ସାରଙ୍ଗଡରେ ୭୩ ତମ ବନ ମହୋତ୍ସବ ପାଳିତ

ଜି.ଉଦୟଗିରି,୨/୭: ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତର୍ନ ବିଭାଗ ଓଡିଶା ସରକାରଙ୍କ ତରଫରୁ ୭୩ ତମ ବନ ମହୋତ୍ସବ ସାରଙ୍ଗଡ ଏ. ଆର ବ୍ଲକ ପ୍ଲାଣ୍ଟେସନ ହାତୀଶାଳ ଠାରେ ଆଜି ପାଳିତ ହୋଇଯାଇଛି । ଏହି ଉତ୍ସବରେ କ.ନୂଆଗାଁ ବ୍ଲକ ବନାଞ୍ଚଳ ଅଧିକାରୀ ରବୀନ୍ଦ୍ର କୁମାର ପ୍ରଧାନ, ସାରଙ୍ଗଡ ସରପଞ୍ଚ…
Read More...

ପ୍ରଥମ ସୀତାରାମ ଛତୁ ମଞ୍ଜି ଉତ୍ପାଦନ କେନ୍ଦ୍ର ଉଦଘାଟିତ

ସୁବର୍ଣ୍ଣପୁର,୨/୭: ଆଜି ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସାହାଜପିଟା ଗ୍ରାମ ଠାରେ ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ସୀତାରାମ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ସ୍ଥାପିତ ଛତୁମଞ୍ଜି ଉତ୍ପାଦନ କେନ୍ଦ୍ରର ଶୁଭ ଉଦଘାଟନ କରିଛନ୍ତି । ଓଡିଶା ସରକାରଙ୍କ ମିଶନ ଶକ୍ତି ଫେଡେରେସନ…
Read More...

ନାରାୟଣନଗରର ବାସି ରଥଯାତ୍ରା ଅଞ୍ଚଳରେ ନିଆରା

ବୌଦ୍ଧ/ଜହ୍ନ ।ପଙ୍କ,୨/୭: ବୌଦ୍ଧ ବ୍ଳକ ଲକ୍ଷ୍ମୀପ୍ରସାଦ ପଂଚାୟତ ଅନ୍ତର୍ଗତ ନାରାୟଣନଗରର ବାସି ରଥଯାତ୍ରା ନିଆରା । ୨ ବର୍ଷ କରୋନା କଟକଣା ଯୋଗୁଁ ରଥଯାତ୍ରା ବନ୍ଦ ଥିବାରୁ ଏବର୍ଷ ଭକ୍ତ ଓ ଭଗବାନ ଅପୂର୍ବ ମିଳନକୁ ଲୋକ ପ୍ରତୀକ୍ଷା କରି ରହିଥିଲେ ଚକାନୟନକୁ ଦେଖିବାକୁ । ଯେତେବେଳେ କାଳିଆ…
Read More...

ସିନେପ୍ଲେକ୍ସ ଉଦଘାଟିତ

ନବରଙ୍ଗପୁର,୨/୭:- ନବରଙ୍ଗପୁର ଜିଲ୍ଲାର ପ୍ରଥମ ସିନେପ୍ଲେକ୍ସ ପବିତ୍ର ରଥଯାତ୍ରା ଅବସରରେ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଆରକ୍ଷୀ ଅଧିକ୍ଷକ ଏସ. ସୁଶ୍ରୀ ଯୋଗ ଦେଇଥିଲେ ।…
Read More...

ଫୁଲବାଣୀରେ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଅନୁଷ୍ଠିତ

ଫୁଲବାଣୀ,୨/୭:- ସ୍ଥାନୀୟ ଜଗନ୍ନାଥ ମନ୍ଦିର ରତ୍ନ ସିଂହାସନରୁ ବାହାରି ଚତୁର୍ଦ୍ଧାମୂର୍ତ୍ତି ମାଉସୀମା ମନ୍ଦିରକୁ ଯାତ୍ରା କରିଛନ୍ତି । କରୋନା ମହାମାରୀ ଯୋଗୁଁ ଦୀର୍ଘ ଦୁଇ ବର୍ଷ ବ୍ୟବଧାନ ପରେ ମାଉସୀମା ଘରକୁ ଯାଉଛନ୍ତି ପ୍ରଭୁ ଜଗନ୍ନାଥ ଏବଂ ତାଙ୍କ ସଙ୍ଗେ ଭାଇ ବଳଭଦ୍ର ଭଉଣୀ ଦେବୀ ସୁଭଦ୍ରା…
Read More...

ମହାସମାରୋହରେ ବୌଦ୍ଧର ପ୍ରସିଦ୍ଧ ରଥଯାତ୍ରା ପାଳିତ

ବୈାଦ୍ଧ,୧/୭- ବୌଦ୍ଧସହରର ବିରାଜିତ ଶ୍ରୀଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ଆଜି ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳୁ ତିନିଠାକୁରଙ୍କ ପୂଜା, ନୀତିକାନ୍ତି ସରିବା ପରେ ମନ୍ଦିର ପରିସରରୁ ଶ୍ରୀଜୀଉମାନଙ୍କୁ ଅଣାଯାଇଥିଲା । ବ୍ରାହ୍ମଣ ସେବାୟତମାନେ ସକାଳ ୯ଟା…
Read More...

ପୁରୀକୁ ଗଡ଼ିଲା ରେଳ , ନୂଆଗାଁ ଷ୍ଟେସନ ହେଲା ଲୋକାର୍ପିତ

ଦଶପଲ୍ଲା,୩୦/୬: - ଖୋର୍ଦ୍ଧା - ବଲାଙ୍ଗିର ରେଳପଥରେ ଯୋଡ଼ିହେଲା ଆଉଏକ ନୂଆ ଅଧ୍ୟାୟ । ଆଜି ଅପରାହ୍ନ ଠିକ୍‌ ୫ ଘଟିକା ସମୟେ, ନୂଆଗାଁ ରେଳଷ୍ଟେସନକୁ ଆନୁଷ୍ଠାନିକ ଭାବରେ ଲୋକାର୍ପଣ କଲେ ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଆଜି ଏଥିପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ…
Read More...

ଜିଲ୍ଲାପାଳଙ୍କ ଦ୍ୱାରା କୁନି ତୀରନ୍ଦାଜୀ ସମ୍ବର୍ଦ୍ଧିତ

ବୌଦ୍ଧ,୨୯/୬: ଆନ୍ଧ୍ରପ୍ରଦେଶର ରାଜମୁନ୍ଦ୍ରିଠାରେ ଗତ ମେ ୨୨ରୁ ୨୫ ତାରିଖ ଯାଏଁ ଅନୁଷ୍ଠିତ ହୋଇଥିବା ଚତୁର୍ଥ ଏନଟିପିସି ଜାତୀୟ ତୀରନ୍ଦାଜ ଚାଂପିଆନସିପରେ ୯ବର୍ଷରୁ କମ୍‌ (ବାଳିକା) ବର୍ଗରେ ଅଂଶଗ୍ରହଣ କରିଥିବା ବୌଦ୍ଧ ଜିଲ୍ଲା ତୀରନ୍ଦାଜ ସଂଘର ସୁଶ୍ରୀ ସାଇଲକ୍ଷ୍ମୀ ନାଏକ ଓ ସ୍ପୋନାଶ୍ରୀ…
Read More...

ବୌଦ୍ଧ: ନବଯୈ।ବନ ବେଶରେ ଦର୍ଶନ ଦେଲେ ଶ୍ରୀଜୀଉ

ବୌଦ୍ଧ,୨୯/୬: ବୌଦ୍ଧ ଜଗନ୍ନାଥ ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତି ସ୍ନାନପୂର୍ଣ୍ଣମୀ ଠାରୁ ଅଣସର ଘରେ ରହିବାପରେ ଆଜି ଅଣସର ଘରୁ ବାହାରି ନବଯୈ।ବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଏଥିସହ ନେତ୍ର ଉତ୍ସବ ଅବସରରେ ଠାକୁରଙ୍କ ରଥ ପ୍ରତିଷ୍ଠା କରାଯାଇ ଧ୍ୱଜା ବନ୍ଧାଯାଇଛି । ଆଜି ମହାପ୍ରଭୁଙ୍କ…
Read More...

ଜିଲ୍ଲାସ୍ତରୀୟ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ

ବୌଦ୍ଧ,୨୮/୬- ବୌଦ୍ଧ ଜିଲ୍ଲାରେ“ଶିଶୁଙ୍କ ପାଇଁ ଦିନଟିଏ”କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶିଶୁସୁରକ୍ଷା କମିଟିର ବୈଠକ, କିଶୋର/କିଶୋରୀ ଦକ୍ଷତାବୃଦ୍ଧି ଓ ବାଲ୍ୟବିବାହ ନିଷେଧ ଟାସ୍କଫୋର୍ସ, ଶିଶୁଶ୍ରମିକ ନିଷେଧ ଟାସ୍କଫୋର୍ସ ଓ ଚାଇଲ୍ଡଲାଇନ ପରାମର୍ଶମଣ୍ଡଳୀ, ତ୍ରୟୋମାସିକ…
Read More...