Browsing Category

ଖେଳ

୧୬ରୁ ଭକ୍ତଙ୍କ ପାଇଁ ଖୋଲିବ ଜଗା ଦୁଆର

ପୁରୀ : ଭକ୍ତଙ୍କ ପାଇଁ ଖୋଲିବ ଜଗା ଦୁଆର । ଆସନ୍ତା ୧୬ ରୁ ୨୦ ତାରିଖ ପର୍ଯ୍ୟନ୍ତ ପ୍ରଥମେ ପୁରୀ ସହରବାସୀ ଓ ୨୩ ରୁ ସର୍ବସାଧାରଣ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ତେବେ ଶ୍ରୀମନ୍ଦିର ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏସଓପି ଅନୁଯାୟୀ ପୁରୀ ସହରବାସୀ ନିଜର ଆଧାରକାର୍ଡ
Read More...

ଇତିହାସ ରଚିଲା ଭାରତୀୟ ପୁରୁଷ ହକି ଦଳ, ୪୧ ବର୍ଷ ପରେ ଅଲିମ୍ପିକ୍ସ ପଦକ ଜିତିଲା

ନୂଆଦିଲ୍ଲୀ :  ଅଲିମ୍ପିକରେ ଇତିହାସ ରଚିଛି ଭାରତ । ଦୀର୍ଘ ୪୧ ବର୍ଷ ପରେ ଅଲିମ୍ପିକରେ ପଦକ ପାଇଛି ଟିମ୍ ଇଣ୍ଡିଆ । ଶକ୍ତିଶାଳୀ ଜର୍ମାନୀକୁ ୫-୪ ଗୋଲରେ ହରାଇ ଭାରତୀୟ ହକି ଦଳ ପଦକ ବିଜୟୀ ହୋଇଛି । ଏହି ହାଇଭୋଲଟେଜ୍ ମୁକାବିଲାରେ ଟିମ୍ ଇଣ୍ଡିଆ ସେତେଟା ଭଲ ଆରମ୍ଭ କରିନଥିଲା । କିନ୍ତୁ
Read More...

ସେମିରେ ହାରିଲା ମହିଳା ହକି ଦଳ, ଅଧୁରା ରହିଲା ସ୍ୱର୍ଣ୍ଣ ପଦକ ସ୍ୱପ୍ନ

ଟୋକିଓ: ପୁରୁଷଙ୍କ ଭଳି ଭାରତୀୟ ମହିଳା ହକି ଟିମ୍‌ର ସ୍ୱର୍ଣ୍ଣ ପଦକ ଜିତିବା ସ୍ୱପ୍ନ ଅଧାରେ ରହି ଯାଇଛି। ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆ ହରାଇ ପ୍ରଥମଥର ସେମିରେ ପ୍ରବେଶ କରିଥିବା ଭାରତୀୟ ମହିଳା ହକି ଦଳ ଆଜି ଆର୍ଜେଣ୍ଟିନା ଠାରୁ ହାରି ଯାଇଛି। ଭାରତକୁ ୨-୧ରେ ହରାଇ ଆର୍ଜେଣ୍ଟିନା
Read More...

ଫାଇନାଲରେ ରେସଲର ରବି କୁମାର, ପକ୍କା କଲେ ରୌପ୍ୟ ପଦକ

ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଆଉ ଗୋଟିଏ ପଦକ ପକ୍କା କରିଛନ୍ତି ଷ୍ଟାର ରେସଲର ରବି କୁମାର ଦାହିୟା । ସେ ଦମଦାର ବିଜୟ ସହ ୫୭ କେଜି ଫ୍ରି ଷ୍ଟାଇଲ ରେସଲିଂର ଫାଇନାଲରେ ପ୍ରବେଶ କରିଛନ୍ତି । ଏବେ ସେ ସ୍ୱର୍ଣ୍ଣ ପଦକ ପାଇଁ ଲଢେଇ କରିବେ । ଯଦି ବି ସେ ହାରି ଯାଆନ୍ତି,
Read More...

ସେମିରେ ହାରିଲେ ଭାରତୀୟ ବକ୍ସର ଲଭଲିନା,ବ୍ରୋଞ୍ଜରେ ସନ୍ତୁଷ୍ଟ ହେଲେ

ଜାପାନ : ସେମିରେ ହାରିଲେ ଭାରତୀୟ ବକ୍ସର ଲଭଲିନା । ୬୯ କେଜି ବର୍ଗରେ ତୁର୍କି ପ୍ରତିଯୋଗିଙ୍କଠାରୁ ହାରିଛନ୍ତି । ମ୍ୟାଚ ଆରମ୍ଭରୁ ସେ ଦମଦାର ପ୍ରଦର୍ଶନ କରିଥିଲେ । ହେଲେ ୨ ରାଉଣ୍ଡରୁ ତାଙ୍କର ପ୍ରଦର୍ଶନ ଖରାପ ହୋଇଥିଲା । ଫଳରେ ତାଙ୍କୁ ବ୍ରୋଞ୍ଜରେ ସନ୍ତୁଷ୍ଟି ହେବାକୁ ପଡିଛି । ଟୋକିଓ
Read More...

ସେମିରେ ହାରିଲା ଭାରତୀୟ ପୁରୁଷ ହକି ଦଳ, ଏବେ ବ୍ରୋଞ୍ଜ ପାଇଁ ଲଢିବ

ଜାପାନ : ଟୋକିଓ ଅଲିମ୍ପିକ୍ସର ଆଜି ଦ୍ୱାଦଶ ଦିନରେ ଭାରତକୁ ଲାଗିଛି ଝଟକା । ୪୧ ବର୍ଷ ପରେ ଫାଇନାଲରେ ପ୍ରବେଶ କରିବାର ସୁଯୋଗ ହାତଛଡ଼ା କରିଛି ଭାରତୀୟ ପୁରୁଷ ହକି ଦଳ । ସେମି ଫାଇନାଲ ମୁକାବିଲାରେ କଡ୍ଡା ଟକ୍କର ସତ୍ତ୍ୱେ ହାରିଛି ଭାରତୀୟ ହକି ଦଳ । ବେଲଜିୟମଠୁ ୫-୨ ହାରିଛି ଭାରତୀୟ ଦଳ ।
Read More...

ଇତିହାସ ରଚିଲା ଭାରତୀୟ ମହିଳା ହକି ଦଳ, ପ୍ରଥମ ଥର ପାଇଁ ଅଲିମ୍ପିକ୍ସ ସେମିଫାଇନାଲରେ ପହଞ୍ଚିଲା

ଟୋକିଓ : ଭାରତୀୟ ପୁରୁଷ ହକି ଦଳ ପରେ ମହିଳା ଦଳ ମଧ୍ୟ ଟୋକିଓ ଅଲିମ୍ପିକ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ମହିଳା ଦଳ ପ୍ରଥମ ଥର ଏହି କୃତିତ୍ୱ ହାସଲ କରି ଇତିହାସ ରଚିଛି । ଭାରତୀୟ ହକି ଦଳ ୪ ଦଶନ୍ଧି ପରେ ଅଲିମ୍ପିକ୍ସରେ ସେମିଫାଇନାଲରେ ପ୍ରବେଶ କରିବାରେ ସଫଳ ହୋଇଥିବା ବେଳେ ଭାରତର
Read More...

ପୁଣି ନିରାଶ କଲେ ଦୂତି

ଟୋକିଓ : ପୁଣିଥରେ ନିରାଶ କଲେ ଓଡ଼ିଶାର ଆଥଲେଟ୍ ଦୂତି ଚାନ୍ଦ । ୨୦୦ ମିଟରେ ରେସରେ ସେ ସପ୍ତମ ସ୍ଥାନରେ ରହିଛନ୍ତି ଦୂତି । ୨୩.୮୫ ସେକେଣ୍ଡରେ ଅତିକ୍ରମ କରିଛନ୍ତି ଦୂତି । ଏହାପୂର୍ବରୁ ସେ ୧୦୦ ମିଟରେ ରେସରେ ବି ସପ୍ତମ ସ୍ଥାନ ହାସଲ କରିଥିଲେ । ସେ ୧୦୦ ମିଟରକୁ ପୂରଣ କରିବା ପାଇଁ ୧୧.୫୪
Read More...

ସେମିରେ ଭାରତୀୟ ପୁରୁଷ ହକି ଦଳ

ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମ୍ ସେମିଫାଇନାଲରେ ପହଞ୍ଚିଛି। ରବିବାର ଭାରତୀୟ ପୁରୁଷ ଟିମ୍ କ୍ୱାର୍ଟର୍ ଫାଇନାଲରେ ଗ୍ରେଟ୍ ବ୍ରିଟେନକୁ ୩-୨ ଗୋଲରେ ହରାଇ ଅନ୍ତିମ-୪ ଟିକେଟ୍ କାଟିଛି। ଏଥିସହ ଭାରତ ୪୧ ବର୍ଷ ପରେ ଅଲିମ୍ପିକ୍ସର ସେମିଫାଇନାଲରେ ସ୍ଥାନ ହାସଲ
Read More...