ଓଡିଶାରେ କରୋନା ମୁକାବିଲା ପାଇଁ ଆଗକୁ ଆସିଲା ଓସିଏ : ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦେଲା ୧କୋଟି

କଟକ:ଓଡିଶାରେ କୋଭିଡ୍‌-୧୯ର ମୁକାବିଲା କରିବାପାଇଁ ଓଡିଶା କ୍ରିକେଟ ଆସୋସିଏସନ ଏକକୋଟି ଟଙ୍କା ପ୍ରଦାନ କରିବାସହ ସରକାରଙ୍କୁ ସହଯୋଗ ପାଇଁ ଆଗକୁ ଆସିଛି । ଓଡିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧କୋଟି ଟଙ୍କା ଓସିଏର ସଂପାଦକ ସଞ୍ଜୟ ବେହେରା ଆଜି କଟକ ଜିଲ୍ଲାପାଳ ଭବାନୀ ଶଙ୍କର
Read More...

କରୋନା ହସ୍‌ପିଟାଲର ସ୍ଥିତି ପରଖିଲେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ

ଭଦ୍ରକ: ଭଦ୍ରକରେ କରୋନା ଆକ୍ରାନ୍ତ ଏବଂ ସନ୍ଦିଗ୍ଧଙ୍କ ଚିକିତ୍ସା ନିମନ୍ତେ ପ୍ରସ୍ତୁତ କରାଯାଇଥିବା ସାଳନ୍ଦୀ ହସ୍‌ପିଟାଲର ସ୍ଥିତି ପରଖିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏବଂ ୫ଟି ସଚିବ ଭି.କେ. ପାଣ୍ଡିଆନ ଆଜି ଭଦ୍ରକ ଗସ୍ତରେ ଆସି ଫେରି ଯାଇଛନ୍ତି । ଉଭୟ ସଚିବ ହ୍ୟାଲିକ୍ୟାପ୍ଟର
Read More...

କନ୍ଧମାଳ ପୋଲିସ ପକ୍ଷରୁ କରୋନା ସଚେତନତା

ବାଲିଗୁଡା: କନ୍ଧମାଳ ପୋଲିସ ପକ୍ଷରୁ କରୋନା ସଚେତନତା ପାଇଁ ପ୍ରଚେଷ୍ଟା ଜାରିରହିଛି । ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରି ଗାଁ ଠୁ ସହର ସବୁଠି ଜନସାଧାରଣଙ୍କୁ ସଚେନତ କରିବାରେ ଲାଗିଛନ୍ତି ବାଲିଗୁଡ଼ା ଏସଡିପିଓ ମାନସ ରଞ୍ଜନ ବାରିକ୍ ଓ ଆଇଆଇସି ପ୍ରଶାନ୍ତ କୁମାର ବେହେରା । ପୋଲିସ
Read More...

କରୋନାର ସମ୍ଭାବ୍ୟ ପ୍ରଭାବ ନେଇ ଆକଳନ : ୪୦କୋଟି ଭାରତୀୟ ଦାରିଦ୍ର‌୍ୟରେ ଫଶିବେ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ମହାମାରୀ କରୋନା ଯୋଗୁଁ ବିଭିନ୍ନ କ୍ଷେତ୍ର ପ୍ରଭାବିତ ହୋଇଛି । ବିଶ୍ୱର ଆର୍ଥିକ ବ୍ୟବସ୍ଥା ଭୁଷୁଡିବାକୁ ବସିଲାଣି । କରୋନା ଭାଇରସ ସଂକ୍ରମଣ ପ୍ରଭାବରେ ବିଶ୍ୱର ବହୁ ସରକାରୀ ଓ ବେସରକାରୀ ସଂସ୍ଥା ବନ୍ଦ ହୋଇଯାଇଛି । ସେହିପରି କଂପାନୀ ମଧ୍ୟ ସେମାନଙ୍କ
Read More...

ଡାକ୍ତରଙ୍କ ପୋଷାକ ପିନ୍ଧି ଡ୍ୟୁଟି କରୁଛନ୍ତି ପୁଲିସ

ଭୋପାଳ: କୋରନାର ମୁକାବିଲା ପାଇଁ ଆଗ ଧାଡିରେ ରହି ଯୁଦ୍ଧ କରୁଥିବା ଲୋକମାନଙ୍କ ମଧ୍ୟରେ ଡାକ୍ତର ଓ ପୁଲିସ ରହିଛନ୍ତି । ପୁଲିସ କର୍ମଚାରୀମାନେ ସାମାଜିକ ଦୂରତା ରକ୍ଷା ଓ ଲୋକମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ଅହରହ ସଂଗ୍ରାମ କରୁଛନ୍ତି । ତେବେ ସେମାନଙ୍କ ଜୀବନ ପ୍ରତି ମଧ୍ୟ ବିପଦ
Read More...

ଗୃହବନ୍ଦୀରେ ରୋନାଲ ଡିନୋ

ପାରାଗୁଏ,: ପ୍ରସିଦ୍ଧ ଫୁଟବଲ ଖେଳାଳି ରୋନାଲ ଡିନୋ ଓ ତାଙ୍କ ଭାଇଙ୍କୁ ଗୃହବନ୍ଦୀରେ ରଖାଯାଇଛି । ଜାଲ୍ ପାସପୋର୍ଟ ବ୍ୟବହାର କରି ସେମାନେ ପାରାଗୁଏ ଦେଶରେ ପ୍ରବେଶ କରିଥିଲେ । ଏହା ଜଣାପଡିବା ପରେ ପ୍ରଥମେ ସେମାନଙ୍କୁ ଗିରଫ କରି ଜେଲକୁ ପଠାଇ ଦିଆଯାଇଥିଲା । ଜେଲରେ ସେମାନେ ବିଚାର
Read More...

ବିଶ୍ୱକପ ୨୦୨୨ ଆୟୋଜନ ପାଇଁ ଲାଞ୍ଚ ଅଭିଯୋଗକୁ ଖଣ୍ଡନ କଲା କତ୍ତାର

କତ୍ତାର: କତ୍ତାରରେ ବିଶ୍ୱକପ୍ ଫୁଟବଲ ୨୦୨୨ ଆୟୋଜନ ପାଇଁ ଫିଫାକୁ ଏହି ଦେଶ ଲାଞ୍ଚ ଦେଇଥିଲା ବୋଲି ଗୁରୁତର ଅଭିଯୋଗ ଆସିଥିଲା । ଏଭଳି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ କତ୍ତାର ଜାତୀୟ ଫୁଟବଲ ସଂଘ ଏବଂ ସରକାର ତାହାକୁ ଖଣ୍ଡନ କରିଛନ୍ତି । ସରକାର କହିଛନ୍ତି ଯେ, ଦେଶକୁ ବଦନାମ କରିବା
Read More...

ନବଜାତ ଶିଶୁଙ୍କ ନା “କରୋନା, ଲକଡାଉନ ଓ କୋଭିଡ୍‌’

କୋଲକତା: ବର୍ତ୍ତମାନ କରୋନା ଭାଇରସ ସଂକ୍ରମଣ ସମୟ ଚାଲିଛି । ସଂକ୍ରମଣର ମୁକାବିଲା ପାଇଁ ଲକଡାଉନ ଲାଗୁ କରାଯାଇଛି । ଲୋକମାନେ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ବ୍ୟସ୍ତ ହୋଇଥିବା ବେଳେ ଆଉ କିଛି ଲୋକ ସେମାନଙ୍କ ନବଜାତ ଶିଶୁଙ୍କର ନାମକରଣ ନେଇ ଖୁବ ଚର୍ଚ୍ଚାରେ । ଏହି କରୋନା ଓ ଲକଡାଉନ ସମୟକୁ
Read More...

୩୪୬୫୩ କଳାକାରଙ୍କୁ ଆଗୁଆ ଭତ୍ତା ଦେବେ ସରକାର

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ଅଧିନରେ କଳାକାର ଭତ୍ତା ପାଉଥିବା ରାଜ୍ୟର ୩୪୬୫୩ଜଣ କଳାକାରଙ୍କୁ ମାର୍ଚ୍ଚରୁ ଜୁନ୍ ମାସ ପର୍ଯ୍ୟନ୍ତ ଏହିପରି ୪ ମାସର ପେନସନ୍ ଆଗୁଆ ଭାବେ ପ୍ରଦାନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ସର୍ବମୋଟ ୧୬ କୋଟି ୬୩ ଲକ୍ଷ
Read More...

ଚାଷୀଙ୍କ ପାଇଁ କୋହଳ ହେଲା ଲକଡାଉନ

ବୌଦ୍ଧ : କରୋନା ଯୋଗୁଁ ସରକାର ଲକଡାଉନ ଘୋଷଣା କରିବା ପରେ ସବୁଠାରୁ ଅଧିକ କ୍ଷତି ସହୁଥିଲେ ରାଜ୍ୟର ଚାଷୀମାନେ । ନିଜର ଉତ୍ପାଦିତ କୃଷି ସାମଗ୍ରୀର ବିକ୍ରିବଟା, ବଜାର ସୁବିଧା ଓ ପରିବହନ କ୍ଷେତ୍ରରେ ଲକଡାଉନର କଟକଣା ଯୋଗୁଁ ଚାଷୀମାନଙ୍କ ମୁଣ୍ଡରେ ଅଦିନଚଡକ ପଡିଥିଲା । ଚାଷୀମାନଙ୍କ
Read More...