ସାଂସଦଙ୍କ ତରଫରୁ ମୃତକଙ୍କ ପରିବାରକୁ ଦଶ ହଜାର ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ

ଫୁଲବାଣୀ:କନ୍ଧମାଳ ଜିଲ୍ଳାର ଚକାପାଦ ବ୍ଳକ ଲାଇନପଡ଼ା ଅଂଚଳର ବ୍ରାହ୍ମଣପଦର ଗ୍ରାମର ମୁକେଶ ମୁଖି ଗତ ୨୨ତାରିଖରେ ଫୁଲବାଣୀ ସଦର ମହକୁମା ଅମଲାପଡ଼ା ଠାରେ ଦୁଇମହଲା କୋଠାରେ ରଙ୍ଗ ଦେଉଥିବା ବେଳେ୧୧କେଭି ବିଦ୍ୟୁତ ତାର ସଂଷ୍ପର୍ଶରେ ଆସି ମୃତ୍ୟୁ ହୋଇଥିଲା । ମୁକେଶ ବାପା ମାଆଙ୍କର ଏକ ମାତ୍ର
Read More...

କରୋନା ଯୋଦ୍ଧା ବରିଷ୍ଠ ସାମ୍ବାଦିକ ରତନମ୍ ପରିବାରକୁ ମୁଖ୍ୟମନ୍ତ୍ରୀ ସହାୟତା ରାଶି ଅନୁମୋଦନ,ଗଜପତି ସାମ୍ବାଦିକଙ୍କ…

ପାରଳାଖେମୁଣ୍ଡି, ଜିଲ୍ଲାର ଜଣେ କୋଭିଡ୍ ଯୋଦ୍ଧା ତଥା ବରିଷ୍ଠ ସାମ୍ବାଦିକ କେ.ସିଏଚ.ରତନମ୍‌ଙ୍କ ଗତ ୧୨ ତାରିଖରେ ପରଲୋକ ହୋଇଥିଲା । ସେ ସାମ୍ବାଦିକମାନଙ୍କ ପାଇଁ ରୋଲ୍ ମଡେଲ୍ ଥିଲେ । ତେଲୁଗୁ ଇନାଡୁ ଦୈନିକ ପତ୍ରିକାରେ ସେ ଦୀର୍ଘ ୪୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି କାର୍ଯ୍ୟ କରି ଆସୁଥିଲେ ।
Read More...

ଆସନ୍ତାକାଲି ଆଇପିଏଲ୍‌ ଜିସି ବୈଠକ

ମୁମ୍ବାଇ: ଆସନ୍ତାକାଲି ଆଇପିଏଲ୍‌ର ଗଭର୍ଣ୍ଣିଂ କାଉନସିଲ୍‌ ବୈଠକ ବସିବ । ଏଥର ଆଇପିଏଲ୍‌ ଟୁର୍ଣ୍ଣାମେଣ୍ଟ ସଂଯୁକ୍ତ ଆରବ ଏମିରେଟ୍ସ ଠାରେ ଅନୁଷ୍ଠିତ ହେବ । ସେଠାକୁ କେତେ ଖେଳାଳି ଓ ପରିଚାଳନା ଷ୍ଟାଫ୍‌ ଯିବେ ସେ ନେଇ ବୈଠକରେ ନିଷ୍ପତ୍ତି ନିଆଯିବ । ମିଳିଥିବା ସୂଚନା ଅନୁଯାୟୀ ଏଥର
Read More...

ସଚିନ୍‌ଙ୍କ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ ଦେଇପାରିଥିଲି

ନୂଆଦିଲ୍ଲୀ : ସଚିନ୍‌ ତେନ୍ଦୁଲକରଙ୍କ ସହିତ ଯେତେବେଳେ ବି ମୁହାଁମୁହିଁ ହେଉଥିଲା, ତାହା ଏକ ବଡ଼ ସଂଘର୍ଷରେ ପରିଣତ ହେଉଥିଲା । ମୋଠାରେ ଥିବା ବୋଲିଂ ଶ୍ରେଷ୍ଠତ୍ୱକୁ ସଚିନ୍‌ ବାହାର କରିଥିଲେ । ଅର୍ଥାତ୍‌ ତାଙ୍କ ଯୋଗୁଁ ମୁଁ ମୋର ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିବାରେ ସକ୍ଷମ ହୋଇଥିଲି । ଏଭଳି
Read More...

ଆପ୍ ପକ୍ଷରୁ ମାସ୍କ ବଣ୍ଟନ

ପାରଳାଖେମୁଣ୍ଡି : ଆପ୍ ଗଜପତି ତରଫରୁ ଗୁମ୍ମା ବ୍ଲକର ମୁନି ସିଂ ପଞ୍ଚାୟତ ଅନ୍ତର୍ଗତ ବାରଙ୍ଗ ସିଂ ଗ୍ରାମରେ ମାସ୍କ ବଣ୍ଟନ କରାଯାଇଛି । ଆପ୍ ଗଜପତି ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତଙ୍କ ନିର୍ଦ୍ଦେଶରେ ଉକ୍ତ ଗ୍ରାମରେ ମାସ୍କ ବଣ୍ଟନ କରାଯିବା ସହ ଲୋକଙ୍କୁ କୋରୋନା ସଂକ୍ରମଣ ରୁ
Read More...

ଗଜପତି ଜିଲ୍ଲାରେ ପାସ ହାର ୭୫.୮୨% ପ୍ରତିଶତ

ପାରଲାଖେମୁଣ୍ଡି : ଗଜପତି ଜିଲ୍ଲାରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ପାସ ହାର ୭୫.୮୨% ପ୍ରତିଶତ ରହିଛି । ଜିଲ୍ଲାରେ ପାସ ହାର ଭଲ ଥିଲେ ମଧ୍ୟ କେହି ଜଣେ ଏ-୧ ଗ୍ରେଡରେ ନାହାନ୍ତି । ଜିଲ୍ଲାରେ ମୋଟ ୭,୪୭୯ ଛାତ୍ରଛାତ୍ରୀପରୀକ୍ଷା ଦେବା ନିମନ୍ତେ ଫର୍ମ ପୂରଣ କରିଥିଲେ । ସେଥିମଧ୍ୟରୁ ୭୨୬୨
Read More...

ଦିନକରେ ୨୪ ପଜିଟିଭ ଚିହ୍ନଟ,ସଙ୍କଟାପନ୍ନ ସ୍ଥିତିରେ ଷ୍ଟେସନପଡ଼ା

ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ କରୋନା ସଙ୍କଟ ଘନେଇବାରେ ଲାଗିଛି ଓ ବର୍ତ୍ତମାନ ସବୁଠାରୁ ବିପନ୍ନ ସ୍ଥିତି ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଦେଖିବାକୁ ମିଳିଛି । ଆଜି ଦିନକ ମଧ୍ୟରେ ଚିହ୍ନଟ ହୋଇଥିବା ୫୬ ଜଣଙ୍କ ମଧ୍ୟରୁ କେବଳ ମାତ୍ର ଜଣେ ରେଢ଼ାଖୋଲର ହେବା ବ୍ୟତୀତ ବାକି ସବୁ ୫୫ଯାକ
Read More...

କରୋନା ଆଣିଲା ଖୁସି ! ୩୨ଥର ଫେଲ ପରେ ପାସ୍ କଲେ ଦଶମ ପରୀକ୍ଷା

ନୂଆଦିଲ୍ଲୀ : ମହାମାରୀ କରୋନା ଭାଇରସ ସାରା ବିଶ୍ୱକୁ ବଦଳାଇ ଦେଇଛି । ଲକ୍ଷଲକ୍ଷ ଲୋକ ଏହି ଘାତକ ଭାଇରସକୁ ନେଇ ଚିନ୍ତାରେ ଥିବା ବେଳେ ଏମିତି ଜଣେ ବ୍ୟକ୍ତିଙ୍କ ଭାଗ୍ୟ ବଦଳାଇ ଦେଇଛି ଏହି କରୋନା ମହାମାରୀ । ଯେଉଁ ସ୍ୱପ୍ନକୁ ବର୍ଷବର୍ଷ ଧରି ପୂରଣ କରିପାରୁନଥିଲେ ତାହା ଏହି କରୋନା ଯୋଗୁଁ
Read More...

ଦେଶର ଏହି ୪ ରାଜ୍ୟରେ ରହିଛି ୬୩ ପ୍ରତିଶତ ଅଧିକ କରୋନା ସକ୍ରିୟ ମାମଲା

ନୂଆଦିଲ୍ଲୀ : ଦେଶର ଏହି ଚାରି ରାଜ୍ୟରେ ବିଶ୍ୱ ମହାମାରୀ କରୋନା ଭାଇରସର ୩.୪୫ ଲକ୍ଷରୁ ଅଧିକ ସକ୍ରିୟ ମାମଲା ରହିଛି ଯାହା ଦେଶସାରା ଏହି ମାମଲାରେ ପ୍ରାୟ ୬୩ ପ୍ରତିଶତ ଅଟେ । କରୋନା ଭାଇରାସରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ରାଜ୍ୟ ମହାରାଷ୍ଟ୍ରରେ ସର୍ବାଧିକ ୧୪୮୪୫୪ ସକ୍ରିୟ ମାମଲା
Read More...

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ସ୍ଥାପନା ଦିବସ

ବୌଦ୍ଧ : ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ୪୩ତମ ସ୍ଥାପନ ଦିବସ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ଆଜି ପୂର୍ବାହ୍ନ ୧୦ ଘଟିକା ସମୟରେ ଅତିରିକ୍ତ ଜିଲ୍ଲାପାଳ ତଥା ମହାବିଦ୍ୟାଳୟ ପରିଚାଳନା ସମିତିର ସଭାପତି
Read More...