍ରା। ଏହା ଶ୍ରୀରାମ ନବମୀ ଠାରୁ ଆରମ୍ଭ ହୁଏ ଓ ପ୍ରାୟ ୧୪ ଦିନ ପର୍ଯ୍ୟନ୍ତ ଚାଲେ। ଚଳିତ ବର୍ଷ ଏହା ଆଗାମୀ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ
Read More...

ଲକ୍‌ଡାଉନ୍ ନିୟମ ଭାଙ୍ଗି ୨୪ ଘଣ୍ଟାରେ ୨୪୫ଟି ମାମଲା ରୁଜୁ

ଭୁବନେଶ୍ୱର : ଲକ୍‌ଡାଉନ୍ ନିୟମ ଭାଙ୍ଗି ଗତକାଲି ସକାଳୁ ଆଜି ସକାଳ ମଧ୍ୟରେ ୨୪୫ଟି ମାମଲା ରୁଜୁ ହୋଇଛି ବୋଲି ପୁଲିସ୍ ମହାନିର୍ଦ୍ଦେଶକ ଅଭୟ ଟୁଇଟ୍ ଯୋଗେ ଜଣାଇଛନ୍ତି । ସେ କହିଛନ୍ତି ଯେ, କୋଭିଡ୍‌-୧୯ ନିୟମ ଭାଙ୍ଗି ୬ଟି ମାମଲା ରୁଜୁ ହୋଇଥିଲା ବେଳେ ହୋମ କ୍ୱାରେଣ୍ଟାଇନ୍ ନିୟମ ଭାଙ୍ଗି
Read More...

ଇ-ପାସ୍ ବ୍ୟବସ୍ଥା କଲା ବୌଦ୍ଧ ଜିଲ୍ଲା ପ୍ରଶାସନ,କେମିତି ଆବେଦନ କରିବେ ଜାଣନ୍ତୁ

ବୌଦ୍ଧ : କରୋନା ଭାଇରସ ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଏକ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବୌଦ୍ଧ ଜିଲ୍ଲା ପ୍ରଶାସନ ଅନଲାଇନରେ ଇ-ପାସ୍ ଯୋଗାଇଦେବା ଲାଗି ନିଷ୍ପତ୍ତି ନେଇଛି । ଲକଡାଉନ ସମୟରେ ପ୍ରତ୍ୟକ୍ଷ ସଂକ୍ରମଣ ଏବଂ ଅଫିସରେ ଭିଡ କମାଇବା ଉଦ୍ଦେଶ୍ୟରେ ପ୍ରଶାସନ ଏଭଳି ପଦକ୍ଷେପ
Read More...

କିମ୍‍ସରେ କାର୍ଯ୍ୟକ୍ଷମ ହେଲା ୫ଶହ ଶଯ୍ୟା ବିଶିଷ୍ଟ କୋଭିଡ୍‍ ହସ୍‍ପିଟାଲ୍‍

ଭୁବନେଶ୍ୱର : ଅପ୍ରେଲ୍‍ ୨ତାରିଖଠାରୁ କିମ୍‍ସରେ କାର୍ଯ୍ୟକ୍ଷମ ହୋଇଛି ୫ଶହ ଶଯ୍ୟା ବିଶିଷ୍ଟ ଓଡ଼ିଶା କୋଭିଡ୍‍ ହସ୍‍ପିଟାଲ୍‍ । କିମ୍‍ସ ଦ୍ୱାରା ସଂପୂର୍ଣ୍ଣ ପରିଚାଳିତ ଏହି ହସ୍‍ପିଟାଲ୍‍ ପାଇଁ ଓଏମ୍‍ସିର ସିଏସ୍‍ଆର ଜରିଆରେ ଆବଶ୍ୟକ ସରଞ୍ଜାମ, ଯନ୍ତ୍ରାଂଶ ଓ ଏହି ହସ୍‍ପିଟାଲ୍‍ ଚଳାଇବା ପାଇଁ
Read More...