Yearly Archives

2021

ଆଉ ଜଣେ ଆଞ୍ଜେଲ ପ୍ରିୟା ଗିରଫ

ଭୁବନେଶ୍ୱର: ଟଙ୍କା ଆୟ ପାଇଁ ଏବେ ନୂଆ ନୂଆ ତରିକା ଆପଣାଉଛନ୍ତି ଲୋକେ । ତେବେ ଫେସବୁକରେ ବନ୍ଧୁତା ସ୍ଥାପନ କରି ପରେ ବ୍ଲାକମେଲିଂ କରି ଟଙ୍କା ଆୟ କରିବା ଏବେ ଟ୍ରେଣ୍ଡ ପାଲଟିଯାଇଛି । ଅଧିକାଂଶ ମହିଳା ବା ଯୁବତୀ ଏପରି କରୁଥିବାବେଳେ ଯୁବବର୍ଗ ସେମାନଙ୍କ ଜାଲରେ ସହଜରେ ପଡ଼ିଯାଉଛନ୍ତି ।
Read More...

ଖାଦ୍ୟ ସୁରକ୍ଷା ଓ ଆବାସ ଯୋଜନାରୁ ବଞ୍ଚିତ ଆଦିବାସୀ ବୃଦ୍ଧା ସୀତା ପଧାନ

ଆଠମଲ୍ଲିକ,୨୨/୯- ରାଜ୍ୟ ସରକାର ଗରିବ ନିରାଶ୍ରୟମାନଙ୍କ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି କିନ୍ତୁ ଏହି ଯୋଜନା ସୁଫଳ ଗରିବ ଜନସାଧାରଣ ଠିକ୍‌ ଭାବେ ପାଇପାରୁନଥିବା ଅଭିଯୋଗ ହୋଇଛି । ଏପରି ଅଭିଯୋଗ ହୋଇଛି ଆଠମଲ୍ଲିକ ବ୍ଲକର ପୁରୁଣା ମାନତ୍ରୀ ପଂଚାୟତରୁ । କୈରିଘଣ୍ଟି ଗ୍ରାମର
Read More...

ସ୍କୁଲରେ ପଶି ଶିକ୍ଷୟିତ୍ରୀଙ୍କ ଗଳା କାଟିଦେଲା ଶିକ୍ଷକ ସ୍ବାମୀ!

ବଲାଙ୍ଗୀର: ସ୍କୁଲରେ ଶିକ୍ଷୟିତ୍ରୀ ସ୍ତ୍ରୀଙ୍କ ଗଳା କାଟିଦେଲେ ଶିକ୍ଷକ ସ୍ବାମୀ । ସ୍କୁଲ ଭିତରେ ପଶି ଜଣେ ଶିକ୍ଷୟିତ୍ରୀଙ୍କ ସ୍ବାମୀ ତାଙ୍କ ଗଳା କାଟିଦେଇଛନ୍ତି । ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଲକ୍ ଦୁର୍ଗାପାଲି ଉଚ୍ଚ ବିଦ୍ୟାଳୟରେ ଘଟିଛି ଏଭଳି ଅଭାବନୀୟ ଘଟଣା ଘଟିଛି । ଗୁରୁତର
Read More...

ରାମେଶ୍ୱରୀଙ୍କୁ ଆନ୍ତର୍ଜାତୀୟ ସରୋଜିନୀ ନାଇଡୁ ନାଇଟଏଙ୍ଗଲ ସମ୍ମାନ

ଗଞ୍ଜାମ /ବ୍ରହ୍ମପୁର :ସେବା ସମର୍ପଣ ଏବଂ କଠିନ ପରିଶ୍ରମ ମଣିଷକୁ ସ୍ୱତନ୍ତ୍ର ପରିଚୟ ଦେଇଥାଏ । ବିପରୀତ ସ୍ରୋତରେ ନିଜର ଦକ୍ଷତା ପାଇଁ ସମାଜ ତାଙ୍କୁ ସ୍ୱୀକୃତି ଦିଏ ସମ୍ମାନ ବି ଦିଏ । ତେବେ ବ୍ରହ୍ମପୁର ଭଳି ଏକ ଛୋଟିଆ ସହରର ଝିଅ ରାମେଶ୍ୱରୀ ନନ୍ଦ ଆଜି ଚର୍ଚ୍ଚାରେ । କୋଭିଡ଼ ମହାମାରୀ
Read More...

ଦେଶରେ ୨୪ ଘଣ୍ଟାରେ ୨୬,୯୬୪ କରୋନା ସଂକ୍ରମିତ ଓ ୩୮୩ ମୃତ

ନୂଆଦିଲ୍ଲୀ: ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୬, ୯୬୪ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୩୪,୧୬୭ ଜଣ ସୁସ୍ଥ ହୋଇଛନ୍ତି । ସଂକ୍ରମିତଙ୍କ ଅପେକ୍ଷା କରୋନା ସୁସ୍ଥଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଛି, ଯାହ ଏକ ଆଶ୍ୱସ୍ତିକର କଥା । ସୁସ୍ଥତା ହାର ୯୭.୭୭ ପ୍ରତିଶତ
Read More...

ଆରମ୍ଭ ହୋଇଗଲାଣି ପିତୃପକ୍ଷ ଶ୍ରାଦ୍ଧ; ଜାଣନ୍ତୁ କେଉଁ ତାରିଖରେ ପଡ଼େ କେଉଁ ଶ୍ରାଦ୍ଧ

ଆରମ୍ଭ ହୋଇଗଲାଣି ପିତୃପକ୍ଷ ଶ୍ରାଦ୍ଧ ବା ମହାଳୟ । ଭାଦ୍ରବ ମାସର ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇ ଅଶ୍ୱିନ ମାସର କୃଷ୍ଣପକ୍ଷର ଅମାବାସ୍ୟା ତିଥି ପର୍ଯ୍ୟନ୍ତ ପିତୃପକ୍ଷ ଶ୍ରାଦ୍ଧ ଚାଲେ । ଅଶ୍ୱିନ ମାସର କୃଷ୍ଣପକ୍ଷକୁ ହିଁ ପିତୃପକ୍ଷ କୁହାଯାଏ । ହିନ୍ଦୁ ଧର୍ମ ଅନୁସାରେ ଏହାର ଗୁରୁତ୍ୱ ଅଧିକ
Read More...

୧୯ ଲକ୍ଷରେ ନିଲାମ ହେଲା ଲଡୁ

ହାଇଦ୍ରାବାଦ : ହାଇଦ୍ରାବାଦରେ ଗଣେଶ ପୂଜା ଉତ୍ସବକୁ ବେଶ୍‌ ଧୁମଧାମରେ ପାଳନ କରାଯାଇଥାଏ । ଏହି କ୍ରମରେ ଭଗବାନ ଗଣେଶଙ୍କ ଏକ ପୂଜା ମଣ୍ଡପରେ ଥିବା ଏକ ଲଡୁକୁ ୧୮.୯୦ ଲକ୍ଷ ଟଙ୍କାରେ ନିଲାମ କରାଯାଇଛି । ସୂଚନା ଅନୁଯାୟୀ ହାଇଦ୍ରାବାଦର ବାଲାପୁର ପୂଜା ମଣ୍ଡପର ଏହି ଲଡୁ ଥିଲା । ଏହି ଲଡୁର
Read More...

ବେଆଇନ ବନ୍ଧୁକ ନିର୍ମାଣ ଅଭିଯୋଗରେ ଦମ୍ପତି ଗିରଫ

ସମ୍ବଲପୁର : ସୁଦୂର ବାସୁପାଲି ଗାଁରେ ବେଆଇନ ଭାବେ ଘରେ ଲୁଚାଇ ଦେଶୀ ବନ୍ଧୁକ ତିଆରି କରିବା ଅଭିଯୋଗରେ ଯୁଯୁମୁରା ପୁଲିସ ଏକ ଦମ୍ପତିଙ୍କୁ ଗିରଫ କରି ସେମାନଙ୍କ ଠାରୁ ଏଥିପାଇଁ ବ୍ୟବହୃତ ଅନେକ ଆପତ୍ତିଜନକ ସାମଗ୍ରୀ ଜବତ କରିଛି । ଏହି ସନ୍ଦର୍ଭ ରେ ଯୁଯୁମୁରା ଥାନାରେ ଆଜି କେସ ନଂ: ୧୨୮
Read More...

ନଭେମ୍ବର ୨୫ରୁ ଭୁବନେଶ୍ୱରରେ ଜୁନିୟର ପୁରୁଷ ହକି ବିଶ୍ୱକପ୍ !

ଭୁବନେଶ୍ୱର: ହକିର ଏନ୍ତୁଡ଼ିଶାଳ ଭାବେ ପରିଚିତ ଓଡ଼ିଶାକୁ ଆଉ ଏକ ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ସୁଯୋଗ ମିଳିଛି । ଭୁବନେଶ୍ୱରରେ ଦ୍ୱାଦଶ ଜୁନିୟର ପୁରୁଷ ହକି ବିଶ୍ୱକପ୍ ଅନୁଷ୍ଠିତ ହେବ । ୨୦୧୮ ପୁରୁଷ ହକି ବିଶ୍ୱକପ ପରେ ଏହା ହକିପ୍ରେମୀଙ୍କ ପାଇଁ କ୍ରୀଡ଼ା ଉପଭୋଗର ଆଉ ଏକ
Read More...

ଆମେରିକା ଗସ୍ତରେ ବାହାରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଯିବା ପୂର୍ବରୁ କହିଲେ ଏମିତି କଥା

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଦ୍ୱିପାକ୍ଷିକ ବୈଠକ ଏବଂ ଐତିହାସିକ କ୍ୱାଡ ସମ୍ମିଳନୀରେ ଯୋଗଦେବା ପାଇଁ ଆଜି ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାହାରିଛନ୍ତି । ଆମେରିକା ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ମୁଁ ଆଜିଠାରୁ
Read More...