କଚେରୀ ଛକରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ
ସମ୍ବଲପୁର,୨୮/୧୧- ଜଣେ ଅବୋଧ ଶିଶୁ ବାଳିକା ପରୀକୁ ଅମାନୁଷିକ ଭାବରେ ହତ୍ୟା କରାଯିବା ବିରୁଦ୍ଧରେ ରାଜ୍ୟ ସାରା ଆନ୍ଦୋଳନ ଜାରି ରଖିବା ପାଇଁ ଭାରତୀୟ ଜନତା ପାର୍ଟି ଚେଷ୍ଟା ଜାରିରଖିଛି । ଏହି ଶୃଙ୍ଖଳାରେ ଆଜି ପାର୍ଟିର ମହିଳା ମୋର୍ଚ୍ଚା ପକ୍ଷରୁ ପାର୍ଟି ଅଫିସରୁ ଏକ ଶୋଭାଯାତ୍ରା ସହିତ!-->…
Read More...
Read More...