ଡ୍ରୋନ ସାହାଯ୍ୟରେ ସ୍ଥିତି ନିରୀକ୍ଷଣ
ସମ୍ବଲପୁର :କରୋନା ସ°କ୍ରମଣ କୁ ନିୟନ୍ତ୍ରଣ ରେ ରଖିବା ପାଇଁ ଘୋଷିତ ଲକଡାଉନକୁ ତୃତୀୟ ସପ୍ତାହରେ କଡାକଡି ଭାବେ ପାଳନ କରିବା ପାଇଁ ପ୍ରଶାସନ କଡା ଆଭିମୁଖ୍ୟ ଆପଣାଇଛି । ଏହି ସନ୍ଦର୍ଭରେ ସ୍ଥିତି ନିରୀକ୍ଷଣ କରିବା ପାଇଁ ଜିଲ୍ଲା ପ୍ରଶାସନ ଡ୍ରୋନ କ୍ଯାମେରାର ଉପଯୋଗ କରୁଛି । ଏହାଦ୍ବାରା!-->…
Read More...
Read More...