Sign in
Sign in
Recover your password.
A password will be e-mailed to you.
ଗାଡ଼ି ସିଜ୍ ଉପରେ ହାଇକୋର୍ଟଙ୍କ ସାନି ନିର୍ଦ୍ଦେଶ
ଭୁବନେଶ୍ୱର: ଲକ୍ଡାଉନ୍ ସମୟରେ ହୋଇଥିବା ଗାଡ଼ି ସିଜ୍ ଉପରେ ହାଇକୋର୍ଟ ଆଜି ଦେଇଥିବା ରାୟରେ ପରିବର୍ତ୍ତନ କରିଛନ୍ତି । ଏବେ ହାଇକୋର୍ଟ ଦେଇଥିବା ରାୟକୁ ଆଜି ପରିବର୍ତ୍ତନ କରି ଦେଇଥିବା ନୂଆ ରାୟ ଅନୁଯାୟୀ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ବାଇକ୍ରେ ଯିବାକୁ ଅନୁମତି ଦେବାକୁ କୋର୍ଟ!-->…
Read More...
Read More...
ଇଣ୍ଟରନେଟ୍ ବ୍ୟବହାରରେ ବଡ ପରିବର୍ତ୍ତନ : ବଡବଡ ନ୍ୟୁଜ ସାଇଟକୁ ପଛରେ ପକାଇଛି ସିଡିସି
ନୂଆଦିଲ୍ଲୀ : କରୋନା ଭାଇରସ ସମଗ୍ର ବିଶ୍ୱରେ ବ୍ୟାପୀ ଯିବା ପରେ ଇଣ୍ଟରନେଟ୍ ବ୍ୟବହାର କ୍ଷେତ୍ରରେ ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନ ଦେଖିବାକୁ ମିଳିଛି । ଲୋକପ୍ରିୟତା କ୍ଷେତ୍ରରେ ଆମେରିକାର ସେଣ୍ଟର୍ସ ଫର୍ ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରୋବେସନ (ସିଡିସି) ସବୁଠୁ ଆଗରେ ରହିଛି । ଏପରିକି ବିଶ୍ୱର!-->…
Read More...
Read More...
ମୋଟା ଲୋକଙ୍କୁ କରୋନା ସଂକ୍ରମଣ ଆଶଙ୍କା ଅଧିକ
ନୂଆଦିଲ୍ଲୀ : ମୋଟା ଲୋକମାନଙ୍କୁ କରୋନା ଭାଇରସ ଖୁବଶୀଘ୍ର ବା ସହଜରେ ସଂକ୍ରମଣ ହେବାର ଯଥେଷ୍ଟ ଆଶଙ୍କା ରହିଥାଏ । ଏକଥା କହିଛନ୍ତି ଫ୍ରାନ୍ସର କେତେକ ବିଖ୍ୟାତ ବିଶେଷଜ୍ଞ । ସେମାନେ କହିଛନ୍ତି ଯେ, ମୋଟା ଲୋକମାନଙ୍କ ଦେହରେ ପ୍ରତିରୋଧକ ଶକ୍ତି କମ୍ ଥାଏ । ସେମାନେ ରକ୍ତଚାପ ଓ ଶ୍ୱାସରୋଗ ଭଳି!-->…
Read More...
Read More...
ସାଉଦୀ ରାଜପରିବାରର ୧୫୦ ସଦସ୍ୟ କରୋନା ଆକ୍ରାନ୍ତ
ରିଆଦ: ଅନ୍ୟ ଦେଶଗୁଡିକ ଭଳି ସାଉଦୀ ଆରବରେ ମଧ୍ୟ କରୋନାର ପ୍ରକୋପ ଦେଖିବାକୁ ମିଳିଛି । ଏହି ଦେଶରେ ବର୍ତ୍ତମାନ ସୁଦ୍ଧା ୨୯୩୨ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । କରୋନାରେ ୪୧ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬୧୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି!-->…
Read More...
Read More...
ଲକଡାଉନ ବୃଦ୍ଧି ସପକ୍ଷରେ ୭୭ପ୍ରତିଶତ ଭାରତୀୟ
ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ସଂକ୍ରମଣ କମୁନଥିବାରୁ ତାହା ଉଭୟ କେନ୍ଦ୍ର ସରକାର ଓ ସବୁ ରାଜ୍ୟ ସରକାର ପାଇଁ ସବୁଠୁ ବଡ ଚିନ୍ତାର କାରଣ ହୋଇଛି । ସଂକ୍ରମଣ ବଢୁଥିବାରୁ ସରକାର ଲକଡାଉନ ଅବଧି ବୃଦ୍ଧି କରିବା ଉପରେ ବର୍ତ୍ତମାନ ବିଚାର କରୁଛନ୍ତି । ଏହାରି ମଧ୍ୟରେ ଲକଡାଉନକୁ ନେଇ ଏକ ସର୍ଭେ!-->…
Read More...
Read More...
ଆକଶ ଚୋପ୍ରାଙ୍କ ସର୍ବକାଳୀନ ଟି-୨୦ ଟିମ୍ : ସ୍ଥାନ ପାଇଥିବା ଖେଳାଳି ଖେଳିନାହାନ୍ତି ଟି-୨୦ ମ୍ୟାଚ୍
ମୁମ୍ବାଇ: ଭାରତର ପୂର୍ବତନ ସଫଳ ବ୍ୟାଟ୍ସମ୍ୟାନ ତଥା ପରବର୍ତ୍ତୀ ସମୟର ଭାଷ୍ୟକାର ଆକାଶ ଚୋପ୍ରା ତାଙ୍କର ସର୍ବକାଳୀନ ଟି-୨୦ ଟିମ ଘୋଷଣା କରିଛନ୍ତି । ତେବେ ଯେଉଁ ବିଷୟକୁ ନେଇ ଏହି ଟିମ ଉପରେ ଚର୍ଚ୍ଚା ହେଉଛି ତାହା ହେଉଛି ଖେଳାଳି ଚୟନ । ସବୁଠୁ ଆଶ୍ଚର୍ଯ୍ୟ ବିଷୟ ହେଉଛି ଯେ, ଆକାଶ ଚୋପ୍ରା!-->…
Read More...
Read More...
ଗୋଟିଏ ନାଁରେ ଦୁଇ ଖେଳାଳି
ମୁମ୍ବାଇ,: ଭାରତ ପାଇଁ ଏଭଳି ଦୁଇଜଣ କ୍ରିକେଟର ଖେଳିଛନ୍ତି ଯାହାଙ୍କ ନାମ ସମାନ । ସେହି ନାମଟି ହେଉଛି "ରବିନ ସିଂ' । ତ୍ରିନିଦାଦରେ ଜନ୍ମିତ ରବିନ ସିଂ ଭାରତ ପାଇଁ ୧୯୮୯ ମସିହାରେ ତାଙ୍କର ଡେବ୍ୟୁ ମ୍ୟାଚ୍ ଖେଳିଥିଲେ । ୧୯୯୮ରେ ମଧ୍ୟ ତାଙ୍କର ଟେଷ୍ଟ ଡେବ୍ୟୁ ମ୍ୟାଚ୍ ଖେଳିବା ପାଇଁ ସୁଯୋଗ!-->…
Read More...
Read More...
ପୂର୍ବତନ ଦକ୍ଷିଣ ଆଫ୍ରିକା ସ୍ପିନରଙ୍କ ମୃତ୍ୟୁ
ଜୋହାନ୍ସବର୍ଗ: ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଯୋଗୁଁ ଦକ୍ଷିଣ ଆଫ୍ରିକାର ଜ୍ୟାକି ଡୁ ପ୍ରେଜ୍ ଗତକାଲି ମୃତ୍ୟୁବରଣ କରିଛନ୍ତି । ତାଙ୍କର ହାର୍ଟ ସମସ୍ୟା କିଛିଦିନ ହେଲା ଦେଖାଦେଇଥିଲା । ଗତକାଲି ସେ ନିଜ ସହର ଜିମ୍ବାୱେର ହରାରେଠାରେ ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁବରଣ କରିଛନ୍ତି । କ୍ରିକେଟ୍!-->…
Read More...
Read More...
ଢେଙ୍କାନାଳ ସହରବାସୀଙ୍କୁ ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକଙ୍କ ନିବେଦନ
ଢେଙ୍କାନାଳ :ସାରା ଦେଶରେ କରୋନା ର ସଂକ୍ରମଣ ଦିନକୁ ଦିନ ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଓଡିଶାରେ ଏହାର ପଜେଟିଭ୍ ସଂଖ୍ୟା ୪୪ରେ ପହଞ୍ଚିଛି । ଢେଙ୍କାନାଲ ଜିଲ୍ଲାରେ ପ୍ରଥମ କରି ଜଣେ ମହିଳାଙ୍କ ଠାରେ କରୋନା ପଜେଟିଭ୍ ରହିଥିବା ସଂପର୍କରେ ଜଣାପଡିବା ପରେ ସହର ବାସି ଚିନ୍ତାରେ!-->…
Read More...
Read More...