Yearly Archives

2020

ତାଲାବନ୍ଦ ପାଇଁ ସମସ୍ୟାରେ ବୁଣାକାର ପରିବାର, ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ

ପାଟଣାଗଡ଼ : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଭରତବାହାଲ ଗ୍ରାମରେ ୧୬ ଟି ବୁଣାକାର ପରିବାର କାହିଁ କାଳରୁ ପ୍ରତିକୂଳତା ମଧ୍ୟରେ ଜୀବିକା ନିର୍ବାହ କରୁଛନ୍ତି।ବର୍ତ୍ତମାନ କୋରନା ମହାମାରୀ ସଂକ୍ରମିତ ବୃଦ୍ଧି କୁ ରୋକିବା ପାଇଁ ସାରାଦେଶରେ ଲକ ଡାଉନ ଜାରି ହୋଇ ଥିବାବେଳେ
Read More...

ମହିମା ସନ୍ୟାସୀଙ୍କୁ ସାହାଯ୍ୟର ହାତ ବଢାଇଲେ ବିଧାୟକ ସୁଧୀର ସାମଲ

ଢେଙ୍କାନାଳ: ସାରାବିଶ୍ୱକୁ ମହାମାରୀ କରୋନା କାୟା ବିସ୍ତାର କରିଛି । ଏଥିରୁ ନିସ୍ତାର ପାଇବା ପାଇଁ ଭାରତ ସରକାର ଓ ଓଡିଶା ସରକାର ଲକ୍‌ଡାଉନର ନିର୍ଦ୍ଦେଶ ଦେଇଛନ୍ତି । ସାରା ରାଜ୍ୟରେ ଲକଡାଉନ ନିୟମ କଡାକଡି ରହିଥିବାବେଳେ ଏଥିରୁ ବାଦ୍‌ପଡିନି ଢେଙ୍କାନାଳ ଜିଲ୍ଲା । ଢେଙ୍କାନାଳ ଜିଲ୍ଲାର
Read More...

ବିଶିଷ୍ଟ ନାଟ୍ୟକାର ବିଜୟ ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର : ଚଳଚିତ୍ର, ନାଟ୍ୟ ଜଗତରେ ପାଞ୍ଚ ଦଶନ୍ଧି ଧରି ଜଣାଶୁଣା ଲୋକପ୍ରିୟ ସଂଳାପକାର ବିଜୟ ମିଶ୍ର ଆଜି ଅପରାହ୍ନରେ ପରଲୋକ ଗମନ କରିଛନ୍ତି I ମୃତ୍ୟୁ ବେଳକୁ ତାଙ୍କୁ 83ବର୍ଷ ହୋଇଥିଲା I ଜୀବନକାଳ ମଧ୍ୟରେ ସେ ବହୁ ଯଶ ଲାଭ କରିଥିଲେ I ତାଙ୍କ ମୃତ୍ୟୁରେ ରାଜ୍ୟରେ ଶୋକର ଛାୟା ଖେଳି
Read More...

ସପ୍ତାହିକ ହାଟରେ ମା ମାଉଳୀ ଯୁବକ ସଂଘ ପକ୍ଷରୁ ମାସ୍କ ବଣ୍ଟନ

ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କନ୍ଧପଡା ପଞ୍ଚାୟତ ର ବେଲାଦୁଲା ର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ମା ମାଉଳୀ ଯୁବକ ସଂଘ ପକ୍ଷରୁ ଗାଁ ର ସାପ୍ତାହିକ ହାଟରେ ମାସ୍କ ବଣ୍ଟନକରାଯାଇଛି । ହାଟ କୁ ଆସୁଥିବା ସମସ୍ତ ଚାଷୀ ଙ୍କୁ ମାସ୍କ ଦିଆ ଯାଇଛି । ଏହା ପୂର୍ବରୁ ମଧ୍ୟ ଅନେକ ଗାଁ ରେ ପୋଲିସ ଅଧିକାରୀ
Read More...

ସରକାର କା ମାଲ୍ ଦରିଆମେ ଡାଲ୍ : ବିଘଟନ ଅବସ୍ଥାରେ ଜୈବ ବିଘଟକ ଆବର୍ଜନା କୁଣ୍ଡ

ବୌଦ୍ଧ : ପରିବେଶକୁ ସଫସୁତୁରା ରଖିବା ପାଇଁ ସରକାର ସ୍ୱଚ୍ଛ ଭାରତ ଯୋଜନା କରିଛନ୍ତି । ବାହାରୁଥିବା ଆବର୍ଜନାଗୁଡିକୁ ଜୈବିକ ପଦ୍ଧତିରେ ବିଘଟନ କରିବା ପାଇଁ ସରକାର ଲକ୍ଷଲକ୍ଷ ଟଙ୍କା ରାଜକୋଷରୁ ଖର୍ଚ୍ଚ କରୁଛନ୍ତି । ମାତ୍ର ପରିଚାଳନାଗତ ଅବ୍ୟବସ୍ଥା ଓ ଦୁର୍ନୀତି ଯୋଗୁଁ ତାହାର ସୁଫଳ
Read More...

କରୋନା ନେଲା ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ନିର୍ଦ୍ଦେଶକଙ୍କ ଜୀବନ

କୋଲକାତା : ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ନିର୍ଦ୍ଦେଶକଙ୍କ କରୋନାରେ ଆଜି ମୃତ୍ୟୁ ଘଟିଛି । ସେ କୋଲକାତାର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଗତ କିଛିଦିନ ତଳେ ସେ କରୋନାରେ ସଂକ୍ରମିତ ହୋଇଥିଲେ, ଏହାପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
Read More...

ଅନୁପ୍ରବେଶ ଅପେକ୍ଷାରେ ୩୦୦ ସନ୍ତ୍ରାସବାଦୀ

ଶ୍ରୀନଗର : ସମଗ୍ର ବିଶ୍ୱ ବର୍ତ୍ତମାନ କରୋନା ବିରୋଧରେ ଲଢ଼େଇ କରୁଥିବା ବେଳେ ପାକିସ୍ତାନ କିନ୍ତୁ ତା\'ର ଆତଙ୍କବାଦୀ କାର୍ଯ୍ୟକଳାପକୁ ଆହୁରି ବ୍ୟାପକ ଓ ଶକ୍ତିଶାଳୀ କରିବାରେ ଲାଗିପଡ଼ିଛି । ବିଶେଷ କରି ଭାରତରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ଏହା କାଶ୍ମୀର ଭିତରକୁ ଅସଂଖ୍ୟ ଆତଙ୍କବାଦୀଙ୍କୁ
Read More...

ଗୋଟିଏ ଦିନରେ ରେକର୍ଡ଼ ପଜିଟିଭ୍‌

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ହୋଇ ବଢ଼ୁଥିବାରୁ କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ିଯାଇଛି । ସଂକ୍ରମଣ ପ୍ରତିହତ ହେବା ବଦଳରେ ରେକର୍ଡ଼ ସୃଷ୍ଟି କରୁଛି । କେବଳ ଗୋଟିଏ ଦିନରେ ଦେଶରେ ରେକର୍ଡ଼ ୧୯୯୦ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏହା ପୂର୍ବରୁ ୨୪ ଘଣ୍ଟା ଭିତରେ
Read More...

ଓଡିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭୁବନେଶ୍ୱରରେ ପହଞ୍ଚିଲେ

ଭୁବନେଶ୍ୱର : ଓଡିଶା ହାଇକୋର୍ଟର ପରିବର୍ତ୍ତୀ ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଭୁବନେଶ୍ୱରରେ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ଜଷ୍ଟିସ
Read More...

ଭୁବନେଶ୍ୱରରେ ଆଉଜଣେ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

ଭୁବନେଶ୍ୱର : ଭୁବନେଶ୍ୱରରେ ଆଉଜଣେ କରୋନା ଆକ୍ରାନ୍ତ ଆଜି ସୁସ୍ଥ ହୋଇଥିବାର ଖବର ଆସିଛି । ରେଡ ଜୋନରୁ ଅରେଞ୍ଜ ଜୋନରେ ପହଞ୍ଚିଥିବା ଭୁବନେଶ୍ୱର ଆସନ୍ତା ଦିନରେ ଖୁବଶୀଘ୍ର ଗ୍ରୀନ ଜୋନରେ ପହଞ୍ଚିବ ବୋଲି ଆଶା କରାଯାଉଛି । ସୁସ୍ଥ ହୋଇଥିବା ଏହି ବ୍ୟକ୍ତିଜଣକ ଭୁବନେଶ୍ୱରର । ସେ ଏମ୍ସ
Read More...