Monthly Archives

January 2021

ବୌଦ୍ଧଜିଲ୍ଲାରେ ୪୬ ଜଣ ଏଡ୍‌ସ ରୋଗୀ, ତନ୍ମଧ୍ୟରୁ ୬ ଶିଶୁ ଚିହ୍ନଟ

ବୌଦ୍ଧ,୩୦/୧ - ବୌଦ୍ଧ ଜିଲ୍ଲାରେ ୪୬ ଜଣ ଏଡ୍‌ସ ଆକ୍ରାନ୍ତ ଥିବା ବେଳେ ସେମାନଙ୍କ ମଧ୍ୟରୁ ୬ ଜଣ ଶିଶୁ ଥିବା ସୁଚନା ମିଳିଛି । ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଏ ସୁଚନା ମିଳିଛି । ବୌଦ୍ଧ ଜିଲ୍ଲାରେ ୪୬ ଜଣ ଏଡ୍‌ସ ରୋଗୀ ଚିକିତ୍ସାଧୀନ…
Read More...

କଣ୍ଟାମାଳ ରାଜରାସ୍ତାରେ ଅଟକାଇ ୫୨ ହଜାର ଟଙ୍କା ଲୁଟ୍‌

ବୌଦ୍ଧ,୩୦/୧ - ବୌଦ୍ଧ ଜିଲ୍ଲାରେ ଦିନକୁ ଦିନ ଲୁଟପାଟ ମାମଲା ବଢି ବଢି ଚାଲିଛି । ଗତକାଲି ଅପରାହ୍ନରେ କଣ୍ଟାମାଳ ଥାନା ତବଡା ଛକ ନିକଟରେ ଜଣେ ଶିକ୍ଷକଙ୍କ ଠାରୁ ରାସ୍ତାରେ ଅଟକାଇ ୫୨ ହଜାର ଟଙ୍କା ଦୁବୃର୍ତ୍ତମାନେ ଲୁଟି ନେଇଥିବା କଣ୍ଟାମାଳ ଥାନାରେ ଅଭିଯୋଗ ହୋଇଛି । ମିଳିଥିବା ସୂଚନା…
Read More...

ରକ୍ତମୁଖା ଲାଲ୍‌ବାହିନୀ: ପୋଲିସ୍‌ ଇନଫରମର୍‌ ସନ୍ଦେହରେ ଦୁଇଜଣ ଯୁବକଙ୍କୁ ନିର୍ମମ ହତ୍ୟା

ବାଲିଗୁଡ଼ା,୩୦/୧:ପୁଣି ରକ୍ତମୁଖା ହେଲେ ମାଓବାଦୀ । କିଛି ଦିନର ନିରବତା ପରେ ନିଜର ସ୍ଥିତି ଜାହିର କଲା ମାଓ ସଂଗଠନ । କନ୍ଧମାଳ ଜିଲ୍ଲା ବେଲଘର ଥାନା ଭଣ୍ଡରଙ୍ଗି ପଞ୍ଚାୟତର ଗୋଛାଗୁଡ଼ା ଗାଁରେ ମାଓବାଦୀଙ୍କ ହତ୍ୟାକାଣ୍ଡ । ପୋଲିସ୍‌ ଇନଫରମ୍‌ ସନ୍ଦେହରେ ଦୁଇଜଣଙ୍କୁ ନିର୍ମମ ଭାବେ ହତ୍ୟା…
Read More...

ବାଇକ ଡିକି ଭାଙ୍ଗି ୩ ଲକ୍ଷ ୨୦ ହଜାର ଟଙ୍କା ଲୁଟ

ବୌଦ୍ଧ,୩୦/୧ - ବୌଦ୍ଧ ଜିଲ୍ଲାରେ ଅପରାଧିକ ମାମଲା ବଢି ବଢି ଚାଲିଛି । ଗତକାଲି ଅପରାହ୍ନରେ ବାଇକ ଡିକି ଭାଙ୍ଗି ଲୁଟେରାମାନେ ୩ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଥିବା ବୌଦ୍ଧ ଆଦର୍ଶ ଥାନାରେ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବୌଦ୍ଧବ୍ଲକ୍‌ ଲକ୍ଷ୍ମୀପ୍ରସାଦ ଗ୍ରାମର ଜଗଦୀଶ…
Read More...

ମାରଣାସ୍ତ୍ର ଦେଖାଇ ଘରୁ ନଗଦ ଟଙ୍କା ଓ ସୁନା ଲୁଟ

ବୌଦ୍ଧ,୨୯/୧ - ଗତ ଗୁରୁବାର ମଧ୍ୟ ରାତ୍ରରେ ମନମୁଣ୍ଡା ଥାନା ଡେଙ୍ଗପଦର୍ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରୁ ବନ୍ଧୁକ ମୁନରେ ଲକ୍ଷାଧିକ ଟଂକା ସହିତ ସୁନା ଗହଣା ଡକାୟତି ହୋଇଥିବା ଆଜି ସକାଳେ ମନମୁଣ୍ଡା ଥାନାରେ ଅଭିଯୋଗ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ମନମୁଣ୍ଡା ଥାନା…
Read More...

ଦୁଇ ବାଇକ ମଧ୍ୟରେ ଧକ୍କା, ଜଣେ ଗୁରୁତର

ବୌଦ୍ଧ,୨୯/୧ - ଆଜି ଅପରାନ୍ହ ସମୟରେ ଜାତୀୟ ରାଜପଥ ନମ୍ବର 57ର ବୌଦ୍ଧ ଥାନା ହରେକୃଷ୍ଣପୁର ଗ୍ରାମ ନିକଟ ଚିଲା ଖଣ୍ଡି ପୋଲ ନିକଟରେ ଦୁଇ ବାଇକ ମଧ୍ୟରେ ଧକ୍କା ହେବା ଫଳରେ ଜଣେ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାନ୍ହ ସମୟରେ…
Read More...

ବୌଦ୍ଧ ପାଇଁ ଗୌରବ ଆଣିଲା ବିଡିପିଏଲ୍‌

ବୌଦ୍ଧ,୨୯/୧- ସରକାରଙ୍କ ଇଥାନଲ୍‌ ମିଶ୍ରିତ ପେଟ୍ରୋଲ୍‌ କାର୍ଯ୍ୟକ୍ରମରେ ଯୋଗଦେଇ ବୌଦ୍ଧଜିଲ୍ଲାର ଶିଳ୍ପାୟନ ଚେହେରା ବୌଦ୍ଧ ଡେଷ୍ଟିଲାରୀ ଆଜି ନିଜ କାରଖାନା ପରିସରରେ ନୂତନ ଭାବେ ସ୍ଥାପିତ ଦିନପ୍ରତି ୧୫ ହଜାର ଲିଟର କ୍ଷମତା ବିଶିଷ୍ଟ ଶସ୍ୟଭିତିକ ଏଥାନଲ୍‌ ପ୍ଲାଣ୍ଟରୁ (ଆଇଓସିଏଲ୍‌)…
Read More...

ଯୁବ କଳାକାର ନରସିଂହ ଚରତିଙ୍କୁ ଜାତୀୟ କଳା ତିଳକ ସମ୍ମାନ

ପାରଳାଖେମୁଣ୍ଡି,୨୯/୧- କଟକ ମହୋତ୍ସବ ଅଲ୍‌ ଇଣ୍ଡିଆ ଡ୍ୟାନ୍ସ , ମ୍ୟୁଜିକ ଆଣ୍ଡ ରିସାଇଟେସନ୍‌ ଫେଷ୍ଟିଭାଲରେ ଗଜପତି ଜିଲ୍ଲାର କାଶୀନଗର ବ୍ଲକ କେ.ସୀତାପୁର ଗ୍ରାମର ଯୁବ କଳାକାର ନରସିଂହ ପ୍ରସାଦ ଚରତିଙ୍କୁ ଜାତୀୟ କଳା ତିଳକ ସମ୍ମାନ ମିଳିଛି । କରୋନା କଟକଣା ଯୋଗୁଁ ଏହି ପ୍ରତିଯୋଗିତା…
Read More...

ଭୀମ ପାହାଡ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ବୌଦ୍ଧ,୨୯/୧- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍‌ ମଥୁରା ଗ୍ରାମ ପଞ୍ଚାୟତ କେଳାକଟା ଗ୍ରାମରେ ଚାଲିଥିବା ଭୀମ ପାହାଡ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ଆଜି ଉଦଯାପନୀ ମ୍ୟାଚରେ ମେହେର ସ୍ପୋର୍ଟିଂ ଓ ଏମ.ସି.ସି. ଷ୍ଟ୍ରମ୍‌ ମଧ୍ୟରେ ମୁହାମୁହିଁ ହୋଇଥିଲେ ତିନି ଫର୍ମାଟ…
Read More...

କୃଷକଙ୍କ ସମସ୍ୟା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ବି.ଜେ.ପି.

ବୌଦ୍ଧ,୨୯/୧- - ଖରିଫ ଧାନ ବିକ୍ରୟ ବେଳେ ଚାଷୀ ଭୋଗୁଥିବା ବିଭିନ୍ନ ସମସ୍ୟାକୁ ନେଇ ଆଜି ବୌଦ୍ଧଜିଲ୍ଲା ବିଜେପି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେବା ସହ ଘେରାଉ କରିଥିଲା । ବୌଦ୍ଧ ଜିଲ୍ଲାରେ ଚଳିତବର୍ଷ ଜାନୁଆରୀ ମାସରୁ ମଣ୍ଡି ବନ୍ଦ ହେବା ଅବସ୍ଥାକୁ ଚାଲିଆସିଛି ।…
Read More...