ଆବାସ ଯୋଜନାର ଘର ବଂଟନରେ ଅନିୟମିତତା ଅଭିଯୋଗ
ବୌଦ୍ଧ,୩୦/୩ - ବୌଦ୍ଧବ୍ଲକ୍ ପଦ୍ମନପୁର୍ ଗ୍ରାମ ପଂଚାୟତ ଦାମୋଦରପୁର୍ ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ବଂଟନରେ ଅନିୟମିତତା ଅଭିଯୋଗ କରି ଘର ପାଇବାରୁ ବଂଚିତ ହେଉଥିବା ହିତାଧିକାରୀ ବୌଦ୍ଧ ବିଡିଓଙ୍କ ଦ୍ୱାରସ୍ଥ ହୋଇଥିବା ଦେଖିବାକୁ ମିଳିଥିଲା । ସେମାନେ!-->…
Read More...
Read More...