କରୋନା ମୁକାବିଲା : କୁସ୍ତି ମହାସଂଘ ୧୧ଲକ୍ଷ ଦାନ କଲା, ପୁନମ ଓ ମିତାଲି ବି ବଢାଇଲେ ସହାୟତାର ହାତ
ନୂଆଦିଲ୍ଲୀ : ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବୃଜଭୂଷଣ ଶରଣ ମହାସଂଘ ପକ୍ଷରୁ କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡକୁ ୧୧ଲକ୍ଷ ଟଙ୍କା ଦାନ କରିବାକୁ ଘୋଷଣା କରିଛନ୍ତି । ସେହିପରି ମହିଳା କ୍ରିକେଟର ମିତ୍ତାଲି ରାଜ ୧୦ଲକ୍ଷ ଓ ପୁନମ ଯାଦବ ୨ଲକ୍ଷ ଟଙ୍କା ଦେବାକୁ ଘୋଷଣା!-->…
Read More...
Read More...