ଗୁଣ୍ଡିଚା ମନ୍ଦିରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ

ବୌଦ୍ଧ,୨୮ା୬ : ବୌଦ୍ଧର ପ୍ରସିଦ୍ଧ ରଥଯାତ୍ରାକୁ ଆଉମାତ୍ର ଦୁଇଦିନ ବାକିଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତିର ସମୀକ୍ଷା ଚାଲିଛି । ଏହି ପରିପ୍ରେକ୍ଷୀରେ ତିନି ଠାକୁରଙ୍କ ଗୁଣ୍ଡିଚା ମନ୍ଦିରରେ ରହଣି ଅବସରରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ…
Read More...

ପ୍ରାଣୀ ଚିକିତ୍ସକ ଆସୁନଥିବାରୁ ପ୍ରାଣୀ ସହାୟକ କେନ୍ଦ୍ରରେ ତାଲା ପକାଇଲେ ଗୋପାଳକ

ବୌଦ୍ଧ/ଜହ୍ନ ।ପଙ୍କ,୨୮/୬: ରାଜ୍ୟ ସରକାର ପ୍ରାଣୀ ସଂପଦର ବିକାଶ ପାଇଁ ଗୋପାଳକ ମାନଙ୍କୁ ରିହାତିରେ ଦାନା, ଔଷଧ ଓ ଗୁହାଳ ଯୋଗାଇ ଦେଉଛନ୍ତି । ପ୍ର ।ଣୀ ମାନଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ପ୍ରାଣୀ ସହାୟକ କେନ୍ଦ୍ର ଖୋଲି ପ୍ରାଣୀନିରୀକ୍ଷକ ନିଯୁକ୍ତି ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଅଞ୍ଚଳର…
Read More...

ବ୍ଳକସ୍ତରୀୟ ଶିଶୁ ସୁରକ୍ଷା କମିଟିର ବୈଠକ

ବୌଦ୍ଧ/ଜହ୍ନ ।ପଙ୍କ,୨୭/୬: ବୌଦ୍ଧ ବ୍ଳକ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ପରିସରରେ ଶିଶୁ ସୁରକ୍ଷା କମିଟିର ବ୍ଳକସ୍ତରୀୟ କିଶୋର କିଶୋରୀ ଦକ୍ଷତା ବୃଦ୍ଧି, ବାଲ୍ୟ ବିବାହ ନିଷେଧ ଟାସ୍କଫୋର୍ସ ଏବଂ ବ୍ଳକ ସ୍ତରୀୟ ଶିଶୁ ଶ୍ରମିକ ଟାସ୍କଫୋର୍ସର ତ୍ରୟୋମାସିକ ବୈଠକ ଓ ଶିଶୁ ପାଇଁ ଦିନଟିଏ…
Read More...

ମ୍ୟାଲେରିଆ ଦମନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜି. ଉଦୟଗିରି, ୨୭/୬- ଜି. ଉଦୟଗିରି ବ୍ଲକ ଅନ୍ତର୍ଗତ ମାଲିକାପୋଡି ଉପ -ସ୍ୱାସ୍ଥ୍ୟ କେନ୍ଦ୍ରର ମୁକୁଲିଙ୍ଗିଆ ଗ୍ରାମରେ ମ୍ୟାଲେରିଆ ଦମନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମ୍ୟାଲେରିଆରୁ ରକ୍ଷା ପାଇବା ପାଇଁ ବିଭିନ୍ନ ଉପକରଣ ଯଥା ରକ୍ତ ପରୀକ୍ଷା, ମଶାରୀର ବ୍ୟବହାର, ମାଆ ଓ…
Read More...

ଅଗ୍ନିପଥ ନିଯୁକ୍ତି ଯୋଜନାକୁ ବିରୋଧ କରି କଂଗ୍ରେସର ସତ୍ୟାଗ୍ରହ

ଫୁଲବାଣୀ,୨୭/୬:- କେନ୍ଦ୍ର ସରକାରଙ୍କ ଘୋଷିତ ଅଗ୍ନିପଥ ଯୋଜନାକୁ ବିରୋଧକରି ଫୁଲବାଣୀ ଜିଲ୍ଲା କଂଗ୍ରେସ ତରଫରୁ ଜିଲ୍ଲାର ସମସ୍ତ ବିଧାନସଭାରେ ସତ୍ୟାଗ୍ରହ କରାଯାଇଛି । ଆଜି ଫୁଲବାଣୀ ବିଧାନସଭାର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ସକାଳ ୧୦ ଟାରୁ ଦିବା ୧ଘଣ୍ଟା ପଯ୍ୟନ୍ତ ସତ୍ୟାଗ୍ରହ…
Read More...

ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକଙ୍କ ଦିନିକିଆ ଦାରିଙ୍ଗବାଡି ଗସ୍ତ

ବାଲିଗୁଡ଼ା,୨୭/୬: ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ରନ ଯାଦବ ସୋମବାର ଦିନ ଦିନିକିଆ ଦାରିଙ୍ଗବାଡ଼ି ଗସ୍ତରେ ଆସି ଫେରିଛନ୍ତି । ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ରମ ଯାଦବ ଦାରିଙ୍ଗବାଡ଼ିରେ ପ୍ରତିବର୍ଷ ଭଳି ଇକୋରିଟ୍ରିଟର ବ୍ୟବସ୍ଥା କରି ପର୍ଯ୍ୟଟକଙ୍କୁ…
Read More...

ମୁରିବାହାଲ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି

ବଲାଙ୍ଗୀର,୨୭/୬- ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଳକ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଚଞ୍ଚଳ ରାଣା, ଆରକ୍ଷୀ ଅଧିକ୍ଷକ ନିତୀନ କୁଶଲକର ଡଗଡୁ, ଟିଟିଲାଗଡ ଉପ ଜିଲ୍ଲାପାଳ ମନୋଜ ସତ୍ୟବାନ…
Read More...

ଅଗ୍ନିପଥ ଯୋଜନାକୁ ପ୍ରତ୍ୟାହାର ଦାବିରେ ବୌଦ୍ଧ ଜିଲ୍ଲା କଂଗ୍ରେସ ତରଫରୁ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ

ବୌଦ୍ଧ,୨୭/୬- ବର୍ତ୍ତମାନ କେନ୍ଦ୍ର ସରକାର ଦ୍ୱାରା ଲାଗୁ କରାଯାଇଥିବା ତ୍ରୁଟିପୂର୍ଣ୍ଣ ଅଗ୍ନିପଥ ନିଯୁକ୍ତି ଯୋଜନାକୁ ବିରୋଧ କରି ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀର କର୍ମକର୍ତ୍ତା ବୌଦ୍ଧ ଜିଲ୍ଲା କଂଗ୍ରେସର ଆହ୍ୱାନ କ୍ରମେ, ଏକ ତିନି ଘଣ୍ଟିଆ…
Read More...

ବୌଦ୍ଧ: ଦିବ୍ୟ ଜୀବନ ସଂଘ ଓ ଯୋଗ ବୁଦ୍ଧମ ତରଫରୁ ଯୋଗ ଶିବିର ଅନୁଷ୍ଠିତ

ବୌଦ୍ଧ,୨୭/୬:- ଦିବ୍ୟ ଜୀବନ ସଂଘ ବୌଦ୍ଧଶାଖା ଓ ଯୋଗ ବୁଦ୍ଧମର ମିଳିତ ଆନୁକୂଲ୍ୟରେ ଗତ ୨୧ ତାରିଖ ଆନ୍ତର୍ଜାତିକ ଯୋଗ ଦିବସରୁ ଆରମ୍ଭ ହୋଇଥିବା ଯୋଗ ଶିବିର ଆଜି ଉଦ୍‌ଯାପିତ ହୋଇଯାଇଛି । ୭ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ଯୋଗ ଶିବିରରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇ…
Read More...

ସେବା ସମବାୟ ସମିତିର ଦ୍ୱିତୀୟ ପର୍ଯ୍ୟାୟ ନିର୍ଦ୍ଦେଶକ ଭୋଟ

ବୌଦ୍ଧ,୨୬ ।୬- ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଘଣ୍ଟାପଡ଼ା ସମିତିରେ ସେବା ସମବାୟ ସମିତିର ଦ୍ୱିତୀୟ ପର୍ଯ୍ୟାୟ ନିର୍ଦ୍ଦେଶକ ଭୋଟ ଅନୁଷ୍ଠିତ ହୋଇଯାଇଛି । ୧୫ଟି ମଣ୍ଡଳୀ ଜୋନରୁ ୯ ଜଣ ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେବା ପରେ ବାକି ୬ଟି ମଣ୍ଡଳୀର ଭୋଟ ଆଜି ଅନୁଷ୍ଠିତ…
Read More...