ସଲମାନଙ୍କ ଫାର୍ମହାଉସରେ ୟୁଲିଆ ବନ୍ତୁର, ଗାଁ ଲୋକଙ୍କ ସହ ଧରୁଛନ୍ତି ମାଛ
ବଲିଉଡ ଦବଙ୍ଗ ତଥା ସଲମାନ ଖାନଙ୍କ ଗାର୍ଲଫ୍ରେଣ୍ଡ୍ସ ଅଭିନେତ୍ରୀ ୟୁଲିଆ ବନ୍ତୁର ଏବେ ସଲମାନଙ୍କ ପନୱେଲ ଫାର୍ମହାଉସରେ ସମୟ ଅତିବାହିତ କରୁଛନ୍ତି । ନିକଟରେ ତାଙ୍କର ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ୟୁଲିଆ ଗାଁ ଲୋକମାନେ ମାଛ ଧରୁଥିବାର ସୁଟିଂ କରୁଛନ୍ତି ।!-->…
Read More...
Read More...