Monthly Archives

December 2022

ଓଡିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ ତରଫରୁ ସ୍ମାରକପତ୍ର ପ୍ରଦାନ

ନନ୍ଦାହାଣ୍ଡି : ଓଡିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ ଡାକରାରେ ଓଡିଶାର ୩୧୭ ଗୋଟି ତାହସିଲ ଶାଖା ପକ୍ଷରୁ ଆକାଉଣ୍ଟସ ପରୀକ୍ଷାକୁ ନେଇ ଥିବା ଅଦରକାରୀ ନିୟମକୁ ରଦ୍ଦ କରିବା ନେଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଓଡ଼ିଶା ସରକାରଙ୍କ
Read More...

ଟଙ୍କା ପାଇଁ ହୋଇଥିଲା ଅମ୍ରିତ୍‌ର ଅପହରଣ : ଏସ୍‌ପି

ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ କୁରାଳ ଗ୍ରାମର ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କ ପୁଅ ଅମ୍ରିତ ନିଖୋଜ ଘଟଣାର ଗୁମର ଖୋଲୁଛନ୍ତି ନୟାଗଡ଼ ଆରକ୍ଷୀ ଅଧୀକ୍ଷକ ଅଲେଖ ଚନ୍ଦ୍ର ପହି । ଆଜି ଓଡ଼ଗାଁ ଆଦର୍ଶ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏସପି ସମସ୍ତ ତଥ୍ୟ
Read More...

୧୪ତମ ପ୍ରକାଶ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ହରଭଙ୍ଗା :ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଆଡେଣିଗଡ ବାପୁଜୀ ଉଚ୍ଚ ବିଦ୍ୟାଳୟ ଖେଳପଡିଆ ଠାରେ ବିବେକାନନ୍ଦ ଯୁବକ ସଂଘ ଆଡେଣିଗଡ଼ ଦ୍ୱାରା ୧୪ତମ ପ୍ରକାଶ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଘାଟିତ ହୋଇଯାଇଛି । ଆଜି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ହରଭଙ୍ଗା ବ୍ଲକ ତହସିଲଦାର
Read More...

କରୋନା ପ୍ରସାର ରୋକିବାକୁ ଜାରିହେଲା ଆଡଭାଇଜରୀ :
ମାସ୍କ ପିନ୍ଧନ୍ତୁ,ବୁଷ୍ଟର ଡୋଜ୍‌ ନିଅନ୍ତୁ

ନୂଆଦିଲ୍ଲୀ: ଚୀନ୍‌ ଆମେରିକା ସମେତ ବିଶ୍ୱର ଅନେକ ଦେଶରେ ପୁଣି ଥରେ ବଢି ଚାଲିଛି କରୋନା ସଂକ୍ରମଣ । ଏନେଇ ଏବେ ଭାରତ ସରକାର ଆଗୁଆ ସତର୍କ ହୋଇପଡିଛନ୍ତି । କରୋନାର ବିସ୍ତାର ରୋକିବା ପାଇଁ ଜାରି କରାଯାଇଛି ନୂଆ ଆଡଭାଇଜରୀ । ଆଗକୁ କରୋନା ଟେଷ୍ଟିଂ ବଢିବ । ଭିଡ ଥିବା ସ୍ଥାନରେ ମାସ୍କ
Read More...

ଦୁଆର ମୁହଁରେ ରାଜସ୍ୱ ସେବା

ନନ୍ଦହାଣ୍ଡି : ନନ୍ଦହାଣ୍ଡି ତହସିଲ ଅନ୍ତର୍ଗତ ସିନ୍ଧିଗୁଡା ଗ୍ରାମ ପଂଚାୟତର ସିନ୍ଧିଗୁଡା ଗ୍ରାମରେ ରାଜସ୍ୱ ସେବା ପ୍ରଦାନ କରାଯାଇଛି । ଉକ୍ତ ଗ୍ରାମରେ ପ୍ରଥମ ପର୍ଯ୍ୟାୟରେ ୩୯ ଗୋଟି ପରିବାରକୁ ଗ୍ରାମକଣ୍ଠ ପରମ୍ଭିକ କାର୍ଯ୍ୟକ୍ରମରେ ଘର ଡିହ ପଟ୍ଟା ଦିଆଯାଇଛି । ବହୁ ବର୍ଷରୁ ଘର ଡିହ ପଟ୍ଟା
Read More...

ବିଶ୍ୱ ଐତିହ୍ୟ ତାଲିକାରେ ମୋଦୀଙ୍କ ଜନ୍ମ ନଗରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ନଗରୀ ଗୁଜରାଟର ଐତିହାସିକ ବଡନଗର, ମୋଢେରାର ସୂର୍ଯ୍ୟ ମନ୍ଦିର ଓ ତ୍ରିପୁରାର ପାହାଡକାନ୍ଥରେ ଖୋଦିତ ସ୍ଥାପତ୍ୟ ସମେତ ଭାରତର ୩ଟି ନୂତନ ସାଂସ୍କୃତିକସ୍ଥଳୀ ‘ୟୁନେସ୍କୋ ବିଶ୍ୱ ଐତିହ୍ୟସ୍ଥଳୀର ପ୍ରାରମ୍ଭିକ ତାଲିକାରେ ସ୍ଥାନ ପାଇଥିବା
Read More...

ହକି ବିଶ୍ୱକପ ଟ୍ରଫିକୁ ସ୍ୱାଗତ ପାଇଁ ଗଣମାଧ୍ୟମ ବୈଠକ

ପୁରୀ : ୨୦୨୩ ମସିହାରେ ପୁରୁଷ ହକି ବିଶ୍ୱକପ ଓଡ଼ିଶା ଆୟୋଜନ କରୁଛି । ଏହା ଏକ ଗୌରବ ର କଥା । ପୁଣି ଆମ ଦେଶରେ ହକି ବିଶ୍ୱକପ କେବେ ଅନୁଷ୍ଠିତ ହେବ ତାହା କହିହେବ ନାହିଁ । ତେଣୁ ଏହାକୁ ସ୍ମରଣୀୟ କରିବା ପାଇଁ ସମସ୍ତ ଉଦ୍ୟମ କରାଯାଉଛି ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର
Read More...

ବସ ଦୁର୍ଘଟଣାରେ ୧୫ ଜଣ ଛାତ୍ରଙ୍କର ମୃତ୍ୟୁ

ଇମ୍ଫାଲ: ଆଜି ମଣିପୁରର ନୋନି ଜିଲ୍ଲାରେ ଏକ ବଡଧରଣର ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ୧୫ରୁ ଅଧିକ ଛାତ୍ରଙ୍କର ମୃତ୍ୟୁ ହୋଇଥିବାର ଜଣାପଡିଛି । ଛାତ୍ରମାନଙ୍କୁ ନେଇ ଯାଉଥିବା ଦୁଇଟି ବସ୍‌ ନିୟନ୍ତ୍ରଣ ହରାଇବା ପରେ ଏହି ଦୁର୍ଘଟଣା ଘଟିଛି । ବସ ଦୁଇଟି ନିୟନ୍ତ୍ରଣ ହରାଇ ଓଲଟି
Read More...

ନିଶା ଦେଇ ଲୁଟ୍‌ ଘଟଣା, ୪ ଅଭିଯୁକ୍ତ ଗିରଫ

ପୁରୀ : ରେଳ ଯାତ୍ରୀଙ୍କୁ ପଇଡ଼ରେ ନିଶା ଦ୍ରବ୍ୟ ଦେଇ ଲୁଟ ଘଟଣାରେ ପୁରୀ ଆରପିଏଫ ଓ ଜିଆରପି ପୋଲିସ ଚାରି ଜଣକୁ ଗିରଫ କରିଛି । ଅଭିଯୁକ୍ତ ମାନଙ୍କ ଠାରୁ ପୋଲିସ ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ୮ଟି ମୋବାଇଲ ଫୋନ ଓ ନଗଦ ୩୯୩୫୦ଟଙ୍କା ଜବତ କରିଛି । ପଇଡ଼ ଭିତରେ ନିଶା ଦ୍ରବ୍ୟ ଦେଇ ଅତି
Read More...

କନ୍ଧମାଳ ଜିଲ୍ଲାରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ

ଫୁଲବାଣୀ :କନ୍ଧମାଳ ଜିଲ୍ଲାରେ ଶାନ୍ତି ଓ ସଦ୍‌ଭାବନାର ସହିତ ଡିସେମ୍ବର ୨୫ ବଡ଼ଦିନ ଓ ୨୦୨୩ ନବବର୍ଷକୁ ପାଳନ ନିମନ୍ତେ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ୍‌ଙ୍କ ଅଧ୍ୟକ୍ଷତାରେ ଶାନ୍ତି କମିଟି ମିଟିଂ ଅନୁଷ୍ଠିତ ହୋଇଯାଇଛି । ଏହି ବଡ଼ ଦିନ ଓ ନବ
Read More...