ହରିଶଙ୍କର ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ଉଦଯାପିତ,ମହୋତ୍ସବକୁ ରାଜ୍ୟସ୍ତରୀୟ କରିବାକୁ ପ୍ରତିଶ୍ରୁତି
ପାଟଣାଗଡ଼ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ପବିତ୍ର ପୂଣ୍ୟ କ୍ଷେତରେ ଆୟୋଜିତ ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ସୋମବାର ଉଦଯାପିତ ହୋଇଯାଇଛି । ମନ୍ଦିର ପରିସରରେ ଆୟୋଜିତ ହୋମ ଯଜ୍ଞ ଅପରାହ୍ନରେ ପୂର୍ଣ୍ଣାହୁତି ହୋଇଥିଲା । ସେହିପରି ମନ୍ଦିରରେ ସ୍ୱତନ୍ତ୍ର ପୂର୍ଣ୍ଣିମା ଭୋଗ ଲାଗି!-->…
Read More...
Read More...