Yearly Archives

2020

ଯୋଡା : ପ୍ରଶାସନ ପକ୍ଷରୁ ମିଳୁନି ରନ୍ଧା ଖାଦ୍ୟ, ସାମାଜିକ ଅନୁଷ୍ଠାନ ହିଁ ଗରିବଙ୍କୁ ଭରସା

ଯୋଡା, : ଲକ୍ ଡାଉନର ୯ଦିନପରେ ମଧ୍ୟ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବିଭିନ୍ନ ବସ୍ତି ମାନଙ୍କରେ ରହୁଥିବା ଗରିବ ଦିନ ମଜୁରୀଆ ମାନଙ୍କୁ ରନ୍ଧା ଖାଦ୍ୟ ମିଳିପାରିନଥିବା ଅଭିଯୋଗ ହୋଇଛି । ସରକାରଙ୍କ ପକ୍ଷରୁ ଏହି ଲକ୍ ଡାଉନ ସମୟରେ ସମସ୍ତ ଖଟିଖିଆଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦେବାକୁ ନିର୍ଦ୍ଦେଶ
Read More...

ଜନ୍ମଦିନରେ ରକ୍ତଦାନ କରି ଉଦାହରଣ ପାଲଟିଲେ ଏହି ତିନି ଯୁବକ

ସମ୍ବଲପୁର : ବର୍ତ୍ତମାନ ସବୁଆଡେ ଅଭାବ ଅସୁବିଧା ପରିଲକ୍ଷିତ ହେଉଛି ଓ ଏହାର ସର୍ବାଧିକ ଶିକାର ରକ୍ତଭଣ୍ଡାର ଗୁଡିକରେ ଦୃଷ୍ଟିଗୋଚର ହେଉଛି । ହେଲେ କିଛି ଯୁବକ ଏହି ଅଭାବ ଅସୁବିଧା ପୂରଣ କରିବା ପାଇଁ ଆଗେଇ ଆସୁଛନ୍ତି । ଏପରି କିଛି ଯୁବକ ଅମନଜିତ ସିଂହ ସଲୁଜା, ଅନୁପ ସାଗର ଓ କାଶ୍ଯପ
Read More...

ଭିମସାରରେ କରୋନା ଚିକିତ୍ସା କେନ୍ଦ୍ର ଖୋଲିବା ପାଇଁ ପ୍ରବଳ ଦାବି

ସମ୍ବଲପୁର :ସମଗ୍ର ରାଜ୍ୟରେ କରୋନା ପରୀକ୍ଷଣ ଓ ଚିକିତ୍ସା ପାଇଁ ତିନୋଟି ବଡ ହସ୍ପିଟାଲ କୁ ସୁବିଧା ସମ୍ପନ୍ନ ଓ ଅଧିକୃତ କରାଯାଇଛି ଓ ସେହି ତିନୋଟି ଯାକ ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ରେ ରହିଛି । ଏଣୁ ବର୍ତ୍ତମାନ ଏପରି ଜରୁରୀ ଚିକିତ୍ସା ସୁବିଧା ରାଜ୍ୟର ଅନ୍ୟ ଅଞ୍ଚଳରେ ମଧ୍ୟ
Read More...

ହସ୍ପିଟାଲ ଝରକାରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ କରୋନା ସନ୍ଦିଗ୍ଧ, ଭିଡିଓ ହେଲା ଭାଇରାଲ

ନୂଆଦିଲ୍ଲୀ : ଉତ୍ତର-ପୂର୍ବ ଦିଲ୍ଲୀର ତାହିରପୁର ସ୍ଥିତ ରାଜୀବ ଗାନ୍ଧୀ ସୁପର ସ୍ପେଶିୟାଲିଟି ହସ୍ପିଟାଲରେ ବୁଧବାର ଦିନ ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଥିଲା । ଜଣେ କରୋନା ଭାଇରସ ସନ୍ଦିଗ୍ଧ ବ୍ୟକ୍ତି କ୍ୱାରଣ୍ଟାଇନ ସମୟରେ ହସ୍ପିଟାଲର ଝରକାରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହି
Read More...

ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦୁଇ ବର୍ଷର ଦରମା ଦାନ କଲେ ଗମ୍ଭୀର

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦେଶ କରୋନା ରୂପକ ମହାମାରୀରେ କବଳିତ । ଭାରତରେ ମଧ୍ୟ ଏହାର ଭୟାବହତା ଧିରେ ଧିରେ ବଢ଼ୁଛି । ଆଜିସୁଦ୍ଧା ୧୯୦୦ରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ୪୧ଜଣ ମୃତ୍ୟୁବରଣ କରିସାରିଲେଣି । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଦେଶର ପ୍ରାୟ ସମସ୍ତ ସାଂସଦ, ବିଧାୟକ,
Read More...

ନିଜାମୁଦ୍ଦୀନ ଫେରନ୍ତାଙ୍କ ତଲାସ ପାଇଁ ପୁଲିସ ଦ୍ବାରା ଘନ ଘନ ଚଢ଼ାଉ

ସମ୍ବଲପୁର : ବର୍ତ୍ତମାନ ସମଗ୍ର ଦେଶରେ ନିଜାମୁଦ୍ଦୀନ ଫେରନ୍ତା ଙ୍କ ତଲାସ ପାଇଁ ହଟଚମଟ ଚାଲିଛି ଓ ଏଥିପାଇଁ ଏଠାରେ ମଧ୍ୟ ସ୍ଥାନୀୟ ପୁଲିସ ସକ୍ରିୟତା ଦେଖାଉଛି । କୌଣସି ବିଶ୍ବସ୍ଥ ସୂତ୍ରରୁ ଖବର ପାଇ ପୁଲିସ ପକ୍ଷରୁ ହୀରାକୁଦ ର ଗୋଟିଏ ଘରେ ମଙ୍ଗଳବାର ରାତିରେ ଚଢ଼ାଉ କରାଯାଇଥିଲା ଓ ସେଠାରୁ
Read More...

ଆଜିର ଦିନରେ ଇତିହାସ ରଚିଥିଲେ ଧୋନି ବାହିନୀ

ନୂଆଦିଲ୍ଲୀ: ୨୦୧୧ ମସିହା ଅପ୍ରେଲ୍ ୨ ତାରିଖ । ଭାରତୀୟ କ୍ରିକେଟରେ ରଚି ହୋଇଯାଇଥିଲା ଇତିହାସର ଫର୍ଦ୍ଦ । ଦ୍ୱିତୀୟ ଥର ପାଇଁ ଶ୍ରୀଲଙ୍କାକୁ ବିଶ୍ୱକପ୍ ଫାଇନାଲରେ ୬ ୱିକେଟରେ ହରାଇ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡ଼ିୟମରେ ରଚିଥିଲା ଇତିହାସ । ୨୦୧୧ରେ ଏହି ଭାରତୀୟ ଦଳର ଅଧିନାୟକତ୍ୱ ଥିଲେ
Read More...

ଲକଡାଉନରେ ଉର୍ବଶୀଙ୍କ ମସ୍ତିଭରା ଭିଡିଓ ଭାଇରାଲ

ଅଭିନେତ୍ରୀ ଉର୍ବଶୀ(ରୌତେଲା)ଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଏବେ ଭାଇରାଲ ହୋଇଛି । ଯାହାକୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି । ବର୍ତ୍ତମାନ ସାରା ଦେଶ ଲକଡାଉନରେ ଥିବା ବେଳେ ଉର୍ବଶୀ ତାଙ୍କର ଇନ୍‌ଷ୍ଟ୍ରାଗ୍ରାମରେ ଏହି ଫଟୋ ସେୟାର କରିଥିଲେ । ଯାହାକୁ ଅନ୍ୟମାନେ ଭାଇରାଲ କରିଛନ୍ତି । ଏହି
Read More...

ନିଜାମୁଦ୍ଦିନ ପ୍ରସଂଗ : ମର୍କଜ କ’ଣ ଏବଂ କାହିଁକି ସରକାର ଚିନ୍ତିତ

ନୂଆଦିଲ୍ଲୀ : ବର୍ତ୍ତମାନ ରାଜଧାନୀ ଦିଲ୍ଲୀର ନିଜାମୁଦ୍ଦିନ ସମ୍ମିଳନୀକୁ ନେଇ ଦେଶରେ ହଇଚଇ ସୃଷ୍ଟି ହୋଇଛି । ଏହି ସମ୍ମିଳନୀ ମାର୍ଚ୍ଚ ମଧ୍ୟ ଭାଗରେ ହୋଇଥିଲା । ତୃତୀୟ ସପ୍ତାହ ପର୍ଯ୍ୟନ୍ତ ଲୋକମାନେ ସମ୍ମିଳନୀ ସ୍ଥଳରେ ଉପସ୍ଥିତ ଥିଲେ । ହଇଚଇ ସୃଷ୍ଟି ହେବାର ପ୍ରମୁଖ କାରଣ ହେଉଛି ଯେ,
Read More...

କେବଳ ଭାରତୀୟଙ୍କୁ ନେଇ ହେବ ଆଇପିଏଲ !

ନୂଆଦିଲ୍ଲୀ : କରୋନା ଭାଇରସ୍ ସଂକ୍ରମଣ ଏଭଳି ପ୍ରଭାବ ପକାଇଛି ଯେ, ଆଇପିଏଲର ସ୍ୱରୂପ ମଧ୍ୟ ବଦଳିବାର ସମ୍ଭାବନା ଦେଖାଦେଲାଣି । ବିଦେଶୀ ଖେଳାଳିଙ୍କୁ ନେଇ ଆଇପିଏଲ ଆୟୋଜନ କରିବାରେ ବିପଦ ରହିପାରେ ବୋଲି କେତେକ ଫ୍ରାଞ୍ଚାଇଜ ଆଶଙ୍କା କରୁଛନ୍ତି । ଏହି କାରଣରୁ ବିନା ବିଦେଶୀ କ୍ରିକେଟର
Read More...