ବୃନ୍ଦାବତୀ ଭତ୍ତା ପାଇବାରୁ ବଞ୍ଚିତ ଓ ସ୍ୱାମୀଙ୍କୁ ମିଳିନି ଅଧାର କାର୍ଡ, ପ୍ରଶାସନ ନୀରବ
ଖପ୍ରାଖୋଲ : ଅସହାୟ ତଥା ଦିବ୍ୟାଙ୍ଗଙ୍କ ପାଇଁ ସରକାର ବହୁ ଯୋଜନା ଆଣିଛନ୍ତି । ହେଲେ ସରକାରଙ୍କ ସବୁ ଯୋଜନାରୁ ବଞ୍ଚିତ ଅଛନ୍ତି ଖପ୍ରାଖୋଲ ବ୍ଲକ ମହୁରୁଣ୍ଡି ଗାଁର ବୃଦ୍ଧା ବୃନ୍ଦାବତୀ ବେହେରା(୬୨) । ୨ବର୍ଷରୁ ଉଦ୍ଧ୍ୱର୍ ହେବ ଭତ୍ତା ପାଇଁ ଅନଲାଇନ ଆବେଦନ କରି ପଞ୍ଚାୟତ ଠାରୁ ଆରମ୍ଭ କରି!-->…
Read More...
Read More...