Browsing Category

ଖେଳ

କ୍ରିକେଟ ସଂପର୍କରେ ଅଶ୍ୱିନଙ୍କର ଏଭଳି ଧାରଣା ଥିଲା

ମୁମ୍ବାଇ : ନିକଟରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ତା\'ର ଟ୍ୱିଟର ମାଧ୍ୟମରେ ଏକ ନିର୍ଦ୍ଦିଷ୍ଟ ବିଷୟ ଉପରେ ଅନୁରୋଧ କରିଥିଲା । କ୍ୟାରିଅର ଆରମ୍ଭ ବେଳେ କ୍ରିକେଟ ସଂପର୍କରେ କି ପ୍ରକାର ଧାରଣା ଥିଲା ତାହା ଜଣାଇବା ପାଇଁ ଆଇସିସି ସେମାନଙ୍କୁ କହିଥିଲା । ଏଭଳି ଏକ ବିଷୟ ଅତ୍ୟନ୍ତ
Read More...

ବାତିଲ୍ ହେଲା ସମସ୍ତ ହକି ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଲକଡାଉନ ଅବଧିକୁ ମେ ୩ ତାରିଖ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି । ଏହାପରେ ହକି ଇଣ୍ଡିଆ ତା\'ର ସମସ୍ତ କ୍ରୀଡା ଇଭେଣ୍ଟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛି । ସମସ୍ତ ନ୍ୟାସନାଲ ଚାମ୍ପିଅନସିପ ବାତିଲ ହେବା ସଂପର୍କରେ ହକି ଇଣ୍ଡିଆର
Read More...

ପୂଜାରା ଭାରତୀୟ କ୍ରିକେଟର ନୂଆ ପାଚେରୀ : ଲିଓନ

ନୂଆଦିଲ୍ଲୀ : ଭାରତୀୟ ଟେଷ୍ଟ କ୍ରିକେଟରେ ୱାଲ୍ ବା ପାଚେରୀ କଥା ଉଠିଲେ ସାଧାରଣତଃ ରାହୁଲ ଦ୍ରାବିଡଙ୍କ ନାମ ଆଗକୁ ଆସେ । ବିଶ୍ୱ କ୍ରିକେଟରେ ଦ୍ରାବିଡ ଏହି ମାନ୍ୟତା ପାଇଛନ୍ତି । ତେବେ ଭାରତୀୟ କ୍ରିକେଟରେ ଏବେ ଆଉ ଜଣେ କ୍ରିକେଟର ନୂଆ ପାଚେରୀ ଭାବେ ଚର୍ଚ୍ଚିତ ହୋଇଛନ୍ତି । ସେ ହେଉଛନ୍ତି
Read More...

ଆଜିର ଦିନରେ ଲଗାତାର ଚତୁର୍ଥ ଥର ପାଇଁ ରେକର୍ଡ଼ କରିଥିଲା ଭାରତ

ନୂଆଦିଲ୍ଲୀ : ୧୯୯୫ ମସିହା ଅପ୍ରେଲ୍ ୧୪ ତାରିଖ । ଆଜିର ଦିନରେ ଲଗାତାର ଚତୁର୍ଥ ଥର ପାଇଁ ମହମ୍ମଦ ଆଝାରୁଦ୍ଦିନ୍‌ଙ୍କ ନେତୃତ୍ୱରେ ଖେଳୁଥିବା ସାରଜା କପ୍‌ରେ ଶ୍ରୀଲଙ୍କାକୁ ହରାଇ ରେକର୍ଡ଼ କରିଥିଲା । ଏହି ମ୍ୟାଚରେ ସଚିନ୍ ତେନ୍ଦୁଲକର ଓ ନଭଜୋତ୍ ସିଂ ସିଦ୍ଧୁଙ୍କ ବ୍ୟାଟିଂ ଚିତ୍ତାକର୍ଷକ ଥିଲା
Read More...

ଧୋନୀ ଅତିକମରେ ୨/୩ଟି ଆଇପିଏଲ ଖେଳିପାରିବେ : ଭିଭିଏସ୍ ଲକ୍ଷ୍ମଣ

ନୂଆଦିଲ୍ଲୀ : ବର୍ତ୍ତମାନ ମହେନ୍ଦ୍ର ସିଂ ଧୋନୀଙ୍କ ସଂପର୍କରେ ଭିନ୍ନ ଭିନ୍ନ ଚର୍ଚ୍ଚା ଗଣମାଧ୍ୟମରେ ଓ ସୋସିଆଲ ମିଡିଆରେ ଜାରି ରହିଛି । କେତେକ ମତ ଦେଇଛନ୍ତି ଯେ, ଧୋନୀ ବହୁ ଆଗରୁ ଅବସର ନେଇଯିବା ଥିଲା । ତେବେ ପୂର୍ବତନ ବ୍ୟାଟ୍ସମ୍ୟାନ ଭିଭିଏସ୍ ଲକ୍ଷ୍ମଣ ଭିନ୍ନ ମତ ଦେଇ କହିଛନ୍ତି ଯେ,
Read More...

କୋହଲିଙ୍କୁ ମାତ୍ ଦେଇପାରିବେ ବାବର ଆଜମ୍‌

ନୂଆଦିଲ୍ଲୀ : ପାକିସ୍ତାନର ପୂର୍ବତନ ଅଧିନାୟକ ରମିଜ ରାଜା ତାଙ୍କର ଏକ ବିବୃତ୍ତିରେ ବିରାଟ କୋହଲି ଓ ପାକ୍ କ୍ରିକେଟର ବାବର ଆଜମଙ୍କ ସଂପର୍କରେ ଏଭଳି ଏକ ମନ୍ତବ୍ୟ ଦେଇଛନ୍ତି ଯାହା ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାର ବିଷୟ ହୋଇଛି । ରମିଜ କହିଛନ୍ତି ଯେ, କୋହଲିଙ୍କୁ ମାତ୍ ଦେବା ପାଇଁ
Read More...

ମୁଣ୍ଡରେ ଛୋଟଛୋଟ ଚୁଟି କାହିଁକି ରଖନ୍ତି ଧାୱନ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର ଅନ୍ୟତମ ଚର୍ଚ୍ଚିତ କ୍ରିକେଟର ଶିଖର ଧାୱନଙ୍କ ଚେହେରା ଯେମିତି ସ୍ୱତନ୍ତ୍ର ତାଙ୍କର ବ୍ୟାଟିଂ ଶୈଳୀ ମଧ୍ୟ ଅନ୍ୟମାନଙ୍କଠାରୁ ଭିନ୍ନ । ସେ ସବୁବେଳେ ତାଙ୍କର ସ୍ୱତନ୍ତ୍ର ଷ୍ଟାଇଲ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ବିଶେଷକରି ତାଙ୍କର ହେୟାର ଷ୍ଟାଇଲ
Read More...

ଏବେବି ଅତୁଟ ରହିଛି କୋହଲିଙ୍କ ଏହି ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର ଅଧିନାୟକ ବିରାଟ କୋହଲିଙ୍କର ଏକ ବିଶ୍ୱରେକର୍ଡ ଆଜି ପର୍ଯ୍ୟନ୍ତ ସୁରକ୍ଷିତ ହୋଇଛି । ୨୦୧୬ରେ କୋହଲି ସବୁ ଫର୍ମାଟରେ ୬୦୦ରୁ ଅଧିକ ରନ୍ କରିଥିଲେ । ଯାହାକୁ ଆଜି ପର୍ଯ୍ୟନ୍ତ କୌଣସି ବ୍ୟାଟ୍ସମ୍ୟାନ ଅତିକ୍ରମ କରିବାରେ ସଫଳ ହୋଇନାହାନ୍ତି । ସେହିବର୍ଷ କୋହଲି
Read More...

ସରପ୍ରାଇଜ୍ ଦେବେ ଚହଲ, ଜାଣନ୍ତୁ କ’ଣ

ମୁମ୍ବାଇ : ଭାରତୀୟ କ୍ରିକେଟ ଦଳର ଲେଗ୍ ସ୍ପିନର ୟୁଜେବେନ୍ଦ୍ର ଚହଲ ଖୁବଶୀଘ୍ର ତାଙ୍କର ପ୍ରଶଂସକମାନଙ୍କୁ ଏକ ସରପ୍ରାଇଜ୍ ଦେବାକୁ ଯୋଜନା କରିଛନ୍ତି । ତେବେ ଏହା ଖେଳ ସଂପର୍କରେ ନୁହେଁ, ବ୍ୟକ୍ତିଗତ ସଂପର୍କରେ । ସେ ହଠାତ୍ ଯେକୌଣସି ଏକ ଦିନ ତାଙ୍କର ବିବାହ ଯୋଜନା ଘୋଷଣା କରିପାରନ୍ତି ।
Read More...

କରୋନା: କ୍ରିକେଟରଙ୍କୁ କଲା କରାଟେ ଖେଳାଳି

ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ ସାରା ଦେଶ ବର୍ତ୍ତମାନ ଲକ୍‌ଡାଉନ୍ । ଖେଳକୁଦ ସବୁ ବନ୍ଦ । ସମସ୍ତ କ୍ରିକେଟର, ଫୁଟବଲ, ଗଲ୍ଫର, କରାଟେ ଖେଳାଳି, ଟେନିସ୍ ଖେଳାଳି ସମସ୍ତେ ସମସ୍ତଙ୍କ ଘରେ କିଏ ନିଜ ପିଲାମାନଙ୍କ ସହ ସମୟ ବିତାଉଛନ୍ତି ତ ଆଉ କିଏ ନିଜ ବାପା, ମା, ଭାଇ ଭଉଣୀମାନଙ୍କ ସହ ସମୟ
Read More...