ଜୁନିୟର ହକି ବିଶ୍ୱକପ : କାନାଡା ବିପକ୍ଷରେ ଭାରତର ବିଶାଳ ବିଜୟ
ଭୁବନେଶ୍ୱର ୨୫/୧୧ :ଆଜି ଜୁନିୟର ହକି ବିଶ୍ୱକପରେ ଗୋଲ ବର୍ଷା ଦେଖିବାକୁ ମିଳିଛି । ପ୍ରତିଟି ମ୍ୟାଚରେ ହାଇ ଗୋଲ ସ୍କୋର ହୋଇଛି । କିଛି ସମୟ ପୂର୍ବରୁ ସମାପ୍ତ ଏକ ଲିଗ ମ୍ୟାଚରେ ଭାରତୀୟ ଦଳ କାନାଡାକୁ ୧୩-୧ରେ ପରାସ୍ତ କରି ବିପୁଳ ବିଜୟ ହାସଲ କରିଛି । ଭାରତୀୟ ଦଳ ପକ୍ଷରୁ ସଂଜୟ ଓ ଅରିଜିତ!-->…
Read More...
Read More...