Yearly Archives

2022

ଭାରତୀୟ ମଜଦୂର ସଂଘର ଜିଲା ସଭାପତି ଭାବେ ଅଶୋକ ପରିଡା ମନୋନୀତ

ଫୁଲବାଣୀ:-ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀ ଠାରେ ଭାରତୀୟ ମଜଦୂର ସଂଘ କନ୍ଧମାଳର ଜିଲ୍ଲା କାର୍ଯ୍ୟକାରୀଣୀ ବୈଠକ ସଭାପତି ରଞ୍ଜନ କହଁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ପ୍ରାନ୍ତ ସଂଗଠକ ଗିରିଶ ଚନ୍ଦ୍ର ମହନ୍ତ ରାଜ୍ୟରୁ ଏହି ବୈଠକରେ ଯୋଗଦେଇ ସଂଘର କାର୍ଯ୍ୟକ୍ରମ ସମ୍ପର୍କରେ
Read More...

ଓଡ଼ିଆ ଚଳଚ୍ଚିତ୍ର ଜଗତର ନୂଆ ସମ୍ଭାବନା ଆଦ୍ୟାଶା ଦାଶ, “ସମାପାଜୁର ରଘୁ’ରେ ନିଖୁଣ ଅଭିନୟ ପାଇଁ ଚର୍ଚ୍ଚାରେ

ବୌଦ୍ଧ : ଏକ ଭିନ୍ନ ସ୍ୱାଦ ଏବଂ ଅନନ୍ୟ ସୃଜନଶୀଳ କଥାବସ୍ତୁ ଉପରେ ପର୍ଯ୍ୟବସିତ କାହାଣୀକୁ ନେଇ ପ୍ରସ୍ତୁତ ଓଡ଼ିଆ ଚଳଚ୍ଚିତ୍ର “ସମାପାଜୁର ରଘୁ’ ଓଡ଼ିଶାର ଅଗଣିତ କଳାପ୍ରେମୀ ତଥା ଦର୍ଶକମାନଙ୍କ ହୃଦୟକୁ ସ୍ପର୍ଶ କରିଛି । ଗତ ରବିବାର ରାଜ୍ୟର ଲୋକପ୍ରିୟ ଓଡ଼ିଆ ଚାନେଲ “ତରଙ୍ଗ’ରେ ଏହା ମୁକ୍ତିଲାଭ
Read More...

ମୋ ବସ ମହିଳା କଣ୍ଡକ୍ଟରଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର : ରାଜଧାନୀ ଲିଙ୍ଗରାଜ ଥାନା ଶ୍ରୀରାମନଗର ଅଞ୍ଚଳରୁ ମୋ ବସ ମହିଳା କଣ୍ଡକ୍ଟରଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ସେ କିପରି କୂଅ ଭିତରେ ପଡିଲେ ତାହାକୁ ନେଇ ସନ୍ଦେହ ଉପୁଜିଛି । ପୋଲିସ ଓ ଫାୟାର ସର୍ଭିସ ଉଦ୍ୟମରେ ତାଙ୍କୁ ଉଦ୍ଧାର କରାଯାଇଥିବା ବେଳେ ପୋଲିସ ଅଧିକ ତଦନ୍ତ ଜାରି
Read More...

ଗ୍ରାମୀଣ ଆବାସ ଯୋଜନାରେ ଓଡ଼ିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ ପୁଣିଥରେ ପଦାରେ ପଡ଼ିଲା: ବିଜେଡି

ଭୁବନେଶ୍ୱର,: ଗ୍ରାମୀଣ ଆବାସ ଯୋଜନାରେ ଓଡ଼ିଶା ପ୍ରତି କେନ୍ଦ୍ର ସରକାର ବାରମ୍ବାର ଅବହେଳା କରି ଆସୁଛନ୍ତି । ଫଳରେ ଓଡ଼ିଶାର ଲକ୍ଷ ଲକ୍ଷ ଗରିବ, ଆଦିବାସୀ, ଅନୁସୂଚିତ ଜାତି ଓ ପଛୁଆ ବର୍ଗର ଲୋକେ ଘର ପାଇବାରୁ ବଞ୍ଚିତ ହେଉଛନ୍ତି । ଏବେ ପୁଣି କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ଓ
Read More...

ଫେବୃଆରୀ ମାସ ପାଇଁ ଆସିଲା ଗାଇଡ଼ଲାଇନ୍

ଭୁବନେଶ୍ୱର: କରୋନା ମାମଲା ଏବେ କମି କମି ଯାଉଥିବା ବେଳେ ଫେବୃଆରୀ ମାସ ପାଇଁ ଗାଇଡ଼ଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ଏହି ଗାଇଡଲାଇନ୍ ଜାରି କରାଯାଇଛି । ନୂଆ ଗାଇଡ଼ଲାଇନ୍ ଅନୁସାରେ, ନାଇଟ୍ କର୍ଫ୍ୟୁ ଅବଧି ପୂର୍ବପରି ରାତି ୧୦ଟାରୁ ଆରମ୍ଭ
Read More...

ଓଡିଶା ହାଇକୋର୍ଟରେ ବଢିବ ବିଚାରପତିଙ୍କ ସଂଖ୍ୟା

ନୂଆଦିଲ୍ଲୀ: ୪ଜଣ ଆଡ୍‌ଭୋକେଟ୍‌ଙ୍କୁ ଓଡିଶା ହାଇକୋର୍ଟର ବିଚାରପତି ଭାବେ ଉନ୍ନୀତ କରାଯିବା ପ୍ରସ୍ତାବକୁ ସୁପ୍ରିମ୍‌ କାର୍ଟ କଲିଜିୟମ୍‌ ଅନୁମୋଦନ କରିଛନ୍ତି । ଏ ସଂକ୍ରାନ୍ତରେ ଜାରି ବିବୃତିରୁ ଜଣାପଡିଛି ଯେ,ଜାନୁଆରି ୨୯ ତାରିଖ ଦିନ ସୁପ୍ରିମ୍‌କୋର୍ଟ କଲିଜିୟମ୍‌ର ବୈଠକ ଅନୁଷ୍ଠିତ
Read More...

ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ବ୍ୟାପକ ଅର୍ଥ କାରବାର ଅଭିଯୋଗ, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଚଢେଇପଙ୍କ ଗ୍ରାମ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ମହେଶ୍ୱର ନନ୍ଦ ଗତ ୧୮ତାରିଖରେ ସମସ୍ତ କାଗଜପତ୍ର ସହିତ ନିଜର ମନୋନୟନ ପତ୍ର ଦାଖଲ କରିଥିଲେ । ୨୨ ତାରିଖ ଦିନ ପ୍ରାର୍ଥୀପତ୍ର ଯାଞ୍ଚ ପରେ ୫ନମ୍ବର ଫର୍ମ ରେ ଚୁଡାନ୍ତ ପ୍ରାର୍ଥୀ ମାନଙ୍କ ତାଲିକା
Read More...

“ଭାରତର କରୋନା ମୁକାବିଲା ସାମର୍ଥ୍ୟ ପ୍ରମାଣିତ ହୋଇଛି’

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଉଦବୋଧନ ସହ ଏହି ଅଧିବେଶନ ଆରମ୍ଭ ହୋଇଛି । ଅଧିବେଶନ ପ୍ରାରମ୍ଭରେ ଆଜି ସଂସଦର ଉଭୟ ସଦନକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଗତ ଦୁଇ ବର୍ଷ ଧରି ଦେଶ କରୋନା ବିରୋଧରେ ଲଢେଇ ଚଳାଇଛି । ମହାମାରୀ
Read More...

ଲୋକସଭାରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ : ଟିକାକରଣ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ

ନୂଆଦିଲ୍ଲୀ : ଆଜିଠୁ ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ । ଅଧିବେଶନର ଆଜି ପ୍ରଥମ ଦିବସରେ ଗୃହରେ ଉପସ୍ଥାପିତ ହୋଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଲୋକସଭାରେ ଆଗତ ୨୦୨୧-୨୨ ବର୍ଷର ରିପୋର୍ଟରେ କୁହାଯାଇଛି ଯେ ଚଳିତ ୨୦୨୧-୨୨ ଆର୍ଥିକ ବର୍ଷରେ
Read More...

ଅଧିନାୟକ ପଦ ଛାଡିବାର ଏହି ବଡ କାରଣ କହିଲେ ବିରାଟ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜର ପରାଜୟ ପରେ ବିରାଟ କୋହଲି ଆଶ୍ଚର୍ଯ୍ୟଜନକ ଭାବେ ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ । ସେତେବେଳେ ସେ କେଉଁ କାରଣରୁ ପଦ ଛାଡୁଛନ୍ତି ତାହାର କୌଣସି ସ୍ପଷ୍ଟ ସୂଚନା ଦେଇନଥିଲେ । ବିରାଟ ଟି-୨୦ ବିଶ୍ୱକପ ପୂର୍ବରୁ ଏହି ଛୋଟ ଫର୍ମାଟରୁ
Read More...