Yearly Archives

2026

ମୋବାଇଲ୍ ଫୋନ୍ ଓ ପିଲାମାନଙ୍କୁ ନେଇ ବଡ କଥା କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମିଳିତ ପରିବାର ବ୍ୟବସ୍ଥାର କ୍ରମାଗତ ହ୍ରାସ ଏବଂ ନ୍ୟୁକ୍ଲିୟର ପରିବାରର ବୃଦ୍ଧି ପାଉଥିବା ପ୍ରଚଳନ ଉପରେ ସୁପ୍ରିମକୋର୍ଟ ଗଭୀର ଚିନ୍ତା ଏବଂ ଅସନ୍ତୋଷ ପ୍ରକାଶ କରିଛନ୍ତି।` ସୁପ୍ରିମକୋର୍ଟ କହିଛନ୍ତି, ପିଲାମାନେ ମୋବାଇଲ୍ ଫୋନ୍ ଏବଂ ଗ୍ୟାଜେଟ୍ ସହିତ ସମୟ ବିତାଇବାକୁ ବାଧ୍ୟ
Read More...

ନିଟ୍ ପେପର୍ ଲିକ୍ ମାମଲା: ଗଠନ ହେଲା ଫାଷ୍ଟଟ୍ରାକ୍ କୋର୍ଟ

ନୂଆଦିଲ୍ଲୀ: ନିଟ୍ ପେପର୍ ଲିକ୍ ମାମଲାର ଶୁଣାଣି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶକ କ୍ରମେ ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ହୋଇଛି । ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟର ବିଚାରପତି ଅନୁ ଗ୍ରୋଭର୍ ବାଲିଗାଙ୍କ ସ୍ୱତନ୍ତ୍ର ବିଚାରପତି ଭାବେ ନିଯୁକ୍ତ କରାଯାଇଛି ।ଗତକାଲି
Read More...

୮୦ ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ବାଲିଗୁଡ଼ା:୮୦ ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ତଥା ଉତ୍ସବ ପାଳନ କମିଟିର ସଭାପତି ଶ୍ରୀମତୀ ପ୍ରଣିତା ଦାସ (ଭା.ପ୍ର.ସେ) ଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ୮୦ତମ
Read More...

ପୌରସଂସ୍ଥା ଗୁଡ଼ିକର ଆର୍ଥିକ କ୍ଷମତା ବୃଦ୍ଧି

ଭୁବନେଶ୍ୱର :ସହରାଞ୍ଚଳର ବିକାଶକୁ ତ୍ୱରାନ୍ୱିତ କରିବା, ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ସହଜ କରିବା ଏବଂ ପୌରାଞ୍ଚଳ ଗୁଡ଼ିକରେ ଶାସନ ବ୍ୟବସ୍ଥାରେ ସୁଧାର ଆଣିବା ଲକ୍ଷ୍ୟରେ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ସଂସ୍କାର ସ୍ୱରୂପ ପୌରସଂସ୍ଥା ଏବଂ ସ୍ମାର୍ଟ ସିଟି
Read More...

ବାହୁଡା ଯାତ୍ରା ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ଖୁସି କଲେ ରାଜ୍ୟ ସରକାର, ବଢିଲା…..

ଭୁବନେଶ୍ୱର: ରାଜ୍ୟ ସରକାରୀ କର୍ମଚାରୀଙ୍କ ରାଜ୍ୟ ସରକାର ପୁଣି ଥରେ ଖୁସି କରିଛନ୍ତି । ସରକାରୀ କର୍ମଚାରୀଙ୍କୁ ମିଳିଛି ବାହୁଡାଯାତ୍ରାର ଉପହାର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହଙ୍ଗା ଭତ୍ତା ୫ ପ୍ରତିଶତ ବୃଦ୍ଧି କରିଛନ୍ତି ।  ଫଳରେ ମହଙ୍ଗା ଭତ୍ତା ୨୫୭ ପ୍ରତିଶତରୁ ବୃଦ୍ଧି ପାଇ
Read More...

ହୀରାକୁଦରୁ ୧୬ଟି ଗେଟ୍ ଦେଇ ଜଳ ନିଷ୍କାସନ, ତଳିଆ ଅଞ୍ଚଳରେ ସୃଷ୍ଟି ହୋଇପାରେ ବନ୍ୟା ପରିସ୍ଥିତି

ସମ୍ବଲପୁର: ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ବିପୁଳ ପରିମାଣର ଜଳ ପ୍ରବେଶ କରୁଛି। ଏହାକୁ ଦୃଷ୍ଟିରେ ରଖି ଗୁରୁବାର ଆଉ ୪ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି। ଫଳରେ ବର୍ତ୍ତମାନ ମୋଟ ୧୬ଟି ଗେଟ୍ ଦେଇ ହୀରାକୁଦ ଡ୍ୟାମରୁ ବନ୍ୟାଜଳ ମହାନଦୀକୁ ଛଡ଼ାଯାଉଛି। ସଦ୍ୟତମ
Read More...

ଓଡ଼ିଶାରେ କରୋନା ସଂକ୍ରମିତ ଚିହ୍ନଟ

ବ୍ରହ୍ମପୁର: ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ କୋଭିଡ୍-୧୯ ସଂକ୍ରମଣ ବଢ଼ିବା ପରେ ଓଡ଼ିଶାରେ ମଧ୍ୟ କରୋନା ପୁଣିଥରେ ଚିନ୍ତା ବଢ଼ାଇଛି। ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରରେ ୩ ଜଣ କୋଭିଡ୍-୧୯ ସଂକ୍ରମିତ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ସତର୍କ ହୋଇପଡ଼ିଛି। ସଂକ୍ରମିତଙ୍କ ମଧ୍ୟରେ ଦୁଇଜଣ
Read More...

ମୋଦିଙ୍କୁ ଭେଟିଲେ ଶରଦ ପାୱାର, ରାଜନୀତି ହଲଚଲ

ନୂଆଦିଲ୍ଲୀ,୨୨।୭: ଜନ୍ତରମନ୍ତରରେ ଛାତ୍ରମାନଙ୍କ ଉପରେ ଲାଠିଚାର୍ଜ ଏବଂ ପ୍ରତିବାଦ ମଧ୍ୟରେ ଏନସିପି ମୁଖ୍ୟ ଶରଦ ପାୱାର ଏବଂ ତାଙ୍କ ଝିଅ ସୁପ୍ରିୟା ସୁଲେ ବୁଧବାର ସଂସଦ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ସାକ୍ଷାତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଶରଦ ପାୱାରଙ୍କ ହାତ
Read More...

ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱ ଓ ନୂଆ ଖେଳାଳିଙ୍କ ଉପରେ ରହିବ ନଜର; ଭାରତ ପାଇଁ ଜିମ୍ବାୱେ ଗସ୍ତ କାହିଁକି…

ନୂଆଦିଲ୍ଲୀ- ଆୟାରଲ୍ୟାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷରେ ପରାଜୟ ପରେ, ଭାରତୀୟ ଦଳ ଏବେ ଜିମ୍ବାୱେ ବିପକ୍ଷରେ ଏକ ତିନି ମ୍ୟାଚ୍ ବିଶିଷ୍ଟ T20 ସିରିଜ୍ ଖେଳିବ। ପ୍ରଥମ ମ୍ୟାଚ୍ ଗୁରୁବାର ହରାରେ ଖେଳାଯିବ। ଏହି ଗସ୍ତ ଶ୍ରେୟସ ଆୟରଙ୍କୁ ପରୀକ୍ଷା କରିବ, କାରଣ ଦଳ ଏପର୍ଯ୍ୟନ୍ତ ତାଙ୍କ ଅଧିନାୟକତ୍ୱରେ
Read More...

ଚାରି ଦିନ ଯାଏ ଲଗାଣ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ଆହୁରି ଚାରି ଦିନ ଯାଏ ଲଗାଣ ବର୍ଷା ଲାଗି ରହିବ । ଆସନ୍ତା ୨୬ ତାରିଖ ଯାଏଁ ପୂର୍ବରୁ ନେଇ ପଶ୍ଚିମ ଏବଂ ଉତ୍ତରରୁ ନେଇ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ପାଇଁ ୧୧ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ
Read More...