Yearly Archives

2020

ଲକଡାଉନରେ ପୁଲିସକୁ ଖାଦ୍ୟ ବଣ୍ଟନ

ଭୁବନେଶ୍ୱର: ମଣିଷପଣିଆକୁ ସମ୍ମାନ ଜଣାଇ ଭିଏସ୍‌ଏସନଗରର ବିଶିଷ୍ଟ ସମାଜସେବୀ ତଥା ଯୁବନେତା ଡ. ପ୍ରକାଶ ତ୍ରିପାଠୀଙ୍କ ସହାୟତାରେ ପ୍ରଚଣ୍ଡ ଖରାରରେ ନିଜର ଦାୟିତ୍ୱ ନିର୍ବାହ କରୁଥିବା କିଛି ପୁଲିସଙ୍କୁ ଖାଦ୍ୟ ବଣ୍ଟନ କରିଛନ୍ତି । ଏହାସହ ଲକଡାଉନ ପରିସ୍ଥିତିରେ ରାସ୍ତାକଡରେ ବୁଲୁଥିବା ଷଣ୍ଢ,
Read More...

କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ :ଶ୍ରମିକଙ୍କ ପାଇଁ କ’ଣ କରିଛ ଜଣାଅ

ନୂଆଦିଲ୍ଲୀ : ଦେଶରେ ବର୍ତ୍ତମାନ ପ୍ରବାସୀ ଶ୍ରମିକମାନଙ୍କୁ ନେଇ ବିଚିତ୍ର ପରିସ୍ଥିତି ସୃଷ୍ଟି ହୋଇଛି । ଶ୍ରମିକମାନେ ନିଜ ରାଜ୍ୟକୁ ଫେରିଯିବାକୁ ଚାହୁଁଥିବା ବେଳେ ସଂପୃକ୍ତ ରାଜ୍ୟଗୁଡିକ ସୀମା ସିଲ୍ କରିଦେଇଛନ୍ତି । ତେବେ ଅଟକି ଥିବା ଶ୍ରମିକମାନଙ୍କ ରହିବା ଓ ଖାଇବା ଲାଗି ବ୍ୟବସ୍ଥା ଠିକ୍
Read More...

କରୋନା ମୁକାବିଲା :ସହାୟତା ଦେଲେ କଣ୍ଟାମାଳ ବିଧାୟକ

ବୌଦ୍ଧ: କରୋନାର ମୁକାବିଲା ପାଇଁ ବର୍ତ୍ତମାନ ବିଭିନ୍ନ କ୍ଷେତ୍ରର ବ୍ୟକ୍ତିବିଶେଷ ଏବଂ ବିଧାୟକ ଓ ସାଂସଦମାନେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅର୍ଥ ଦାନ କରୁଛନ୍ତି । ଏହିକ୍ରମରେ କଣ୍ଟାମାଳ ବିଧାୟକ ମହୀଧର ରଣା ରିଲିଫ ପାଣ୍ଠିକୁ ୧ଲକ୍ଷ ୫ହଜାର ଟଙ୍କାର ଅର୍ଥ ଚେକ୍ ଆକାରରେ ପ୍ରଦାନ
Read More...

ଖୁବଶୀଘ୍ର ନୂଆ ଅଲିମ୍ପିକ୍ସ ତାରିଖ ଘୋଷଣା

ଟୋକିଓ :କରୋନା ଭାଇରସ୍ ସଂକ୍ରମଣର ଭୟାବହତାକୁ ଆଖି ଆଗରେ ରଖି ଟୋକିଓ ଅଲିମ୍ପିକ୍ସ ୨୦୨୦କୁ ସ୍ଥଗିତ ରଖାଯାଇଥିଲେ ମଧ୍ୟ ଏହାକୁ ଏକ ଭିନ୍ନ ତାରିଖରେ ଅନୁଷ୍ଠିତ କରାଇବା ଲାଗି ଉଦ୍ୟମ ଜାରି ରହିଛି । ଅଲିମ୍ପିକ୍ସ ପାଇଁ ଖୁବଶୀଧ୍ର ନୂଆ ତାଲିକା ଘୋଷଣା କରାଯିବ । ଚଳିତ ସପ୍ତାହର ଶେଷ ଆଡକୁ ଏହି
Read More...

ତୃତୀୟ ଷ୍ଟେଜରେ ପହଞ୍ଚିନି ଭାରତ, କରୋନା ମୁକାବିଲା ୧୦ଟି କମିଟି ଗଠନ କଲେ ପିଏମ୍‌

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍ ସଂକ୍ରମଣ ସ୍ଥିତି ଏବେବି ନିୟନ୍ତ୍ରଣ ଅବସ୍ଥାରେ ରହିଛି । ଏହା ତୃତୀୟ ଷ୍ଟେଜରେ ପହଞ୍ଚିନାହିଁ । ଅର୍ଥାତ୍ ଦ୍ୱିତୀୟ ପର୍ଯ୍ୟାୟରେ ସୀମିତ ରହିଛି । ଗୋଷ୍ଠୀ ସଂକ୍ରମଣକୁ ହିଁ ତୃତୀୟ ଷ୍ଟେଜ୍ ବୁଝାଯାଏ । ସେହି ଷ୍ଟେଜକୁ ଯେପରି ଦେଶ ନ ଯିବ, ସେଥିଲାଗି
Read More...

କରୋନା ମୁକାବିଲା ପାଇଁ ସହାୟତା ରାଶି ଘୋଷଣା କଲେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓ ତାଙ୍କର ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା କରୋନା ଭାଇରସର ମୁକାବିଲା ପାଇଁ ସହାୟତା ହାତ ବଢାଇ ପ୍ରଧାନମନ୍ତ୍ରୀ କେୟର୍ସ ଫଣ୍ଡ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରିଛନ୍ତି । ଉଭୟେ କେତେ ଟଙ୍କା
Read More...

ଏଭଳି ଏକ ମନ୍ଦିର : ଯେଉଁଠି ନା ଦକ୍ଷିଣା ନା ଭିଆଇପିଙ୍କୁ ସୁବିଧା

ବର୍ତ୍ତମାନ ସମୟର କଥା କହିଲେ ତେବେ ଏଭଳି କୌଣସି ମନ୍ଦିର ନାହିଁ ଯେଉଁଠି ଦକ୍ଷିଣା ଚଢ଼ା ଯାଏନି ତାହା ଶ୍ରଦ୍ଧାରେ ହେଉ ବା କାହା କହିବା ଅନୁସାରେ ହେଉ । ବର୍ତ୍ତମାନ ଧର୍ମକୁ ଲୋକମାନେ ଧନ୍ଦା ବନେଇ ରଖିଛନ୍ତି ଏବଂ ମନ୍ଦିର ତାଙ୍କ କମ୍ପାନୀ । ଏହିସବୁ ତ ଏବେ ସାଧାରଣ କଥା ହୋଇଯାଇଛି, କିନ୍ତୁ
Read More...

କନିକାଙ୍କ ଆଶା : ପଞ୍ଚମ ଥର ଟେଷ୍ଟ କଲେ ନେଗେଟିଭ୍ ଆସିବ

ମୁମ୍ବାଇ: କରୋନାରେ ସଂକ୍ରମିତ ହୋଇଥିବା ବଲିଉଡ୍ ଗାୟିକା କନିକା କପୁରଙ୍କ ଚତୁର୍ଥ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ଦୁଃଖରେ ମ୍ରିୟମାଣ ହୋଇପଡ଼ିଛନ୍ତି । ସେ ତାଙ୍କ ଇନଷ୍ଟେଗ୍ରାମରେ ପୋଷ୍ଟ କରି କହିଛନ୍ତି ଯେ, ପଞ୍ଚମ ଥର ଯେଉଁ ମୋର ଟେଷ୍ଟ କରାଯିବ ସେଥିରେ ରିପୋର୍ଟ ନିଶ୍ଚିତ
Read More...

ସିରିଏଲ୍ ଅଭିନେତା ଓ ଅଭିନେତ୍ରୀଙ୍କ ପାଇଁ ସାହାଯ୍ୟର ହାତ ବଢ଼ାଇଲେ ସଲମନ୍‌

ନୂଆଦିଲ୍ଲୀ : ସାରା ବିଶ୍ୱରେ କରୋନା ରୂପକ ଭୂତାଣୁ ଯୋଗୁଁ ହଜାର ହଜାର ଲୋକ ପ୍ରାଣ ହରାଇଲେଣି । ଏହାକୁ ଦୃଷ୍ଟିରେ ରଖି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଭାରତକୁ ୨୧ ଦିନ ପାଇଁ ଲକ୍‌ଡାଉନ୍ ଘୋଷଣା କରିଛନ୍ତି । ଏହି ଲକ୍ ଡାଉନ୍ ସମୟରେ ଟିଭିରେ କୌଣସି ସିରିଏଲ୍ ମଧ୍ୟ ପ୍ରସାର
Read More...

ଲୋକସେବା ଭବନ କନଭେନସନ ହଲରେ ବିଧାନସଭା ଅଧିବେଶନ ଆରମ୍ଭ

ଭୁବନେଶ୍ୱର :ସୋମବାର ବିଧାନସଭା ଷୋଡଶ ଅଧିବେଶନ ତଥା ବଜେଟ୍ ଅଧିବେଶନ ଲୋକସେବା ଭବନ କନଭେନସେଣ୍ଟରଠାରେ ଆରମ୍ଭ ହୋଇଛି । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହରେ ଅଧ୍ୟକ୍ଷତା କରୁଛନ୍ତି । ପ୍ରତ୍ୟେକ ରାଜନୈତିକ ଦଳର ୩୦ ପ୍ରତିଶତ ବିଧାୟକଙ୍କ ସମେତ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଯୋଗ
Read More...