Monthly Archives

January 2021

ମୋଟର ଚାଳକ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ

ବାଲିଗୁଡ଼ା ,୨୯/୧: କନ୍ଧମାଳ ଜିଲ୍ଲା କୋଟଗଡ଼ ମଟର ଚାଳକ ସଙ୍ଘ ପକ୍ଷରୁ ସ୍ଥାନୀୟ ହନୁମାନ ବାଟିକାଠାରେ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଭାରତ ନାୟକ ସଭାପତିତ୍ବ କରି ସଙ୍ଘର ନିଷ୍ପତି ଅନୁଯାୟୀ ଏକ ସଙ୍ଘ ଗୃହ ନିର୍ମାଣ ନିମନ୍ତେ ସ୍ଥାନ ଯୋଗାଇଦେବା ପାଇଁ 2018ରେ ଏକ…
Read More...

ଭାରସାମ୍ୟ ହରାଇ ବସ୍ ଦୁର୍ଘଟଣା, 5 ଗୁରୁତର

ବୌଦ୍ଧ,୨୯/୧ - ଜାତୀୟ ରାଜପଥ ନମ୍ବର 57ର ମନମୁଣ୍ଡା ଥାନା ମସିଣାପଡା ମେହେରୁଣୀ ନାଳ ନିକଟରେ ଡ଼ଲଫିନ ନାମକ ଏକ ଘରୋଇ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି | ମିଳିଥିବା ସୂଚନା ଅନୁଯାୟୀ ଆଜି ଭୋର 3 ଘଣ୍ଟା ସମୟରେ କଟକରୁ ରାୟପୁର ଯାଉଥିବା ଘରୋଇ ବସ୍ ଡଲଫିନ୍ ଓଡ଼ି 05 ଏ. ଏଲ. 7165 ମସିଣା ପଡା…
Read More...

ସମ୍ବଲପୁର ରେଳମଣ୍ଡଳ ପକ୍ଷରୁ ବଲାଙ୍ଗୀର ଷ୍ଟେସନଠାରେ ମିଳିତ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ

ବଲାଙ୍ଗୀର,୨୮/୦୧: ପୂର୍ବତଟ ରେଳପଥ ସମ୍ବଲପୁର ରେଳମଣ୍ଡଳ ପକ୍ଷରୁ ଆଜି ବଲାଙ୍ଗୀର ଷ୍ଟେସନରେ ଏକ ପୂର୍ଣ୍ଣ ମାପର ମିଳିତ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ଆୟୋଜନ କରାଯାଇଥିଲା । ଏହି ଅଭ୍ୟାସ ଅବସରରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ବଳ (ଏନଡିଆରଏଫ), ଓଡିଶା ବିପର୍ଯ୍ୟୟ ରାପିଡ୍‌ ଆକ୍ସନ ଫୋର୍ସ,…
Read More...

ଡ଼ମ୍ଫର୍ ଧକ୍କାରେ ୪ ଗୋରୁ ମୃତ, ୨ ଗୋରୁ ସମେତ ୩ ଶଗଡିଆ ଆହତ

ପାଟଣାଗଡ,୨୮/୧: ବଲାଙ୍ଗିର ଜିଲ୍ଳା ପାଟଣାଗଡ ଭଇଁଷା କଲେଜ୍ ଛକ ଠାରେ ଆଜି ଭୋର ରେ ଭଇଁଷା ଗାଁ ରୁ ଧବଳ ପଡା କୁ ପାଳ ଆଣିବାକୁ ଯାଉଥିବା ସମୟରେ ବିପରୀତ ଦିଗରୁ ଏକ ଡ଼ମ୍ଫର୍ ଓ ଡି ୦୩ ଜି ୪୭୯୯ ପିଟି ଥିଲା ଫଳରେ ଘଟଣା ସ୍ଥଳରେ ୪ଗୋରୁ ମୃତ ହୋଇଥିବା ବେଳେ ୨ ଗୋରୁ ଆହତ ହୋଇଛନ୍ତି।ଓ ୩ ଜଣ…
Read More...

ଚାଷୀଙ୍କ ବିଭିନ୍ନ ଦାବି ନେଇ ଭୁବନେଶ୍ଵର ଯାଉଥିବା 60 ଯୁବକଙ୍କୁ ସ୍ବାଗତ

ବୌଦ୍ଧ,୨୮/୧ - ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ରାଜ୍ୟ କୃଷିମନ୍ତ୍ରୀଙ୍କୁ ଭେଟିବାକୁ ସାଇକେଲରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳରୁ ବାହାରିଥିବା ଯୁବକ ମାନଙ୍କୁ ଆଜି ଜନ ଅଧିକାର ସୁରକ୍ଷା ମଞ୍ଚ ବୌଦ୍ଧ ପକ୍ଷରୁ ସ୍ବାଗତ କରାଯାଇଥିଲା l ରାଜ୍ୟ ଦଳିତ ଅଧିକାର ମଞ୍ଚ ସଭାପତି କମଳ ଚରଣ ତାଣ୍ଡି ଓ…
Read More...

ଜୟ ଜଗନ୍ନାଥ ୟୁଥ୍ ଆସୋସିଏସନ ପକ୍ଷରୁ ଗଣତନ୍ତ୍ର ଦିବସ ପାଳିତ

ଆଠମଲ୍ଲିକ: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କିଆକଟା ପଞ୍ଚାୟତ ଅଧିନସ୍ଥ କାଦପଡା ଗ୍ରାମର ଗୋଷ୍ଠୀ କେନ୍ଦ୍ର ପରିସରରେ ଜୟ ଜଗନ୍ନାଥ ୟୁଥ୍ ଆସୋସିଏସନ ପକ୍ଷରୁ ୭୨ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଗ୍ରାମର ସୁଯୋଗ୍ୟ ସନ୍ତାନ ତଥା ସିଆର୍‌ପିଏଫ୍…
Read More...

ଭାରସାମ୍ୟ ହରାଇ କାର୍ ଦୁର୍ଘଟଣା, 4 ଯାତ୍ରୀ ଆହତ

ବୌଦ୍ଧ,୨୮/୧ - ଆଜି ଭୋର ପ୍ରାୟ 3 ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର 57ର ଲାଣ୍ଡିବନ୍ଧ ନିକଟ ଭରତ ଢାବା ପାଖରେ ଏକ ଜାଏଲୋ କାର୍ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ନୟାଗଡ ଅଞ୍ଚଳର ଚାରି ଜଣ ବ୍ୟକ୍ତି ଏକ…
Read More...

ହାଇୱା ପଛରେ ଧକ୍କା ଦେଲା ବସ୍, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ

ବୌଦ୍ଧ,୨୮/୧ - ଆଜି ଭୋର ସମୟରେ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା 57 ନମ୍ବର ଜାତୀୟ ରାଜପଥର ଚାରିଛକ ନିକଟରେ ହାଇୱା ପଛକୁ ଧକ୍କା ଦେଇ ଗୋଟିଏ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣା ପଡିଛି l ମିଳିଥିବା ସୁଚନା ଅନୁଯାୟୀ ଆଜି ଭୋର ସମୟରେ ମାଲକାନଗିରି ଠାରୁ ଭୁବନେଶ୍ବର…
Read More...

୨୧ତମ କନ୍ଧମାଳ ଜିଲ୍ଲା ଯୋଜନା କମିଟି ବୈଠକ: ବିଭିନ୍ନ ଉନ୍ନୟନ୍ନ ମୂଳକ ଯୋଜନା ସଂପର୍କରେ ପ୍ରସ୍ତାବ ଗୃହିତ

ଫୁଲବାଣୀ,୨୭/୧- ଆଜି ଫୁଲବାଣୀ ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ୨୧ତମ ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଂ ।ସଦ ଡ.…
Read More...

ଭୀମଭୋଇ ସାମର୍ଥ୍ୟ ଅଭିଯାନ କାର୍ଯ୍ୟକ୍ରମ

ବଲାଙ୍ଗୀର,୨୭/୧- ବଲାଙ୍ଗୀର ଜିଲ୍ଲା ପୁଇଁତଲା ବ୍ଳକ ବହଲପଦର ଠାରେ ଭୀମଭୋଇ ସାମର୍ଥ୍ୟ ଅଭିଯାନ କାର୍ଯ୍ୟାକ୍ରମରେ ବିଧାୟକ ଡ. ମୁକେଶ ମହାଲିଙ୍ଗ ଯୋଗଦାନ କରି ୪ଟି ପଞ୍ଚାୟତର ଦିବ୍ୟାଙ୍ଗମାନଙ୍କୁ ହୁଇଲ ଚେୟାର, ଆଶାବାଡି, ବସ୍‌ ଟ୍ରେନ୍‌ ପାସ ଇତ୍ୟାଦି ବଣ୍ଟନ କରିଛନ୍ତି । ସରକାର…
Read More...