ତୁରିକେଲା ବ୍ଲକରେ ମହାଦୁର୍ନୀତି, କରୋନା ନାଁରେ ଲକ୍ଷାଧିକ ଟଙ୍କା ହଡପ
କଣ୍ଟାବାଞ୍ଜି (ହୀ ପ୍ର ): ବଲାଙ୍ଗୀର ଜିଲ୍ଲା ତୁରିକେଲା ବ୍ଲକରେ ବିଭିନ୍ନ ଯୋଜନାରେ ହୋଇଛି ଲକ୍ଷାଧିକ ଟଙ୍କା ହଡପ । କରୋନା ସମୟରେ ଆସିଥିବା ଟଙ୍କାର ବିବରଣୀ ଓ ହୋଇଥିବା ଖର୍ଚ୍ଚର ବିସ୍ତୃତ ବିବରଣୀକୁ ଆଧାର କରି ଏଥିରେ ବ୍ୟାପକ ଦୁର୍ନୀତି ହୋଇଥିବା ପ୍ରକାଶ କରିଛନ୍ତି କଣ୍ଟାବାଞ୍ଜି!-->…
Read More...
Read More...