Monthly Archives

November 2021

ବିଭିନ୍ନ ଦାବିନେଇ ନିର୍ମାଣ ଶ୍ରମିକ ୟୁନିୟନ ସମନ୍ୱୟ ସମିତିର ଗଣଧାରଣା

ବୌଦ୍ଧ,୩୦/୧୧:- ଆଜି ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିର୍ମାଣ ଶ୍ରମିକ ୟୁନିୟନ ସମନ୍ୱୟ ସମିତି ତରଫରୁ ଗଣଧାରଣା ଦିଆଯାଇଛି । ଏହି ଗଣଧାରଣାରେ ଶତାଧିକ ମହିଳା ଓ ପୁରୁଷ ନିର୍ମାଣ ଶ୍ରମିକ ସାମିଲ ହୋଇଛନ୍ତି । ୨୦୧୯-୨୦ ମସିହାରୁ ସେମାନଙ୍କୁ ଶିକ୍ଷା ସହାୟତା ରାଶି…
Read More...

୩ରୁ ବର୍ଷା , ୪ରେ ବାତ୍ୟା !

ଭୁବନେଶ୍ୱର : ମାଡ଼ି ଆସୁଛି ବାତ୍ୟା । ବାତ୍ୟାର ପ୍ରଭାବରେ ୩ ତାରିଖ ରାତିରୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ । ଡିସେମ୍ବର ୪ରେ ବାତ୍ୟା ରୂପ ନେଇ ସ୍ଥଳଭାଗରେ ମାଡ଼ ହେବ । ତେବେ କେଉଁ ସ୍ଥାନରେ ବାତ୍ୟା ମାଡ଼ ହେବ ତାହା ସ୍ପଷ୍ଟ ହୋଇନାହିିଁ । ବାତ୍ୟା ଆସୁଥିବାରୁ ମତ୍ସ୍ୟଜୀବୀ ଓ…
Read More...

କ୍ୟୁ- ନେଟ ସ୍କାମ୍: ଅଭିଯୁକ୍ତ ଅରବିନ୍ଦ କୁମାର ଗିରଫ

ଭୁବନେଶ୍ବର: କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା କ୍ୟୁ- ନେଟ ସ୍କାମର ଅନ୍ୟତମ ଅଭିଯୁକ୍ତ ଅରବିନ୍ଦ କୁମାରଙ୍କୁ ଗିରଫ କରିଛି। ଅରବିନ୍ଦଙ୍କ ଘର ହେଉଛି କେନ୍ଦ୍ରାପଡ଼ା ଜିଲ୍ଲାର ପଳାଇ ଗାଁରେ।. ତାଙ୍କୁ ଆଇପିସିର ଧାରା ୪୦୬, ୪୨୦, ୪୬୭, ୪୬୮, ୪୭୧, ୧୨୦ବି ଓ ସେକ୍ସନ ୪, ୫, ୬ ଚିଟଫଣ୍ଡ…
Read More...

ଶିକ୍ଷକଙ୍କ ମାଡରେ ଭାଙ୍ଗିଲା ଛାତ୍ରଙ୍କ ହାତ, ମାମଲା ରୁଜୁ

ଜୟପୁର : ଆମେ ସମସ୍ତଙ୍କୁ ଜଣା ଯେ, ଛାତ୍ର ଭୁଲ କଲେ ଶିକ୍ଷକଶିକ୍ଷୟିତ୍ରୀମାନେ ଦଣ୍ଡ ଦେଇଥାନ୍ତା । କାରଣ ଛାତ୍ରଛାତ୍ରୀମାନେ ନିଜର ଭୁଲ ସୁଧାରିବେ ବୋଲି । କିନ୍ତୁ ଦଣ୍ଡ ଏମିତି ବି ଦିଆଯାଇନଥାଏ ଯେମିତି ଛାତ୍ରଛାତ୍ରୀଙ୍କ ହାତଗୋଡ ଭାଙ୍ଗିବ । ଜଣେ ଶିକ୍ଷକଙ୍କ ମାଡରେ ଜଣେ ଛାତ୍ରଙ୍କ ହାତ…
Read More...

ବିବାହ ବନ୍ଧନରେ ବାନ୍ଧି ହେଲେ ରାଜସ୍ଥାନ ରୟାଲ୍ସର ଏହି ଷ୍ଟାର ଅଲରାଉଣ୍ଡର

ନୂଆଦିଲ୍ଲୀ: ରାଜସ୍ଥାନ ରୟାଲ୍ସର ୨୮ ବର୍ଷୀୟ ଅଲରାଉଣ୍ଡର ରାହୁଲ ତେୱାତିଆ ରିଦ୍ଧି ପନ୍ନୁଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହାପୂର୍ବରୁ, ତେୱାତିଆଙ୍କର ଫେବୃଆରୀ ମାସରେ ନିର୍ବନ୍ଧ ହୋଇଥିଲା । ଆଇପିଏଲ୍‌ ତାରକା ତାଙ୍କ ଅଫିସିଆଲ୍‌ ଫେସବୁକ୍‌ ଆକାଉଣ୍ଟରୁ ତାଙ୍କ ବିବାହର ଏକ…
Read More...

ଦକ୍ଷିଣ ଆଫ୍ରିକାରୁ ଆସିଥିବା ବ୍ୟକ୍ତି କରୋନା ସଂକ୍ରମିତ ଚିହ୍ନଟ

ଚଣ୍ଡିଗଡ: ଓମିକ୍ରନ ଦ୍ରୁତ ଗତିରେ ମାଡି ଚାଲିଥିବାବେଳେ, ଦକ୍ଷିଣ ଆଫ୍ରିକାରୁ ଚଣ୍ଡିଗଡ ଆସିଥିବା ଜଣେ ବ୍ୟକ୍ତି କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ସାରା ଦେଶର ଚିନ୍ତା ବଢିଛି । ସୂଚନା ଅନୁସାରେ ବ୍ୟକ୍ତି ଜଣଙ୍କ ତାଙ୍କ ଘର ଚଣ୍ଡିଗଡକୁ ଫେରିଥିବାବେଳେ ସେମାବାର ସକାଳେ ସେ କରୋନା…
Read More...

ପଞ୍ଚାୟତ ନିର୍ବାଚନକୁ ନେଇ ଏମିତି କହିଲେ ମନ୍ତ୍ରୀ ପ୍ରତାପ ଜେନା

ଭୁବନେଶ୍ୱର: କରୋନାର ନୂଆ ଭାରିଏଣ୍ଟ ‘ଓମିକ୍ରନ’ ସଂକ୍ରମଣକୁ ନେଇ ଏବେ ବିଶ୍ୱବ୍ୟାପୀ ଆଶଙ୍କା ବଢ଼ୁଥିଲେ ବି ରାଜ୍ୟରେ ପଂଚାୟତ ନିର୍ବାଚନ ନିର୍ଦ୍ଧାରିତ ସମୟରେ ହେବ ବୋଲି ରାଜ୍ୟ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ସ୍ପଷ୍ଟ କରିଛନ୍ତି। ଓମିକ୍ରନ୍ ସଂକ୍ରମଣ ମାମଲା ବଢ଼ୁଥିବାବେଳେ ପଂଚାୟତ…
Read More...

ବାଲିଗୁଡ଼ା ଥାନାର ବିଭିନ୍ନ ଅଞ୍ଚଳରେ କେକେବିଏନ୍‌ ମାଓ ସଂଗଠନର ପୋଷ୍ଟର ଜାରି

ବାଲିଗୁଡ଼ା: କିଛି ମାସର ନିରବତା ପରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ପୁଣି ସ୍ଥିତି ଜାହିର କଲା ଲାଲ୍‌ ବାହିନୀ । ବାଟାଗୁଡା,ରେବିଙ୍ଗିଆ,ମିଡ଼ିଆପାଙ୍ଗା ଓ ବାରଖମାର ବିଭିନ୍ନ ସ୍ଥାନରେ କେକେବିଏନ୍‌ ମାଓ ସଂଗଠନର ପୋଷ୍ଟର ଜାରି କରିଥିବା ଦେଖିବାକୁ ମିଳିଛି । ଡିସେମ୍ବର ୨ ତାରିଖରୁ…
Read More...

ଗଜପତି ଜିଲ୍ଲାରେ ୫-ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ପାରଳାଖେମୁଣ୍ଡି : ୫ ଟି ରୂପାନ୍ତରିତ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାରେ ଆଜି ୫ ଗୋଟି ହାଇସ୍କୁଲ ପ୍ରଥମ ପର୍ଯ୍ୟାୟରେ ଲୋକାର୍ପିତ ହୋଇଛି । ଭିଡିଓ କନଫେରେସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସ୍କୁଲ ଗୁଡିକକୁ ଲୋକାର୍ପିତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଗଜପତି…
Read More...

ଓଡିଶା ପାଇଁ ‘କୋରଟିମ୍‌’ ଗଢିଲା ବିଜେପି, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ଭୁବନେଶ୍ୱର: ପ୍ରଥମଥର ପାଇଁ ଦଳ ରାଜ୍ୟରେ ସଂଗଠନକୁ ପରିଚାଳନା ନିମନ୍ତେ ୧୭ଜଣିଆ କୋର୍‌ ଟିମ ଗଠନ କରିଛି ବିଜେପି । ପଂଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଗଠିତ ଏହି କୋର୍‌ କମିଟିରେ ସାଂସଦ ଅପରାଜିତା ଷଡଙ୍ଗୀ ଓ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ସ୍ଥାନ ମିଳି ନଥିବାବେଳେ ରାଜ୍ୟରେ ଦଳ ଓ…
Read More...