ମୀନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ତିନି ଠାକୁର

ଘୁ.ଉଦୟଗିରି,୩/୭: ରଥଯାତ୍ରାରେ ଚତୁର୍ଦ୍ଧା ମୂରତୀ ମାଉସୀମା’ଙ୍କ ଘରେ ପହଞ୍ଚିବା ପରେ ଆଜିଠାରୁ ଜଗତରନାଥ ଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ବିଭିନ୍ନ ବେଶ ଆରମ୍ଭ ହୋଇଛି । ତିନି ଠାକୁର ନିଜ ନିଜର ବିଭିନ୍ନ ବେଶ ଧାରଣ କରି ନିଜ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଆଜି ସ୍ଥାନୀୟ…
Read More...

ପାରଳାଖେମୁଣ୍ଡି ଆନନ୍ଦବଜାରରେ ମହାପ୍ରଭୁଙ୍କ ପ୍ରସାଦ ବଣ୍ଟନ

ଗଜପତି,୩/୭- ଆଜି ପାରଳାଖେମୁଣ୍ଡି ଗୁଣ୍ଡିଚା ମନ୍ଦିରର ଆନନ୍ଦ ବଜାର ଠାରେ ପବିତ୍ର ରଥଯାତ୍ରା ଉପଲକ୍ଷେ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରସାଦ ବଣ୍ଟନ କରଯାଇଥିଲା । ଏହି ଅବସରରେ ହାଇଟେକ ଗ୍ରୁପ ଅଧ୍ୟକ୍ଷ ଡ. ତିରୁପତି ପାଣିଗ୍ରାହୀ ,ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗବାର ତିରୁପତି ରାଓ ,ବିଜେଡି…
Read More...

ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ

ନବରଙ୍ଗପୁର,୩/୭- ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘ ନବରଙ୍ଗପୁର ଶାଖା ପକ୍ଷରୁ ଏକ ଦାବିପତ୍ର ଜିଲ୍ଲାପାଳ ଡକ୍ଟର କୋମଳ ଲୋଚନ ମିଶ୍ରଙ୍କୁ ପ୍ରଦାନ କରାଯାଇଛି । ଉକ୍ତ ଦାବିପତ୍ରରେ ଓଡିଶା ସରକାରଙ୍କ ମିଶନ ଶକ୍ତି ବିଭାଗୀୟ ପ୍ରମୁଖ ସଚିବ ଓ ଅନୁସୂଚିତ ଜନଜାତି ଓ ଜାତି…
Read More...

ବୌଦ୍ଧ: ମାଉସୀ ମା ମନ୍ଦିରରେ ଶ୍ରୀଜୀଉଙ୍କ ମତ୍ସ୍ୟ କତ୍ସ୍ୟ ବେଶ

ବୌଦ୍ଧ,୩/୭: ନବଦିନାତ୍ମକ ଯାତ୍ରାରେ ବାହାରି ଶ୍ରୀଜୀଉମାନେ ରଥରେ ଚଢି ଆସିବାପରେ ମାଉସୀ ମା ମନ୍ଦିରରେ ଶ୍ରୀଜୀଉଙ୍କୁ ବିଭିନ୍ନ ବେଶରେ ଶ୍ରଦ୍ଧାଳୁମାନେ ଦର୍ଶନ କରୁଛନ୍ତି । ରଥଯାତ୍ରା ପରଦିନ ବିଶ୍ରାମ ନେବାପରେ ତୃତୀୟଦିନରେ ଆଜି ପ୍ରଭୁ ଶ୍ରୀଜଗନ୍ନାଥ କଚ୍ଛପ ଓ ପ୍ରଭୁ ଶ୍ରୀବଳରାମ ମତ୍ସ୍ୟ…
Read More...

ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରାସ୍ତା କାଦୁଅ ପଚପଚ

ଖପ୍ରାଖୋଲ,୩/୭ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବର୍ଷାହେଲେ ରାସ୍ତା କାଦୁଅ ପଚପଚ ହେଉଥିବା ଦେଖାଯାଉଛି । ଏହି ଡାକ୍ତରଖାନା ଉପରେ ଖପ୍ରାଖୋଲ ଅଞ୍ଚଳ ଓ ଆଖପାଖ ବହୁସଂଖ୍ୟକ ଗାଁ ଓ ବେଲପଡା ବ୍ଲକର ଲୋକେ ମଧ୍ୟ ନିର୍ଭର କରିଥାନ୍ତି ।…
Read More...

କବି କଳହଂସ ଗୋପାଳକୃଷ୍ଣ ପଟ୍ଟନାୟକଙ୍କ ୨୩୯ ତମ ଜୟନ୍ତୀ ପାଳିତ

ଗଜପତି,୩/୭- ପାରଳାଖେମୁଣ୍ଡିର ଗୌରବ ଓ ଗର୍ବ ତଥା ଗୌଡୀୟ ପରମ୍ପରାର ବରିଷ୍ଠ କବି କଳହଂସ ଗୋପାଳକୃଷ୍ଣ ପଟ୍ଟନାୟକଙ୍କ ୨୩୯ ତମ ଜୟନ୍ତୀ ସମାରୋହ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ଭକ୍ତି ସଙ୍ଗୀତ ସଂସଦ ନାଟକ ଏକାଡେମୀର ଉପ ସଭାପତି ଶ୍ରୀ ମନ୍ମଥ କୁମାର ଶତପଥୀଙ୍କ ସଭାପତିତ୍ୱରେ ମହନ୍ତ ମହାରାଜ…
Read More...

ପ୍ରଗତି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଘୁନସରରେ ୭୩ ତମ ବନ ମହୋତ୍ସବ ପାଳିତ

ଖପ୍ରାଖୋଲ,୩/୭ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ପ୍ରଗତି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଘୁନସରରେ ୭୩ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଖପ୍ରାଖୋଲ ବନପାଳ ଶ୍ରୀଯୁକ୍ତ ଗିରିଧାରୀ ନାଗ ମୁଖ୍ୟଅତିଥି , ମୋହନ ସୁନା ମୁଖ୍ୟବକ୍ତା , ଧଣ୍ଡାମୁଣ୍ଡା ବନରକ୍ଷକ,…
Read More...

ନୂତନ ଓଡ଼ିଶା ଗଠନ ପାଇଁ ୭୦ ହଜାରରୁ ଉର୍ଦ୍ଧ୍ୱ ଟ୍ୱିଟ୍‌, ଇମେଲ, ଏବଂ ଚିଠି ଲେଖି ବିରଳ ରେକର୍ଡ ସୃଷ୍ଟି କଲେ ରବିନ୍ଦ୍ର

ଗଞ୍ଜାମ/ବ୍ରହ୍ମପୁର,୨/୭: ପୂର୍ବତନ ବେଦାନ୍ତ ଆଲୁମିନିୟମ ଲିମିଟେଡ଼ରେ ୭ ବର୍ଷ କର୍ମରତଥିବା ସ୍ଥାୟୀ ଅଫିସର, ସମାଜ ସଂସ୍କାରକ, ସାମାଜିକ ଚିନ୍ତକ, ସମାଜବାଦୀ, ୨ ଗୋଟି ପୋଷ୍ଟ ଗ୍ରାଜୁଏଟ ଡିଗ୍ରୀ ହାସିଲ କରି ଶେଷରେ ସ୍ୱେଚ୍ଛାକୃତ ୨୦୧୫ ମସିହାରେ ଇସ୍ତଫା ଦେଲେ ରବିନ୍ଦ୍ର ମିଶ୍ର । ତାପରେ ସେ…
Read More...

ନୂତନ ରାଧାକୃଷ୍ଣ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜା ଏବଂ ରଥଯାତ୍ରା ପାଳନ

ଜି.ଉଦୟଗିରି,୨/୭: ପବିତ୍ର ରଥଯାତ୍ରା ଅବସରରେ ନୂତନ ରାଧାକୃଷ୍ଣ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଧାକୃଷ୍ଣ ମନ୍ଦିର କମିଟିର ସଭ୍ୟବୃନ୍ଦ, ସାରଙ୍ଗଡ ସରପଞ୍ଚ, ଗ୍ରାମର ସମସ୍ତ ବ୍ୟକ୍ତି ଓ ମହିଳା ଯୋଗ ଦେଇଥିଲେ । ଆଗରୁ…
Read More...

୭୩ ତମ ବନ ମହୋତ୍ସବ, ବୃକ୍ଷରୋପଣ କାର୍ଯ୍ୟକ୍ରମ ଶୁଭାରମ୍ଭ

ଫୁଲବାଣୀ,୨/୭- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ରେଞ୍ଜ ନୂଆପଦର ଉପବିଭାଗ ଦ୍ୱାରା ୭୩ ତମ ବନ ମହୋତ୍ସବ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା । ଫୁଲବାଣୀ ବନଖଣ୍ଡ ଅଧିନସ୍ଥ ଫିରିଙ୍ଗିଆ ରେଞ୍ଜ ନୂଆପଦର ବନପାଳ ବ୍ରଜ ସୁନ୍ଦର ଦାସଙ୍କ ନେତୃତ୍ୱରେ କେଳାପଡା ପଞ୍ଚାୟତ ସେସ୍କାଯୋଡି…
Read More...