ରାମ ନବମୀ ପାଇଁ କାଦପଡ଼ା ଗ୍ରାମ ଉତ୍ସବ ମୁଖର
ଆଠମଲ୍ଲିକ: ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କାଦପଡା ଗ୍ରାମରେ ପ୍ରତ୍ୟେକ ବର୍ଷ ଭଳି ଏବର୍ଷ ମଧ୍ୟ ମହାଆଡାମ୍ବର ସହକାରେ ମର୍ଯ୍ୟାଦାପୁରୁଷ ଶ୍ରୀରାମଙ୍କ ଜନ୍ମୋତ୍ସବ ତଥା ରାମ ନବମୀ ଉତ୍ସବ ଆଜିଠାରୁ ଆରମ୍ଭ ହୋଇଛି । ଏହି ଅବସରରେ ଆଜି ସକାଳ ୬ ଘଣ୍ଟିକାରେ ମହିଳାମାନଙ୍କ ଦ୍ୱାରା ଏକ କଳସ!-->…
Read More...
Read More...