Monthly Archives

April 2020

କୋଭିଡ-୧୯ ମୁକାବିଲା ପାଇଁ ନିଜ ସଞ୍ଚିତ ଅର୍ଥକୁ ଦାନ କଲେ ଦୁଇଭଉଣୀ

ପାରାଦ୍ୱୀପ : ବିଶ୍ୱରେ ମହାମାରୀର ରୂପ ନେଇଥିବା କରୋନା ଭାରତରେ ମଧ୍ୟ ତା'ର କାୟାବିସ୍ତାର କରିଚାଲିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଦେଶକୁ ଲକଡାଉନ କରିଛନ୍ତି । ସେହିପରି ଆମ ରାଜ୍ୟରେ ମଧ୍ୟ ଆଜି ସୁଦ୍ଧା ୧୨୮ତମ ରୋଗୀ ଚିହ୍ନଟ ହୋଇସାରିଛନ୍ତି । ଏହି ଘଡିସନ୍ଧି ମୁହୂର୍ତ୍ତରେ…
Read More...

ଇମ୍ରାନ୍ ନଜିରଙ୍କ ଠାରୁ ସେହ୍ୱାଗଙ୍କ ନିକଟରେ ଅଧିକ ପ୍ରତିଭା ରହିଛି ଭାବିବା ଭୁଲ୍‌: ଅଖତର

ଇସଲାମାବାଦ: ଆଜି ପାକିସ୍ତାନର ରାୱଲପିଣ୍ଡି ଏକ୍ସପ୍ରେସ୍ ଭାବେ ବିବେଚିତ ସୋହେବ ଅଖତର ପାକିସ୍ତାନର ଇମ୍ରାନ୍ ନଜିର ଓ ଭାରତର ବୀରେନ୍ଦ୍ର ସେହ୍ୱାଗଙ୍କ ସହ ତୁଳନା କରି କହିଛନ୍ତି ଯେ, ଇମ୍ରାନ୍ ନଜିରଙ୍କ ଠାରୁ ସ୍ୱେହାଗଙ୍କ ନିକଟରେ ଅଧିକ ପ୍ରତିଭା ରହିଛି ବୋଲି ଭାବିବା ଭୁଲ୍ ହେବ । ତାଙ୍କ…
Read More...

ପୁଲିସ ମହାନିର୍ଦ୍ଦେଶକ ଅଭୟଙ୍କ ୨ଘଣ୍ଟିଆ ତୋଫାନୀ ଗସ୍ତ : ସମ୍ବଲପୁର ପୁଲିସ ପ୍ରଶାସନିକ କାର୍ଯ୍ୟନେଇ ସନ୍ତୁଷ୍ଟ

ସମ୍ବଲପୁର:ଓଡିଶା ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅଭୟ ଆଜି ଏକ ତୋଫାନୀ ଗସ୍ତରେ ସମ୍ବଲପୁର ପହଞ୍ଚି ଦୁଇଘଣ୍ଟାରେ ସ୍ଥାନୀୟ ସ୍ଥିତି ଅନୁଧ୍ୟାନ କରି ଫେରିଯାଇଛନ୍ତି । ଗସ୍ତର ଶେଷ ପର୍ଯ୍ୟାୟରେସେ ସ୍ଥାନୀୟ ପୁଲିସ ଡିଆଇଜି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ…
Read More...

ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ତରଫରୁ ବିଭିନ୍ନ ସ୍ଥାନରେ ଶୁଖିଲା ଖାଦ୍ୟ ବଣ୍ଟନ

ବୌଦ୍ଧ: କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ତରଫରୁ ପ୍ରଦତ୍ତ ଶୁଖିଲା ଖାଦ୍ୟଗୁଡିକୁ ବିଭିନ୍ନ ସେବାଶ୍ରମରେ ଅନ୍ତେବାସୀମାନଙ୍କୁ ବଣ୍ଟନ କରାଯାଇଛି । ଆଜି ଏହି ଖାଦ୍ୟବଣ୍ଟନ କାର୍ଯ୍ୟକ୍ରମରେ ପୂର୍ବତନ ବାଚସ୍ପତି ତଥା ବୌଦ୍ଧ ବିଧାୟକ ପ୍ରଦିପ ଅମାତ ଯୋଗଦେଇ ଅନ୍ତେବାସୀମାନଙ୍କୁ ନିଜ…
Read More...

ପ୍ରବାସୀ ଶ୍ରମିକ : କେତେବେଳେ କ’ଣ କ’ଣ ଖାଇବେ ମାର୍ଗଦର୍ଶୀକ ଜାରି

ବୌଦ୍ଧ: ବାହାର ରାଜ୍ୟରେ ଫସି ରହିଥିବା ଓଡିଆ ଶ୍ରମିକମାନଙ୍କୁ ନିଜଘରକୁ ଫେରାଇ ଆଣିବାପାଇଁ ରାଜ୍ୟସରକାର ନିଷ୍ପତ୍ତି ନେଇଛନ୍ତି । ସେଥିପାଇଁ ପ୍ରବାସୀ ଶ୍ରମିକଙ୍କ ପଞ୍ଜିକରଣ କାର୍ଯ୍ୟଚାଲିଛି । ରାଜ୍ୟକୁ ଫେରିବା ପରେ ସେମାନଙ୍କୁ ୧୪ଦିନ ପାଇଁ ନିଜନିଜ ଅଞ୍ଚଳରେ ଖୋଲାଯାଇଥିବା ଅସ୍ଥାୟୀ…
Read More...

ରାଉରକେଲା ଇସ୍ପାତ କାରଖାନାରେ ଅଘଟଣ : ଗ୍ୟାସ ଲିକ ହୋଇ ତିନିଜଣ ଅସୁସ୍ଥ

ରାଉରକେଲା : ଇସ୍ପାତ କାରଖାନା ସିପିପି -1 ରେ ଅଘଟଣ । ଗୁରୁବାର ସକାଳେ ଗ୍ୟାସ ଲିକ ହୋଇ ଜଣେ ଇଞ୍ଜିନିୟରଙ୍କ ସମେତ ତିନିଜଣ କର୍ମଚାରୀ ଅସୁସ୍ଥ ହୋଇ ଇସ୍ପାତ ଜେନେରାଲ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଆଇଜିଏଚ ର ଆଇସିୟୁ ରେ ଦୁଇ ଜଣଙ୍କୁ ଭର୍ତ୍ତି କରାଯାଇଥିଲା ବେଳେ ଅନ୍ୟ ଜଣଙ୍କୁ…
Read More...

୩୩ରେ ପଦାର୍ପଣ କଲେ “ହିଟ୍‌ମ୍ୟାନ୍‌’

ନୂଆଦିଲ୍ଲୀ : ଭାରତୀୟ ଓପନିଂ ବ୍ୟାଟ୍ସମ୍ୟାନ୍ ତଥା "ହିଟ୍‌ମ୍ୟାନ୍‌' ଭାବେ ବିବେଚିତ ରୋହିତ ଶର୍ମା ଆଜି ୩୩ ବର୍ଷରେ ପାଦ ଥାପିଛନ୍ତି । ଏକଦିବସୀୟ, ଟେଷ୍ଟ ଓ ଆଇପିଏଲ୍ ଯେଉଁଥିରେ ବି ଦେଖିବ ତାଙ୍କର ଛକା, ଚୌକା ବର୍ଷା । ଏଭଳି ଛକା, ଚୌକା ବର୍ଷା ଯୋଗୁଁ ତାଙ୍କୁ ହିଟ୍‌ମ୍ୟାନ୍ ଭାବେ…
Read More...

ରାଜସ୍ଥାନର କୋଟାରୁ ଫେରୁଛନ୍ତି ଛାତ୍ରଛାତ୍ରୀ

ରାଉରକେଲା : ରାଜସ୍ଥାନର କୋଟାରେ ପାଠ ପଢିବାକୁ ଯାଇଥିବା ରାଉରକେଲାର 116 ଜଣ ଛାତ୍ରଛାତ୍ରୀ ଗୁରୁବାର ଦିନ ବସ ଯୋଗେ କୋଟାରୁ ରାଉରକେଲା ଅଭିମୁଖେ ବାହାରିଛନ୍ତି । କୋଟାର ଲ୍ୟାଣ୍ଡ ମାର୍କ ସିଟିରୁ ଚାରୋଟି ବସରେ ଛାତ୍ରଛାତ୍ରୀ ମାନେ ବାହାରିଛନ୍ତି । ସେମାନେ ବସରେ ଚଢିବା ପୂର୍ବରୁ…
Read More...

ଭାଜପା ତରଫରୁ ରକ୍ତଦାନ ଶିବିର : ୩୫ ୟୁନିଟ ରକ୍ତ ସଂଗ୍ରହ

ସମ୍ବଲପୁର: ଏକ ତ୍ୱରିତ ରକ୍ତ ସଂକଳନ ଅଭିଯାନକ୍ରମେ ଆଜି ସମ୍ବଲପୁରରେ ମାତ୍ର ୨ଘଣ୍ଟାରେ ୩୫ ୟୁନିଟ ରକ୍ତସଂଗ୍ରହ କରାଯାଇଛି । ବର୍ତ୍ତମାନ କରୋନା ସଙ୍କଟ ସମୟରେ ପ୍ରତ୍ୟେକ ହସ୍ପିଟାଲରେ ରକ୍ତର ଚାହିଦା ରହିଥିବାରୁ ଏହାବହୁତ ମୂଲ୍ୟବାନ ପ୍ରମାଣିତ ହେବ । ଆଜିସକାଳ ୮ଟାରେ ଏଠାକାର ଭାରତୀୟ ଜନତା…
Read More...