Browsing Category

ଦେଶ- ବିଦେଶ

ଯୁବକଙ୍କୁ କରୋନା ରୋଗୀ ଭାବି କଲେ ଏଭଳି କାଣ୍ଡ

ଥାନେ : କରୋନା ପାଇଁ ଦେଶର ବିଭିନ୍ନ ଅଞ୍ଚଳରେ ବିଚିତ୍ର ଘଟଣା ସବୁ ଘଟିଚାଲିଛି । କେଉଁଠି ଗାଁରେ ଲୋକଙ୍କୁ ପୁରାଇ ଦିଆଯାଉନି, ଆଉ କେଉଁଠି ଲୋକଙ୍କୁ କରୋନା ରୋଗୀ ସନ୍ଦେହରେ ଆକ୍ରମଣ ମଧ୍ୟ କରାଯାଉଛି । ଏଭଳି ଏକ ଘଟଣା ମହାରାଷ୍ଟ୍ରର ଥାନେ ଅଞ୍ଚଳରେ ଘଟିଛି । ଥାନେର କଲ୍ୟାଣ ସହରରେ ରହୁଥିବା
Read More...

ବିଶ୍ୱରେ ୧.୯୧ ଲକ୍ଷ ଲୋକଙ୍କ ଜୀବନ ଗଲାଣି

ନୂଆଦିଲ୍ଲୀ : କରୋନା ଭାଇରସ୍ ସଂକ୍ରମଣ ସାରା ବିଶ୍ୱରେ ଏବେବି ତା\'ର ରାଜୁତି ଜାରି ରଖିଛି । ପ୍ରତିଦିନ ହଜାର ହଜାର ଲୋକ ପ୍ରାଣ ହରାଉଥିବା ବେଳେ ବହୁସଂଖ୍ୟାରେ ସଂକ୍ରମିତ ମଧ୍ୟ ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ କରୋନା ରୋଗରେ ଏକ ଲକ୍ଷ ୯୧ ହଜାର ୫୫ ଜଣଙ୍କର ମୃତ୍ୟୁ
Read More...

ଗାଁର ବିକାଶ ପାଇଁ ନିରନ୍ତର ଜାରି ରହିଛି ପ୍ରୟାସ

ଭୁବନେଶ୍ୱର : ଆଜି ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡ଼ିଓ କନଫରେନ୍ସିଂରେ ଦେଶର ସରପଞ୍ଚମାନଙ୍କ ସହିତ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ସରପଞ୍ଚମାନଙ୍କୁ ସମ୍ବୋଧନ କରି କହିଥିଲେ, କରୋନା ମହାମାରୀ ଆମର ଜୀବନଶୈଳୀ, କାର୍ଯ୍ୟଶୈଳୀ ବଦଳାଇ ଦେଇଛି ।
Read More...

ସୁଧୁରୁନି କରୋନା ସ୍ଥିତି

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ସ୍ଥିତି ପୂର୍ବଭଳି ଗମ୍ଭୀର ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୨୭୩ଟି ନୂଆ ମାମଲା ଆସିଛି । ଏଥିସହ ସଂକ୍ରମିତଙ୍କ ସଂଖ୍ୟା ୨୧,୩୯୩ରେ ପହଞ୍ଚିଛି । ସେହିପରି, ଗୋଟିଏ ଦିନରେ ଆଉ ୩୯ଜଣଙ୍କର ମୃତ୍ୟୁ ଘଟିବା ପରେ କରୋନା ମୃତ୍ୟୁସଂଖ୍ୟା ୬୮୧କୁ ବୃଦ୍ଧି
Read More...

ଲକଡାଉନର ଅର୍ଥ ଏହିଭଳି ଭାବେ ବୁଝିଲେ ଗ୍ରାମବାସୀ : ଘରେ ତାଲା ପକାଇ ବିଲରେ ରହୁଛନ୍ତି

ହାଇଦ୍ରାବାଦ : ତେଲେଙ୍ଗାନା ରାଜ୍ୟର ତେଲେଙ୍ଗାନା ଜିଲ୍ଲା ଅନ୍ତର୍ଗତ କାମାରେଡ୍ଡି ନାମକ ଏକ ଗାଁରେ ଏକ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଛି । ଲକଡାଉନର ଅର୍ଥକୁ ଗାଁ ଲୋକେ କିଭଳି ଭାବେ ବୁଝିଛନ୍ତି ତାହା ଏହି ଦୃଶ୍ୟ ଦେଖିଲେ ଜାଣିହେବ । ଜାରି ହୋଇଥିବା କଟକଣାକୁ ଲକଡାଉନ ବା ତାଲାବନ୍ଦ
Read More...

କୋଭିଡ ହସ୍ପିଟାଲକୁ ମୋବାଇଲ ମନା

କୋଲକତା : କରୋନା ସଂକ୍ରମଣ ରୋକିବା ପାଇଁ ଏବଂ ଚିକିତ୍ସା କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ଲାଗି ଦେଶରେ ଅଧିକ ସଂଖ୍ୟାରେ କୋଭିଡ ହସ୍ପିଟାଲ ସ୍ଥାପନ କରାଯାଉଛି । ତେବେ ଏହି ହସ୍ପିଟାଲଗୁଡିକରେ କ'ଣ ଘଟୁଛି ତାହା ବାହାରକୁ ଚାଲିଯାଉଛି । ଏଥିପାଇଁ ମୋବାଇଲ ଫୋନକୁ ଦାୟୀ କରାଯାଉଛି ।
Read More...

ଭାରତ ବିରୋଧରେ ପାକିସ୍ତାନର ସାଇବର ଯୁଦ୍ଧ

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ ବର୍ତ୍ତମାନ କରୋନା ଆତଙ୍କ ଲାଗି ରହିଛି । ଏହାର ମୁକାବିଲା ପାଇଁ ପ୍ରଭାବିତ ଦେଶଗୁଡ଼ିକ ଅହରହ ସଂଘର୍ଷ କରୁଥିବା ବେଳେ ପାକିସ୍ତାନ କିନ୍ତୁ ଭିନ୍ନ କାର୍ଯ୍ୟରେ ଲିପ୍ତ ରହିଛି । କରୋନା ମୁକାବିଲା ଚିନ୍ତା ଛାଡ଼ି ଏହା ଭାରତରେ ଅସ୍ଥିରତା ଓ ଉତ୍ତେଜନା ସୃଷ୍ଟି
Read More...

ବର୍ଦ୍ଧିତ ମହଙ୍ଗା ଭତ୍ତା ମିଳିବନି

ନୂଆଦିଲ୍ଲୀ : କରୋନା ଯୋଗୁଁ ଗୁରୁତର ଆର୍ଥିକ ସଙ୍କଟ ସୃଷ୍ଟି ହୋଇଥିବାରୁ କେନ୍ଦ୍ର ସରକାର କେତେକ ସୁଧାରମୂଳକ ପଦକ୍ଷେପ ଗ୍ରହଣ କରିଆସୁଛନ୍ତି । ଏହିକ୍ରମରେ କେନ୍ଦ୍ରୀୟ ସରକାରୀ କର୍ମଚାରୀ ଏବଂ ପେନସନ୍ ଭୋଗୀମାନଙ୍କ ପାଇଁ ଘୋଷଣା ହୋଇଥିବା ବର୍ଦ୍ଧିତ ମହଙ୍ଗା ଭତ୍ତା ଉପରେ ଆଜି ରୋକ୍
Read More...

ଲକଡାଉନ : ୨୭ରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପିଏମ୍ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଭାଇରସର ପ୍ରକୋପ ଓ ଲକଡାଉନ ସ୍ଥିତି ସଂପର୍କରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିବେ । ପ୍ରଧାନମନ୍ତ୍ରୀ ଆସନ୍ତା ୨୭ ତାରିଖ ଦିନ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିବେ । ଏହି ଅବସରରେ
Read More...

୬୧୯ ବିଦେଶୀ ନାଗରିକ ଗିରଫ

ପ୍ରୟାଗରାଜ : ଭାରତରେ ବେଆଇନ୍ ଭାବେ ରହୁଥିବା ପାଖାପାଖି ୬୧୯ ଜଣ ବିଦେଶୀ ନାଗରିକଙ୍କୁ ବର୍ତ୍ତମାନ ସୁଦ୍ଧା ଗିରଫ କରାଯାଇ ସାରିଲାଣି । ଆଇପିସି, ସଂକ୍ରାମକ ରୋଗ ନିୟନ୍ତ୍ରଣ ଆଇନ, ବିଦେଶୀ ଆଇନ ଉଲ୍ଲଙ୍ଘନ ଘଟଣାରେ ଗତକାଲି ୧୬ଜଣ ବିଦେଶୀ ନାଗରିକଙ୍କୁ ଗିରଫ କରାଯାଇଛି । ଏମାନେ ସମସ୍ତେ ଭିସା
Read More...