Browsing Category

ଦେଶ- ବିଦେଶ

ସୁଧୁରୁନି କରୋନା ପରିସ୍ଥିତି : ସୀମା ସିଲ୍ ପାଇଁ ରାଜ୍ୟମାନଙ୍କୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ତାହା ସରକାରଙ୍କ ଚିନ୍ତା ବଢାଇ ଦେଇଛି । ବୁଲା ଶ୍ରମିକ ଏବଂ ସେହି ଶ୍ରେଣୀର ଅନ୍ୟଲୋକମାନେ ନିଜ ରାଜ୍ୟକୁ ଫେରିଯିବା ପାଇଁ ଉଦ୍ୟମ କରୁଥିବାରୁ ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା ସୃଷ୍ଟି ହେଉଛି । ଏହାକୁ ଆଖି ଆଗରେ ରଖି କେନ୍ଦ୍ର
Read More...

ସୁଧୁରି ଯାଆନ୍ତୁ : ଏଣିକି ନିୟମ ଭାଙ୍ଗିଲେ କ୍ୱାରେଣ୍ଟାଇନ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବାରମ୍ବାର ଅନୁରୋଧ ଓ ଆହ୍ୱାନ ସତ୍ୱେ ବହୁ ସଂଖ୍ୟାରେ ଲୋକମାନେ ଲକଡାଉନ ଉଲ୍ଲଂଘନ କରୁଥିବାରୁ ସରକାର ଆଜି କଠୋର ନିଷ୍ପତ୍ତି ନେଇଛନ୍ତ । ଏହି ନିଷ୍ପତ୍ତି ଅନୁଯାୟୀ ଏଣିକି ଯେଉଁମାନେ ଲକଡାଉନ ନିୟମ ଉଲ୍ଲଂଘନ କରିବେ ସେମାନଙ୍କୁ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ
Read More...

କରୋନା ଭାଇରସ: ସ୍ପେନ ରାଜକୁମାରୀ ମାରିଆ ଟେରେସାଙ୍କ ମୃତ୍ୟୁ

ଓ୍ବାଶିଂଟନ,୨୯।୩: କରୋନା ଭାଇରସ ସଂକ୍ରମଣରେ ରାଜ ପରିବାରର ପ୍ରଥମ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ବୋରବନ-ପରମା ସ୍ପେନର ରାଜକୁମାରୀ ମାରିଆ ଟେରେସାଙ୍କର କରୋନା ଭାଇରସ ସଂକ୍ରମଣ ଯୋଗୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୮୬ ବର୍ଷୀୟା ରାଜକୁମାରୀ ମାରିଆ ରାଜା ଫେଲିପ ୪ର୍ଥଙ୍କର ସମ୍ପର୍କୀୟ
Read More...

କରୋନା ସଂକ୍ରମଣ ରୋକିବାକୁ ଭାରତର ପ୍ରୟାସ

ନୂଆଦିଲ୍ଲୀ : କୋଭିଡ-୧୯ ବା କରୋନା ସଂକ୍ରମଣ ରୋକିବାକୁ ଭାରତର ପ୍ରୟାସ, ଆରମ୍ଭରୁ ସକ୍ରିୟ ଭାବେ ଚାଲୁରହିଛି । ଜାନୁଆରୀ ୩୦ରେ କରୋନାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମଗ୍ର ବିଶ୍ୱବାସୀଙ୍କ ପାଇଁ ଏକ ସ୍ୱାସ୍ଥ୍ୟଗତ ଜରୁରୀ ଅବସ୍ଥା ଘୋଷଣା କରିବା ପୂର୍ବରୁ ଭାରତ ଏହି ରୋଗର ମୁକାବିଲା ପାଇଁ ଏକ
Read More...

ପ୍ରବାସୀ ଶ୍ରମିକଙ୍କୁ ସମସ୍ତ ପ୍ରକାର ସହାୟତା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ : ଶାହ

ନୂଆଦିଲ୍ଲୀ : କୋଭିଡ-୧୯ ସଂକ୍ରମଣକୁ ପ୍ରତିହତ କରିବା ଲାଗି ଦେଶବ୍ୟାପୀ ଗ୍ରହଣ କରାଯାଇଥିବା ପଦକ୍ଷେପର ସମୀକ୍ଷା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶକ୍ରମେ ଲକଡାଉନ ସମୟରେ ପ୍ରବାସୀ ଶ୍ରମିକମାନଙ୍କୁ
Read More...

ଲକ୍ ଡାଉନ୍‌ ସତ୍ତ୍ୱେ ଥମୁନି ସଂକ୍ରମଣ : ୨୪ ଘଣ୍ଟାରେ ଦେଶରେ ୧୪୯ କରୋନା ପଜେଟିଭ

ନୂଆଦିଲ୍ଲୀ : କରୋନା ଭୂତାଣୁ ଲାଗି ସାରା ଦେଶ ଏବେ ଲକ୍ ଡାଉନ୍‌ରେ। ତଥାପି ଥମୁନି ସଂକ୍ରମଣ। ଗତ ୨୪ ଘଣ୍ଟାରେ ସଂକ୍ରମିତଙ୍କ ୧୪୯ଟି ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୧୮ରେ ପହଞ୍ଚିଛି। ସେହିଭଳି ଦେଶରେ ଶନିବାର ୨ଟି କରୋନା ମୃତ୍ୟୁ ହୋଇଥିବା ବେଳେ
Read More...

କରୋନା ଭାଇରସ ଭଳି ହେଲମେଟ୍‌ ପିନ୍ଧି ସଚେତନତା ସୃଷ୍ଟି କଲେ ପୋଲିସ

ଚେନ୍ନାଇ: କରୋନା ଭାଇରସ ସଂକ୍ରମଣ ସମୟରେ ଘରେ ରହିବା କେତେ ଜରୁରୀ ତାହା ଏପର୍ଯ୍ୟନ୍ତ ଅଧିକାଂଶ ଲୋକେ ବୁଝି ପାରି ନ ଥିବା କୁହାଯାଏ। ସବୁ ରାଜ୍ୟରେ ପୋଲିସ ବାହାରକୁ ବାହାରୁଥିବା ଲୋକଙ୍କୁ ଏ ସମ୍ପର୍କରେ ବୁଝାଉଥିବା ବେଳେ ଅନେକ ଲୋକ କିନ୍ତୁ ଏପର୍ଯ୍ୟନ୍ତ ଏହାକୁ ବୁଝି ପାରୁ ନ ଥିବା
Read More...

ପାକ୍ ବଜାର ସ୍ଥିତି ସାଂଘାତିକ : କ୍ଷୀର ଲିଟର ଏତିକି ?

କରାଚୀ : ପାକିସ୍ତାନରେ ବଜାର ପରିସ୍ଥିତି ବର୍ତ୍ତମାନ ସାଂଘାତିକ ସ୍ଥିତିରେ ପହଞ୍ଚିଛି । ଦରଦାମ ଏଭଳି ହୋଇଛି ଯେ, କୌଣସି ଜିନିଷରେ ହାତ ମାରିବା ପୂର୍ବରୁ ୧୦୦ ଥର ଚିନ୍ତା କରିବାକୁ ପଡୁଛି । ପନିପରିବାଠୁ ଆରମ୍ଭ କରି ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ବହୁଗୁଣା ହୋଇଛି । କ୍ଷୀର ଲିଟର
Read More...

ଶାଶୂର ନାକ କାମୁଡି ଦେଲା ଜ୍ୱାଇଁ ; କାନ କାଟିଦେଲେ ସମୁଦି, କାରଣ ପଢନ୍ତୁ

ବରେଲି : ବରେଲି ଜିଲ୍ଲାର ନାକାତିଆ ଅଂଚଳରେ ଯୋ÷÷ତୁକ ମାମଲାକୁ ନେଇ ଏକ ବିଚିତ୍ର ଓ ଅଭାବନୀୟ ଘଟଣା ଘଟିଛି । ଦାବି ମୁତାବକ ଅତିରିକ୍ତ ଯୋ÷÷ତୁକ ଟଙ୍କା ନମିଳିବାରୁ ଜ୍ୱାଇଁ ଶାଶୂର ନାକ କାମୁଡି ଦେଇଥିବା ବେଳେ ସମୁଦି ଏକ ଛୁରିରେ କାନ କାଟି ଦେଇଛନ୍ତି । ରକ୍ତାକ୍ତ ଅବସ୍ଥାରେ ଏହି
Read More...

ଜେଟଲୀଙ୍କ ଶେଷକୃତ୍ୟ ସମ୍ପନ୍ନ

ନୂଆଦିଲ୍ଲୀ : ପୂର୍ବତନ ଅର୍ଥମନ୍ତ୍ରୀ ତଥା ପ୍ରବୀଣ ରାଜନୀତିଜ୍ଞ ଜେଟଲୀଙ୍କ ଶେଷକୃତ୍ୟ ଆଜି ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସମ୍ପନ୍ନ ହୋଇଛି । ତାଙ୍କ ପୁଅ ରୋହନ ମୁଖାଗ୍ନି ଦେଇଥିଲେ । ଅନ୍ତ୍ୟେଷ୍ଟିକ୍ରିୟା ଉତ୍ସବରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ
Read More...