ଲକଡାଉନରେ ଟିଭି ଅଭିନେତ୍ରୀ ଗାଁରେ ଫଶିଲେ, ସେୟାର କଲେ ଭିଡିଓ
କରୋନା ଭାଇରସ କାରଣରୁ ଦେଶରେ ୨୧ଦିନ ଲକଡାଉନ ଘୋଷଣା କରାଯାଇଛି । ଲକଡାଉନ ଯୋଗୁ ଏକ ଗାଁରେ ଜଣାଶୁଣା ଅଭିନେତ୍ରୀ ତଥା ବିଗବସ ପ୍ରତିଯୋଗୀ ରତନ ରାଜପୁତ ଫଶିଯାଇଛନ୍ତି । ସେଠାରେ ଏହି ଅଭିନେତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡିଛି । ଗାଁରେ ରହୁଥିଲେ ମଧ୍ୟ ରତନ ରାଜପୁତ ଲଗାତାର!-->…
Read More...
Read More...