ଓଡ଼ିଶା ସାମ୍ୱାଦିକ ସଙ୍ଘର ଜିଲା ସାଧାରଣ ପରିଷଦ ବୈଠକ

ନବରଙ୍ଗପୁର ଓଡିଶା ସାମ୍ବାଦିକ ସଙ୍ଘ (ଓଜେୟୁ), ନବରରଙ୍ଗପୁର ଜିଲ୍ଲା ଶାଖାର ସାଧାରଣ ପରିଷଦ ବୈଠକ ଜିଲ୍ଲା ସଭାପତି ଶିବ ଶଙ୍କର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆରଏମସି ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଉପଜିଲାପାଳ ପ୍ରଶାନ୍ତ କୁମାର ରାଉତ ଯୋଗଦେଇ
Read More...

ବାର୍‌ହା ଆକ୍ରମଣରେ ଯୁବକ ଗୁରୁତର

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସିନାପାଲି ବନାଂଚଳ ଅଧିନସ୍ଥ ଟଙ୍କାମାଲ ଗ୍ରାମର ଜଣେ ଯୁବକ ବାର୍‌ହା ଆକ୍ରମଣରେ ଗୁରୁତର ହୋଇଥିବା ଜଣାପଡିଛି । ପ୍ରକାଶ ଯେ, ସିନାପାଲି ବନାଂଚଳ ଅଧିନସ୍ଥ ଟଙ୍କାମାଲ ଗ୍ରାମର ଯୁବକ ଯୁବରାଜ ଚିନ୍ଦା (୪୫) ବାର୍‌ହା ଆକ୍ରମଣରେ ଗୁରୁତରହୋଇଥିବା ଜଣାପଡିଛି । ଯୁବକ
Read More...

୨୬ ପଞ୍ଚାୟତର ୧୪୩ ନୂତନ ହିତାଧିକାରୀଙ୍କୁ ମିଳିଲା ଭତ୍ତା

ନୂଆପଡା : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକର ୨୬ଟି ଗ୍ରାମ ପଞ୍ଚାୟତର ଆଜି ନୂତନ ଭାବରେ ଭତ୍ତା ପ୍ରଦାନ କରାଯାଇଛି । ବ୍ଲକ ସଭାଗୃହରେ ଏନେଇ ଅନୁଷ୍ଠିତ ସଭାରେ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ, ବ୍ଲକ ଉପାଧ୍ୟକ୍ଷ ଗୌତମ ତାଣ୍ଡି, ବିଧାୟକ ପ୍ରତିନିଧି ଅକ୍ଷୟ ନନ୍ଦ ଗୋଷ୍ଠୀ ଉନ୍ନୟନ ଅଧିକାରୀ
Read More...

ଲଙ୍କାପୋଡି ଯାତ୍ରା ଓ କୁଆଁରିଆ ମହୋତ୍ସବ ପାଇଁ ଦେବୋତ୍ତର ବିଭାଗର ପ୍ରସ୍ତୁତି ବୈଠକ

ଦଶପଲ୍ଲା : ଦଶପଲ୍ଲା ବ୍ଲକ୍‌ ସଭା ଗୃହ ପରିସରରେ ରବିବାର ଦିନ ଲଙ୍କାପୋଡି ଯାତ୍ରା ଓ କୁଆଁରିଆ ମହୋତ୍ସବ ପାଇଁ ଦେବୋତ୍ତର ବିଭାଗ ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସ୍ଥାନୀୟ ବିଧାୟକ ରମେଶ ଚନ୍ଦ୍ର ବେହେରା, ତହସିଲଦାର କୁମାର ରଥ, ବିଡିଓ ସଞ୍ଜୟ କୁମାର
Read More...

ସମବାୟ ବ୍ୟାଙ୍କିଙ୍ଗ୍‌ ସେବା କର୍ମଶାଳା

ଦଶପଲ୍ଲା: ଦଶପଲ୍ଲା ଏନଏସି ଅନ୍ତର୍ଗତ ଲୁଣିବଗିଚାଠାରେ ମହାବୀର ସେବା ସମବାୟ ସମିତି ଆନୁକୂଲ୍ୟରେ ବ୍ୟାକିଙ୍ଗ ସେବା ସମ୍ବନ୍ଧୀୟ କର୍ମଶାଳା ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ସମିତିର ସଭାପତି ଦେବରାଜ ସାହୁଙ୍କ ପୌରହିତରେ ଅନୁଷ୍ଠିତ କର୍ମଶାଳାରେ ଅତିଥି ରୂପେ ଏନଏସି ଅଧକ୍ଷା ପୁନମ
Read More...

ବାଲୁକା କଳା ମାଧ୍ୟମରେ ବିଶ୍ୱ ପଖାଳ ଦିବସର ଶୁଭେଚ୍ଛା ଜଣାଇଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ପୁରୀ : ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ପଖାଳ ଦିବସ ଭାବେ ପାଳନ କରାଯାଉଛି । ଏହାକୁ ପାଳନ କରିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ବିଭିନ୍ନ ଅନୁଷ୍ଠାନ, ବଡ ବଡ଼ ହୋଟେଲ୍‌ ପକ୍ଷରୁ ଏହି ପଖାଳ ଦିବସକୁ ସ୍ୱତନ୍ତ୍ର ଭାବେ ଆୟୋଜନ କରାଯାଉଛି । ଏହି ଅବସରରେ ବିଶ୍ୱ ପଖାଳ ଦିବସର ଶୁଭେଛା
Read More...

ଆଜି ଶ୍ରୀମନ୍ଦିରରେ ଖସାପଡା ନୀତି, ସଂଧ୍ୟା ୫ଟାରୁ ୧୦ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ : ଆଜି ଶ୍ରୀମନ୍ଦିର ରତ୍ନସିଂହାସନରେ ମହାପ୍ରଭୁଙ୍କ ଖସାପଡା ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଅପରାହ୍ଣ ୫ ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିର ପାଳନ ହୁଏ ବାର ମାସରେ ୧୩ ପର୍ବ । ସେଥି ମଧ୍ୟରୁ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି ଭିତରେ
Read More...

ସିନାପାଲି ମହାବିଦ୍ୟାଳୟରେ ୩୭ତମ ବାର୍ଷିକ ଉତ୍ସବ

ସିନାପାଲି : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସଦର ସିନାପାଲି ମହାବିଦ୍ୟାଳୟରେ ୩୭ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଯୋଗଦାନ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ସାମୁଏଲ୍‌ ଦାନି, ସିନାପାଲି
Read More...

ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜର ପରିଷଦ ପରାମର୍ଶଦାତା ବୈଠକ

ନୂଆପଡା : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଳକ ଚଳାନପଡା ସ୍ଥିତ ଖଡ଼ିଆଳ ପାଟଣା କ୍ଷତ୍ରିୟ ସାମାଜ ଗୃହ ପରିସର ମଧ୍ୟରେ ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜ ପରିଷଦ ଓ ପରାମର୍ଶଦାତା ବୈଠକ କୁଳପତି ଶମ୍ଭୁ କିଶୋର ଦଣ୍ଡସେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସଙ୍ଗଠକ ପରମେଶ୍ୱର ବାରିକ
Read More...

କନ୍ଧମାଳ ସାମ୍ବାଦିକ ୟୁନିୟନର ନୂତନ କର୍ମକର୍ତ୍ତା ଚୟନ: ଅଶୋକ ସଭାପତି, ଅସିତ ସମ୍ପାଦକ

ଫୁଲବାଣୀ/ବାଲିଗୁଡା : ରବିବାର ଦିନ କନ୍ଧମାଳ ଜିଲ୍ଲା ସାମ୍ବାଦିକ ୟୁନିୟନର ଦ୍ୱିବାର୍ଷିକୀ ସମ୍ମିଳନୀ ଓ ସାଧାରଣ ପରିଷଦ ବୈଠକ ବିଜୁ କଲ୍ୟାଣ ମଣ୍ଡପ ଫିରିଙ୍ଗିଆଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଯୋଗ ଦେଇଥିବା ବେଳେ ଅନ୍ୟତମ
Read More...