Yearly Archives

2020

ଦାୟିତ୍ୱରେ ଅବହେଳା : ୨ ଏଏସ୍‌ଆଇ ନିଲମ୍ବିତ

ବୌଦ୍ଧ : କାର୍ଯ୍ୟରେ ଅବହେଳା ଅଭିଯୋଗରେ ବୌଦ୍ଧ ଜିଲ୍ଲା ଅବକାରୀ ବିଭାଗର ଦୁଇଜଣ ଆସିଷ୍ଟାଣ୍ଟ ସବ୍‌ଇନିସପେକ୍ଟରଙ୍କୁ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ନିଲମ୍ବନ କରିଛନ୍ତି । ମିଳିଥିବା ତଥ୍ୟ ଅନୁସାରେ ଅବକାରୀ ଆସିଷ୍ଟାଣ୍ଟ ସବଇନିସପେକ୍ଟର କିଶୋର ଚନ୍ଦ୍ର ନାଏକଙ୍କୁ ମନମୁଣ୍ଡା ଥାନାରେ
Read More...

ଶ୍ରୀଲଙ୍କାରେ ହୋଇପାରେ ଆଇପିଏଲ

ମୁମ୍ବାଇ: ଭାରତରେ ଏବର୍ଷର ଆଇପିଏଲ ଟୁର୍ନାମେଣ୍ଟ ସ୍ଥଗିତ ରହିଛି । ଟୁର୍ନାମେଣ୍ଟ କେବେ ହେବ ସେ ସଂପର୍କରେ ନିଷ୍ପତ୍ତି ନିଆଯିବ । ଏଭଳି ସ୍ଥିତିରେ ଶ୍ରୀଲଙ୍କା ତା\'ନିଜ ଦେଶରେ ଆଇପିଏଲ ଆୟୋଜନ କରିବା ପାଇଁ ଆଗ୍ରହ ପ୍ରକାଶ କରିଛି । ଶ୍ରୀଲଙ୍କା କ୍ରିକେଟ ବୋର୍ଡର ସଭାପତି ସମ୍ମି ସିଲଭା
Read More...

ରିଲିଜ୍ ଅପେକ୍ଷାରେ ସଲମାନଙ୍କ ଫିଲ୍ମ

ମୁମ୍ବାଇ: ଲକଡାଉନ ସତ୍ତ୍ୱେ କେତେକ ନିର୍ମାତା ତଥା ଅଭିନେତା ସେମାନଙ୍କ ନୂଆ ସିନେମାର ରିଲିଜ୍ ନେଇ ଉଦ୍ୟମ କରୁଛନ୍ତି । ସେମାନଙ୍କ ମଧ୍ୟରୁ ସଲମାନ ଖାନ୍ ଅନ୍ୟତମ । ସଲମାନ ଏବେ ତାଙ୍କର ଫାର୍ମରେ ରହି ଲକଡାଉନ ସମୟ ବିତାଉଛନ୍ତି । ସେ କହିଛନ୍ତି ଯେ, ଲକଡାଉନ ଜାରି ରହିଥିଲେ ମଧ୍ୟ ସିନେମା
Read More...

ଲକଡାଉନରେ ଗୁଡି ଉଡାଉଛି ମାଙ୍କଡ,ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଲକଡାଉନରେ ଏବେ ଲୋକେ ନିଜନିଜ ଘର ଭିତରେ ଆବୋଧ ହୋଇ ରହିଥିବା ବେଳେ ମାଙ୍କଡମାନେ କିନ୍ତୁ ବେଶ ମଜା ଉଠାଉଛନ୍ତି । ରାସ୍ତା ଓ ପଡିଆ ଶୂନଶାନ ଥିବାରୁ ସେମାନେ ନିର୍ଭିଘ୍ନରେ ବୁଲାଚଲା କରୁଛନ୍ତି । କେବଳ ସେତିକି ନୁହେଁ, ଲୋକମାନଙ୍କ ଘର ଛାତ ଉପରେ ମଧ୍ୟ ସେମାନେ ମସ୍ତି କରୁଛନ୍ତି
Read More...

ବଡବଡିଆ ତ ଏମିତି : ଲକଡାଉନରେ ଆଡମ୍ବରପୂର୍ଣ୍ଣ ବିବାହ

ବାଙ୍ଗାଲୋର, କରୋନା ସଂକ୍ରମଣ ରୋକିବା ପାଇଁ ସମଗ୍ର ଦେଶରେ ଭିଡିକୁ ବନ୍ଦ କରିବା ଉପରେ ସରକାର କଡା କଟକଣା ଲାଗୁ କରିଛନ୍ତି । ଭିଡ ରୋକିବା ପାଇଁ ସରକାର ବିବାହ ଓ ବ୍ରତୋପନୟନ ଉତ୍ସବ, ସଭାସମିତି, ସମାବେଶ ଭଳି କାର୍ଯ୍ୟକ୍ରମ ଉପରେ ସଂପୂର୍ଣ୍ଣ ରୋକ ଲଗାଇଛନ୍ତି । ଯଦି ଏହି ନିୟମକୁ କେହି
Read More...

ଚୀନର କରୋନା ତଥ୍ୟକୁ ନେଇ ସବୁ ଦେଶର ସନ୍ଦେହ

ବେଜିଂ: ଚୀନରେ କରୋନା ଭାଇରସର ସଂକ୍ରମଣରେ ଆକ୍ରାନ୍ତ ଓ ମୃତ୍ୟୁ ସଂପର୍କରେ ଦେଶର ସରକାର ଯେଉଁ ତଥ୍ୟ ଦେଇଛନ୍ତି ତାହାକୁ ଆମେରିକା, ବ୍ରିଟେନ, ଋଷିଆ, ଫ୍ରାନ୍ସ, ଦକ୍ଷିଣକୋରିଆ ସମେତ ବହୁ ଦେଶ ବିଶ୍ୱାସ କରିବାକୁ ପ୍ରସ୍ତୁତ ନୁହଁନ୍ତି । ଶୁକ୍ରବାର ଚୀନର ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ
Read More...

ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ୫୦୦୦ ପ୍ରୋତ୍ସାହନ ରାଶି

ଭୁବନେଶ୍ୱର : ଲକ୍‌ଡାଉନ୍ ଯୋଗୁଁ ଶ୍ରୀମନ୍ଦିରକୁ ପର୍ଯ୍ୟଟକଙ୍କ ଯାତାୟତ ବନ୍ଦ ହେବା ପରେ ସେମାନଙ୍କ ହାତ ଖାଲି ରହିଥିଲା । ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଶ୍ରୀମନ୍ଦିରରେ କାର୍ଯ୍ୟ କରୁଥିବା ୨୧୩୦ଜଣ ସେବାୟତଙ୍କୁ ଜଣକା ପାଞ୍ଚ ହଜାର ଟଙ୍କା ଲେଖାଏଁ ଲକ୍‌ଡାଉନ୍ ପ୍ରୋତ୍ସାହନ
Read More...

“ଡାଡି କୁଲ୍’ ନାଚରେ ନାଚିଲେ ଓ ନଚେଇଲେ ଧାୱନ, ଭିଡ଼ିଓ ହେଲା ଭାଇରାଲ୍‌

ନୂଆଦିଲ୍ଲୀ : ଏବେ ସମଗ୍ର ଭାରତବାସୀ ଲକ୍‌ଡାଉନ୍‌ରେ । ଘରେ ବସି ବସି ସମୟ କଟୁନି । ଏଥିପାଇଁ ସେ ଖେଳାଳି ହୁଅନ୍ତୁ ବା ଫିଲ୍ମ ଷ୍ଟାର୍ ସେ ସେମାନଙ୍କ ପରିବାର ସହ ଧୁମ୍ ମଜା କରି ଭିଡ଼ିଓ ଭାଇରାଲ୍ କରୁଛନ୍ତି । ଆଜି ଭାରତୀୟ କ୍ରିକେଟର ଓପନର ଶିଖର ଧାୱନ ଲକ୍‌ଡାଉନ୍ ସମୟକୁ ନିଜ ପୁଅ ସହ "ଡାଡି
Read More...

କୋଭିଡ୍ ହସ୍ପିଟାଲ୍ କାର୍ଯ୍ୟକ୍ଷମ ନେଇ ପ୍ରଶାସନ ପକ୍ଷରୁ ଔପଚାରିକ ଘୋଷଣା

ସମ୍ବଲପୁର : ସମ୍ବଲପୁର କୋଭିଡ୍ ହସ୍ପିଟାଲ୍ କାର୍ଯ୍ୟକ୍ଷମ କରିବା ଉପରେ ଓଡ଼ିଶା ହାଇକୋର୍ଟ କୌଣସି ରହିତାଦେଶ ଦେବା ପାଇଁ ମନା କରିବା ପରେ ଜିଲ୍ଲା ପ୍ରଶାସନ ବିଗତ ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହାକୁ ଆରମ୍ଭ କରିବା ବିଷୟରେ ଅଧିକୃତ ଘୋଷଣା କଲେ । ବର୍ତ୍ତମାନ ଏହା ସ୍ପଷ୍ଟ ହୋଇଛି
Read More...

ବିିସିସିବି କର୍ମଚାରୀଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନରେ ବିଳମ୍ବ ଅଭିଯୋଗ

ବୈାଦ୍ଧ: ବୌଦ୍ଧସମବାୟ କେନ୍ଦ୍ର ବ୍ୟାଙ୍କର କର୍ମଚାରୀମାନଙ୍କୁ ସେମାନଙ୍କର ଯଥାର୍ଥ ପ୍ରାପ୍ୟ ପାଇବାରୁ ବଞ୍ଚିତ କରାଯାଉଥିବାର ଅଭିଯୋଗ ଆଣିଛି ବିସିସିବି ୱାର୍କର ୟୁନିଅନ । ଏ ସଂପର୍କରେ ସଂଗଠନର ସଭାପତି ଦିଲ୍ଲୀପ କୁମାର ପ୍ରଧାନ ଏକ ଅଭିଯୋଗପତ୍ର ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କର ମୁଖ୍ୟ
Read More...