ମାନବ ସୁରକ୍ଷା ଅଧିକାର ସଙ୍ଗଠନ ଅନୁଗୋଳ ଏବଂ ବିଶ୍ୱ ଯୁବକେନ୍ଦ୍ର ତରଫରୁ ସଚେତନା ଓ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ

ରାଜକିଶୋରନଗର:ମାନବ ସୁରକ୍ଷା ଅଧିକାର ସଙ୍ଗଠନ ଅନୁଗୋଳ ଏବଂ ବିଶ୍ୱ ଯୁବକେନ୍ଦ୍ର ବଣିନାଳୀ ମିଳିତ ସହଯୋଗରେ କରୋନା ଭୁତାଣୁ ସଂକ୍ରମଣ ସମ୍ପର୍କରେ ସଚେତନା ଓ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ ୧୬ ଓ ୧୮ ତାରିଖ ଦୁଇଟି ପର୍ଯ୍ୟାୟରେ କିଶୋରନଗର ବ୍ଲକରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ…
Read More...

ବଇଣ୍ଡା ଓ ଧଉରପାଳରେ ସାମଜସେବୀ ଅର୍ଜୁନ ସାହୁଙ୍କ ସଚେନତା କାର୍ଯ୍ୟକ୍ରମ ଓ ମାସ୍କ ବଣ୍ଟନ

ରାଜକିଶୋରନଗର,:କିଶୋରନଗର ବ୍ଲକ ଅନ୍ତର୍ଗତ ବଇଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ପୁଲିସ୍ ଫାଣ୍ଡି, ଷ୍ଟେଟ୍‌ବ୍ୟାଙ୍କ, ବଜାର ଓ ଧଡରପାଳ ଗ୍ରାମରେ ସମାଜ ସେବୀ ଅର୍ଜୁନ ସାହୁ ଲୋକ ମାନଙ୍କୁ ଫେସ୍ ମାସ୍କ, ସାବୁନ୍‌, ଗୋବ୍ଲସ ଓ ସାନିଟାଇଜର ପ୍ରଭୃତି ବଣ୍ଟନ କରିବା ସହିତ କରୋନା ଭୁତାଣୁ…
Read More...

ସଂକଳ୍ପ ଫାଉଣ୍ଡେସନ୍ ର ସ୍ବାଗତଯୋଗ୍ୟ ପଦକ୍ଷେପ :ପ୍ରତିଦିନ ଶହଶହ ଅସହାୟ ଙ୍କୁ ଯୋଗାଉଛନ୍ତି ରନ୍ଧାଖାଦ୍ୟ

ବାଲିଗୁଡ଼ା: ସଂକଳ୍ପ ଫାଉଣ୍ଡେସନ୍ ର ସ୍ବାଗତଯୋଗ୍ୟ ପଦକ୍ଷେପ । ଗତ ୧୦ ତାରିଖରୁ ସଂଗଠନ ପକ୍ଷରୁ ପ୍ରତ୍ୟେକ ଦିନ ଅଞ୍ଚଳର ଶହଶହ ଅସହାୟ ଗରିବ ଲୋକଙ୍କ ସମେତ ଜୀବଜନ୍ତୁଙ୍କୁ ମଧ୍ୟ ଯୋଗାଉଛନ୍ତି ରନ୍ଧାଖାଦ୍ୟ । ଗୋଟିଏପଟେ ମହାମାରୀ କୋରନା ଯୋଗୁଁ ସାରାଦେଶରେ ଜାରି ହୋଇଛି ଲକ୍ ଡାଉନ୍ ।…
Read More...

ମହାରାଜାଙ୍କ ବାଳକ ବିଦ୍ୟାଳୟ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ

କୋରନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାରାଜା ବାଳକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୃଷକେତୁ ଦାସ,ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ 69,400 ଟଙ୍କା ପ୍ରଦାନ କରିଛନ୍ତି। ଜିଲ୍ଲା ମୁଖ୍ୟ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର…
Read More...

କରୋନା ମୁକାବିଲା : ସହାୟତାର ହାତ ବଢାଇଲା ବସ୍ତିସୁରକ୍ଷା ସଂଘ

ପାରାଦ୍ୱୀପ : ପାରାଦ୍ୱୀପ ବୃନ୍ଦାବନ କଲୋନୀ ବସ୍ତିସୁରକ୍ଷା ସଂଘ ତରଫରୁ ସଂଘ ସଭାପତି ସୁଶୀଲ ମହାପାତ୍ର ମୁଖ୍ୟମନ୍ତ୍ରୀ ରିଲଫ ପାଣ୍ଠିକୁ ୨୦ହଜାର ଟଙ୍କା ପ୍ରଦାନ କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ କାହ୍ନୁଚରଣ ଧୀରଙ୍କୁ ପୌରପରିଷଦର ନିର୍ବାହୀ ଅଧିକାରୀ ଦିଲ୍ଲିପ କୁମାର ମହାନ୍ତି ଏବଂ…
Read More...

ହୀରାଞ୍ଚଳ ପ୍ରଭାବ : ଲଳିତାଙ୍କ ଗୋଡରେ ହେଲା ଅସ୍ତ୍ରୋପଚାର

ବୌଦ୍ଧ : ବୌଦ୍ଧ ବ୍ଲକ ବଢିଗାଁ ଗ୍ରାମ ପଞ୍ଚାୟତର ବଲାସିଙ୍ଗା ଗ୍ରାମରେ ଅସହାୟ ଅବସ୍ଥାରେ ଥିବା ବୃଦ୍ଧ ଦମ୍ପତ୍ତି ବେଣୁଧର ନାଏକ ଓ ଲଳିତା ନାଏକଙ୍କ ସଂପର୍କରେ ଦୈନିକ "ହୀରାଞ୍ଚଳ'ରେ ଖବର ପ୍ରକାଶ ପାଇଥିଲା । ପ୍ରଥମ ପର୍ଯ୍ୟାୟରେ ଉକ୍ତ ଅସହାୟ ଦମ୍ପତ୍ତିଙ୍କୁ ସାମାଜିକ ନିରାପତ୍ତା ଯୋଜନାରେ…
Read More...

ନେହେରୁ ଯୁବ କେନ୍ଦ୍ର ତରଫରୁ ହାତ ଧୁଆ ପ୍ରଣାଳୀ ପ୍ରଶିକ୍ଷଣ ଓ ସଚେତନ

ଅନୁଗୋଳ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ତରଫରୁ ଆଠମଲ୍ଲିକ ବ୍ଲକ ର ଜାତୀୟ ଯୁବ ସ୍ଵେଚ୍ଛାସେବୀ ପ୍ରତାପ ମେହେର ଓ ଲକ୍ଷ୍ମୀ ବେହେରା ଙ୍କ ନେତୃତ୍ୱ ରେ କୁଦଗାଁ ପଞ୍ଚାୟତ ର ବିଜିପୁର ଗ୍ରାମରେ ହାତ ଧୁଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯାଇଛି । କୋରନା ରୋଗରୁ କିପରି ମୁକ୍ତି ପାଇବେ , ମାସ୍କ…
Read More...

5T ସଚିବଙ୍କ କୋଭିଡ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ

ସୁବର୍ଣ୍ଣପୁର ଜିଲ୍ଲାର କୋଭିଡ ସ୍ବସ୍ଥ୍ୟକେନ୍ଦ୍ରକୁ ୫ଟି ସଚିବ ଭି କେ ପାଣ୍ଡିଆନ ଓ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ପରିଦର୍ଶନ କରିଛନ୍ତି । ଏକ ସ୍ବତନ୍ତ୍ର ହେଲିକପ୍ଟରରେ ଆସି ଜିଲ୍ଲା ଶିଳ୍ପ ତାଲିମ କେନ୍ଦ୍ରଠାରେ ହୋଇଥିବା କୋଭିଡ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ । ଏହି ଗସ୍ତ ସମୟରେ…
Read More...

ସ୍ବାସ୍ଥ୍ୟମନ୍ତ୍ରୀଙ୍କ କୋଭିଡ ହସ୍ପିଟାଲ ପରିଦର୍ଶନ

ସମ୍ବଲପୁର : ଚୁଡାନ୍ତ ପର୍ଯ୍ୟାୟ ଅଭିମୁଖେ ଆଗେଇ ଚାଲିଥିବା ସମ୍ବଲପୁର କୋଭିଡ ହସ୍ପିଟାଲର ପରିଦର୍ଶନ ପାଇଁ ଓଡିଶା ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଆଜି ପହଞ୍ଚି ଥିଲେ ଓ ସଞ୍ଚାଳିତ ସମସ୍ତ କାର୍ଯ୍ୟର ତଦାରଖ କରି ଥିଲେ । ତାଙ୍କ ସହିତ ଜିଲ୍ଲାପାଳ ଶୁଭମ ସକ୍ସସେନା ଙ୍କ ସହିତ ସମସ୍ତ ଜିଲ୍ଲା…
Read More...

ଗଜପତି ଜିଲ୍ଲା ସୀମାବର୍ତ୍ତୀ ଅଞ୍ଚଳରେ ଲାଗିଲା ସିସି କ୍ୟାମେରା

ଗଜପତି ଜିଲ୍ଲାରେ କରୋନା ଭୁତାଣୁର ମୁକାବିଲା ପାଇଁ ଲକଡ଼ାଉନ ଚାଲିଥିବା ବେଳେ ଓ ସୀମାବର୍ତ୍ତୀ ଅଞ୍ଚଳରେ ପୋଲିସ ତରଫରୁ ନାକାବନ୍ଦୀ କରାଯାଇଛି ଏବଂ କଡ଼ା ପ୍ରହରୀ ରହିଥିବା ବେଳେ ଅନ୍ୟ ରାଜ୍ୟରୁ ବା ଅନ୍ୟ ଜିଲ୍ଲାରୁ ପ୍ରବେଶ ପଥ ବନ୍ଦ କରିଦିଆଯାଇଛି।ଆହୁରି କଡ଼ାକଡ଼ି ସୁରକ୍ଷା ସକାଶେ…
Read More...