ବିଜେଡିରେ ସାମିଲ ହେଲେ ଚିଲିକା ନିର୍ବାଚନମଣ୍ଡଳୀର ବିଜେପି କର୍ମକର୍ତ୍ତା

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଣପୁର ବ୍ଲକ ଓ ଏନଏସିର ବିଜେପି କର୍ମକର୍ତ୍ତା ଏବଂ କର୍ମୀ ଆଜି ଶଙ୍ଖଭବନ ଠାରେ ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ତଥା ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି । ଦଳରେ
Read More...

୫୦ ଫୁଟ ତଳକୁ ଖସିଲା ଗାଡି

ହରଭଙ୍ଗା :୫୦ ଫୁଟ ସେତୁ ତଳକୁ ଖସିଲା ମ୍ୟାକ୍ସ ପିକଅପ । ଘଟଣା ସ୍ଥଳରେ ଜଣେ ବ୍ଯକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଜଣେ ଗୁରୁତର ଭାବେ ଆହାତ ହୋଇଛନ୍ତି । ଗୁରୁତର ହୋଇଥିବା ବ୍ୟକ୍ତିଙ୍କୁ ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ସୂଚନା ଅନୁଯାଇ ସୋମବାର ବୌଦ୍ଧ
Read More...

କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସି ଖବର, ଅଲିମ୍ପିକ୍ସରେ ସାମିଲ ହେଲା ଏହି ସବୁ ଖେଳ

ଦିନିକିଆ ବିଶ୍ୱକପ୍, ଟି-20 ବିଶ୍ୱକପ୍, ଆଇପିଏଲ୍ ପରେ ଏବେ ଅଲମ୍ପିକ୍ସରେ ବି ଦେଖିବାକୁ ମିଳିବ କ୍ରିକେଟ୍ ଖେଳ । ଖେଳ ପ୍ରେମୀ ଅଲମ୍ପିକ୍ସରେ କ୍ରିକେଟ୍ ର ମଜା ନେଇପାରିବେ । ୧୨୮ ବର୍ଷ ପରେ ଅଲମ୍ପିକ୍ସରେ କ୍ରିକେଟ୍ କୁ ସାମିଲ କରାଯାଇଛି । ୨୦୨୮ ଅଲିମ୍ପିକ୍ସରେ ସାମିଲ ହେବ କ୍ରିକେଟ୍ ।
Read More...

୭୮ ବର୍ଷରେ ପଦାର୍ପଣ କଲେ ନବୀନ, ଶୁଭେଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ରାଜ୍ୟପାଳ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ।ଆଜି ମୁଖ୍ୟମନ୍ତ୍ରୀଙ୍କୁ ୭୭ ବର୍ଷ ପୂରି ୭୮ ଚାଲିଲା । ଭଉଣୀ ଗୀତା ମେହେଟାଙ୍କ ମୃତ୍ୟୁ ହୋଇଥିବା କାରଣରୁ ଏଥର ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ । ଯେଉଁଥିପାଇଁ ସେ ନବୀନ ନିବାସ ନ ଆସିବା ପାଇଁ ନିଜ ଶୁଭେଚ୍ଛୁମାନଙ୍କୁ ଅନୁରୋଧ
Read More...

ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ପରଲୋକ

ପୁରୀ : ପିପିଲିର ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଯୁଧିଷ୍ଠିର ସାମନ୍ତରାୟଙ୍କ ପରଲୋକ ହୋଇଛି । ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୭୩ ବର୍ଷ ବୟସରେ ପରଲୋକ ହୋଇଛି । ସ୍ୱର୍ଗତ ଯୁଧିଷ୍ଠିର ସାମନ୍ତରାୟ ୧୯୯୫ ରୁ ୨୦୦୦ ମସିହା ଯାଏ କଂଗ୍ରେସ ଦଳ ର
Read More...

ଆଦର୍ଶ ବିଦ୍ୟାଳୟ ପାଚିକା ମାନଙ୍କ ବେତନ ବୃଦ୍ଧି ଦାବି

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ ଅବସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଚିକାମାନଙ୍କ ବେତନ ବୃଦ୍ଧି ସମ୍ବନ୍ଧରେ ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ମାଁ ଭଣ୍ଡାର ଘରଣୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଚିକା ସଂଘ ପକ୍ଷରୁ ଏହି ସଭାରେ ସଂଘର ଅଧ୍ୟକ୍ଷା ଗୁରୁବାରି ପୂଜାରୀ
Read More...

ଶ୍ରୀକ୍ଷେତ୍ର ଯୁବ ସାଂସ୍କୃତିକ ସଂସଦର ଜିଲାସ୍ତରୀୟ ପ୍ରତିଯୋଗିତା

ପୁରୀ : ପୁରୀର ସଂସ୍କୃତିକ ତଥା ସାମାଜିକ ଅନୁଷ୍ଟାନ ଶ୍ରୀକ୍ଷେତ୍ର ଯୁବ ସାଂସ୍କୃତିକ ସଂସଦ ଆନୁକୂଲ୍ୟରେ ଚଳିତ ମାସ ୨୮ ଏବଂ ୨୯ ତାରିଖ ଦୁଇଦିନ ଧରି ପୁରୀ ସ୍ୱର୍ଣ୍ଣାଭ ବେଳାଭୂମୀ ଠାରେ ୪୪ ତମ କୁମାର ଉତ୍ସବ ପାଳନ କରାଯିବ । ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ତଥା ରାଜ୍ୟ ବାହାରରୁ କଳାକାର
Read More...

ବୌଦ୍ଧ ଆଇଆରବି ପଞ୍ଚମ ବାଟାଲିଅନ ପରିସରରେ ନୂଆଁଖାଇ ଭେଟଘାଟ

ବୌଦ୍ଧ : ବୌଦ୍ଧ ଆଇଆରବି ପଂଚମ ବାଟାଲିଅନ ପରିସରରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କମାଣ୍ଡେଣ୍ଟ ଦୁର୍ବାସା ନାୟକ ଓ ତାଙ୍କ ସହଧର୍ମିଣୀ ଶ୍ରୀମତୀ ସବିତା ନାୟକ ଯୋଗଦେଇଥିଲେ । ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମକୁ ମୁଖ୍ୟ
Read More...

ଜିଲ୍ଲା ପୋଲିସ ଦ୍ୱାରା ଚାଲିଥିବା ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଉଦଯାପିତ

ବୌଦ୍ଧ : ବୌଦ୍ଧ ଜିଲା ପୋଲିସ ଦ୍ୱାରା ଚାଲିଥିବା ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ମାଉସୀମା ସଭାଗୃହ ଠାରେ ଉଦଯାପିତ ହୋଇଯାଇଛି । ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମାରିଅନସ୍‌ ମିଞ୍ଜଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ରାଜପ୍ରସାଦ
Read More...

ଜଗତ ଜନନୀ ମା’ ଦୁର୍ଗାଙ୍କ ଶାରଦୀୟ ନବରାତ୍ର ପୂଜା ଆରମ୍ଭ

ସୁବର୍ଣ୍ଣପୁର : ସହରର ଥନାପତି ପଡ଼ାରେ ଅନୁଷ୍ଠିତ ହୋଇଯାଇଛି କଳସ ଶୋଭାଯାତ୍ରା । ଏହି କଳସ ଯାତ୍ରାରେ ଥନାପତି ପଡ଼ା ତଥା ଆଖପାଖ ଅଞ୍ଚଳର ଶତାଧିକ ମହିଳା ଏବଂ ପୁରୁଷ ଯୋଗ ଦେଇଥିବା ଦେଖିବାକୁ ମିଳିଥିବା ବେଳେ ସମସ୍ତେ ମିଶି ଏକ ବିରାଟ ଶୋଭାଯାତ୍ରାରେ ଘଣ୍ଟ, ଶଙ୍ଖ, ବାଦ୍ୟର ତାଳେ ତାଳେ
Read More...