Browsing Category

ରାଜ୍ୟ

ସାମ୍ବାଦିକଙ୍କ ମାତୃ ବିୟୋଗ

ପୁରୀ : ପୁରୀ ବଲଗଣ୍ଡି ରାୟ ବାହାଦୁର ଲେନ୍‌ର ସ୍ୱର୍ଗତ ପଦ୍ମନାଭ ଦାଶଙ୍କ ଧର୍ମପତ୍ନୀ ରମାମଣି ଦାଶଙ୍କର ୮୯ ବର୍ଷ ବୟସରେ ପରଲୋକ ଘଟିଛି । ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ଅବସ୍ଥାରେ ଶଯ୍ୟାଶାୟୀ ଥିଲେ । ମଙ୍ଗଳବାର ଅପରାହ୍ନ ଗୋଟାଏ ତିରିଶ ମିନିଟ୍‌ ସମୟରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା ।
Read More...

ଭୋଟର ପରିଚୟପତ୍ର ସହ ଆଧାର ନମ୍ବର ସଂଯୋଗୀକରଣ ପ୍ରକ୍ରିୟା ଆରମ୍ଭ

ପାରଳାଖେମୁଣ୍ଡି : ଭାରତର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ତା - ୦୧ : ୦୮ :୨୦୨୨ରିଖ ଠାରୁ ତା - ୩୧.୦୩.୨୦୨୩ରିଖ ପର୍ଯ୍ୟନ୍ତ ଆଧାର ନମ୍ବର ସହ ଭୋଟର ପରିଚୟ ପତ୍ରର ନମ୍ବରକୁ ସଂଯୋଗକରଣ କରିବା ପ୍ରକ୍ରିୟା ଆରମ୍ଭ ହୋଇଅଛି । ଯେଉଁ ଭୋଟରମାନଙ୍କର ମୂଳ ଭୋଟର ତାଲିକାରେ ନାମ ଥିବ ସେମାନେ
Read More...

ଗଛରେ ପିଟିହେଲା କାର; ଜଣେ ମୃତ,୪ ଆହତ

ଫୁଲବାଣୀ : ଆଜି ଅପରାହ୍ନ ତିନିଟାରେ ଏକ କାର ଫୁଲବାଣୀ -ଭୁବେନଶ୍ୱର ରାସ୍ତା ଖଜୁରୀପଡା ଥାନା ଅନ୍ତର୍ଗତ ବାରପୋଲିଆ ଠାରେ ଭାରସାମ୍ୟ ହରାଇ ରାସ୍ତାକଡ଼ ଗଛରେ ପିଟିହୋଇଯିବା ଫଳରେ ଜଣକର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଚାରି ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଖବର ପାଇ
Read More...

ବହୁଚର୍ଚ୍ଚିତ କାଷ୍ଟିଂ କାଉଚ୍ ମାମଲା: ନିର୍ଦ୍ଦୋଷରେ ଖଲାସ ହେଲେ ଅଭିନେତା ପପୁ ପମପମ୍

ଭୁବନେଶ୍ବର: ଭୁବନେଶ୍ୱରର ବହୁଚର୍ଚ୍ଚିତ କାଷ୍ଟିଂ କାଉଚ୍ ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ଅଭିନେତା ପପୁ ପମପମ୍ ଓ ତାଙ୍କର ସହଯୋଗୀ ଗିଟୁ। ପୋକ୍ସୋ କୋର୍ଟ ଉଭୟଙ୍କୁ କ୍ଲିନଚିଟ୍ ଦେଇଛନ୍ତି।ଜଣେ ନାବାଳିକାଙ୍କୁ ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ଦେବା ବାହାନାରେ ଓଡ଼ିଆ ଫିଲ୍ମ
Read More...

ସମ୍ବଲପୁରରେ ସ୍ତନ୍ୟପାନ ସପ୍ତାହ ପାଳନ

ସମ୍ବଲପୁର : ଗତକାଲିଠାରୁ ଆରମ୍ଭ ହୋଇଥିବା ସପ୍ତାହ ବ୍ୟାପୀ ସ୍ତନ୍ୟପାନ ସପ୍ତାହ ଆଜି ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ବରେଇପାଲି ଅଙ୍ଗନୱାଡି କେନ୍ଦ୍ରଠାରେ ପାଳିତ ହୋଇଯାଇଛି । ଆଜି ଆୟୋଜିତ ମମତା ଦିବସ ଅବସରରେ ନଗର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସ୍ତନ୍ୟପାନ ଦ୍ୱାରା ମାଁ ଓ
Read More...

ନାବାଳିକାକୁ ଗଣବଳତ୍କାର ଅଭିଯୋଗରେ ୬ ଅଟକ

ସମ୍ବଲପୁର : ଜଣେ ୧୬ ବର୍ଷୀୟା ନାବାଳିକା ସହିତ ବଳପୂର୍ବକ ବଳାତ୍କାର ଅଭିଯୋଗରେ ସ୍ଥାନୀୟ ବୁର୍ଲା ପୁଲିସ ୬ଜଣକୁ ଅଟକ ରଖି ପଚରାଉଚରା ଜାରି ରଖିଛି । ଗତ ୩୧ ଅଗଷ୍ଟ ରବିବାର ଦିନ ସ୍ଥାନୀୟ ହୀରାକୁଦ ରେଲୱେ ଷ୍ଟେସନ ପଛପଟେ ମଡ଼ିଆ ଡୁଙ୍ଗୁରି ନିବାସୀ ଆସି ବୁର୍ଲା ପୁଲିସ ଥାନାରେ ଲିଖିତ
Read More...

ସମ୍ବଲପୁରୀ ବସ୍ତ୍ରାଳୟ ଆନୁକୂଲ୍ୟରେ ସ୍ୱତନ୍ତ୍ର ପ୍ରଦର୍ଶନୀ

ପୁରୀ : ପୁରୀ ଅର୍ବାନ ହାଟ ପରିସରରେ ସମ୍ବଲପୁରୀ ବସ୍ତ୍ରାଳୟ ଆନୁକୁଲ୍ୟରେ ଆରମ୍ଭ ହୋଇଛି ସ୍ୱତନ୍ତ୍ର ପ୍ରଦର୍ଶନୀ । ରାଜ୍ୟ ହସ୍ତତନ୍ତ, ହସ୍ତଶିଳ୍ପ, ବୟନଶିଳ୍ପ ମନ୍ତ୍ରଣାଳୟ ସହଯୋଗରେ ଆୟୋଜିତ ଏହି ପ୍ରଦର୍ଶନୀକୁ ଅତିରିକ୍ତ ଜିଲ୍ଲାପାଳ କୈଳାସ ନାୟକ ଉଦଘାଟନ କରିଥିଲେ । ସମ୍ବଲପୁର
Read More...

ଦଣ୍ଡମୁକ୍ତ ଅଞ୍ଚଳରେ ଦଣ୍ଡର ପ୍ରହାର, ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର

ଫୁଲବାଣୀ: କେନ୍ଦ୍ର ସରକାର, ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଶିକ୍ଷାର ମାନ ବୃଦ୍ଧି ନିମନ୍ତେ ବିଭିନ୍ନ ଯୋଜନା ସୃଷ୍ଟି କରାଯାଉଛି । ଏପରିକି ଘରୋଇ ଶିକ୍ଷାନୁଷ୍ଠାନରେ ଯାହା ସବୁ ଦିଆଯାଉଛି ତା' ଠାରୁ ଆହୁରି ଅଧିକ ସୁବିଧା ପାଇବା ପାଇଁ ନୂତନ ଶୈଳୀରେ ଉଚ୍ଚ ବିଦ୍ୟାଳୟମାନଙ୍କୁ କୋଟି କୋଟି
Read More...

ଭବାନୀପାଟଣାରେ ଯୁଗ୍ମ ଜନଶୁଣାଣି ଶିବିର

ଭବାନୀପାଟଣା: ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ, ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜିଙ୍କ ଯୁଗ୍ମ ଅଧକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ, ଉପ ଜିଲ୍ଲାପାଳ ଡ଼ ବିଶ୍ୱଜିତ୍‌
Read More...

ଆମ୍ବୁଲାନ୍ସ କର୍ମଚାରୀଙ୍କ ମହାନତା, ଭାରରେ ବୋହି ପ୍ରସୂତି ମହିଳାଙ୍କୁ ଡ଼ାକ୍ତରଖାନାରେ ପହଞ୍ଚାଇଲେ

ବାଲିଗୁଡ଼ା: ଗାଁ ଅଛି,ହେଲେ ରାସ୍ତା ନାହିଁ । ଫଳରେ ବାଧ୍ୟ ହୋଇ ପରିବାରର ସଦସ୍ୟଙ୍କ ସହିତ ଗର୍ଭବତୀଙ୍କୁ ଆଣିବାକୁ ଯାଇଥିବା ୧୦୮ ଆମ୍ବୁଲାନ୍ସର କର୍ମଚାରୀ ମାନବିକତା ଦେଖାଇ ଏକ ଭାରରେ ଗର୍ଭବତୀଙ୍କୁ ପ୍ରାୟ ଦେଢ଼ କିଲୋମିଟର ବୋହି ଆମ୍ବୁଲାନ୍ସ ନିକଟରେ ପହଁଚାଇଥିଲେ । ସୂଚନା ପ୍ରକାରେ
Read More...