ରାଜ୍ୟରେ ୬ଷ୍ଠ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଅନୁଯାୟୀ ରାଜ୍ୟରେ ଷଷ୍ଠ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଷଷ୍ଠ କରୋନା ସଂକ୍ରମିତ ବ୍ୟକ୍ତିଜଣକ କଟକର । ସେ ନିକଟରେ ଦିଲ୍ଲୀ ଗସ୍ତ କରି ଫେରିଥିଲେ । ତାଙ୍କ ସମ୍ପର୍କରେ ଅଧିକ ସୂଚନା ସଂଗ୍ରହ କରାଯାଉଛି । କେତେଜଣ!-->…
Read More...
Read More...