Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଅଗ୍ନି ବିପନ୍ନଙ୍କୁ ସହାୟତାର ହାତ ବଢ଼ାଇଲେ ଗୋପବନ୍ଧୁ ସେବା ସଂଗଠନ
କିଆକଟା:ଆଠମଲ୍ଲିକ ବ୍ଲକ ଲୁଣହାଣ୍ଡି ପଂଚାୟତ ରାସୋସିଙ୍ଗା ଗ୍ରାମର କୃଷ୍ଣଚନ୍ଦ୍ର ବେହେରା (30) ଙ୍କର ଗତ 16/03/2022ରିଖ ବୁଧବାର ଦିନ କୌଣସି କାରଣ ବଶତଃ ନିଆଁ ଲାଗି ଘର ସହିତ ଅନେକ ଆସବାବ ପତ୍ର ପୋଡି ପାଉଁଶ ହୋଇଯାଇଛି I ଖବର ପାଇ ଗୋପବନ୍ଧୁ ସେବା ସଂଗଠନ ଅନୁଷ୍ଠାନ ପକ୍ଷରୁ ଶୁଖିଲା!-->…
Read More...
Read More...
ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ ସଂପର୍କରେ ଆଲୋଚନା ବୈଠକ
ପୁରୀ:ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ସୌନ୍ଦଯ୍ୟକରଣ ଏବଂ ଶ୍ରଦ୍ଧାଳୁ ମାନଙ୍କ ନିମନ୍ତେ ବିଭିନ୍ନ ସେବା ଓ ସୁବିଧା ଯୋଗାଇ ଦେବା ନିମନ୍ତେ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିନିମନ୍ତେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ ଅଧିନରେ କାର୍ଯ୍ୟ ଯାରି ରହିଛି । ଏ ସଂପର୍କିତ ସୂଚନା ଜିଲ୍ଲା!-->…
Read More...
Read More...
ଜାକେଡ଼ା ଗ୍ରାମର ସବର୍ଣ୍ଣ ଓ ଅସବର୍ଣ୍ଣ ବିବାଦ,ଶାନ୍ତି କମିଟି ବୈଠକରେ ସମାଧାନ କଲେ ଜିଲ୍ଲାପାଳ
ଦଶପଲ୍ଲା : ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ,ଜାକେଡା ଗ୍ରାମରେ ସବର୍ଣ୍ଣ ଓ ଅସବର୍ଣ୍ଣଙ୍କ ମଧ୍ୟରେ ବହୁଦିନରୁ ମନାନ୍ତର ଏବଂ ମତାନ୍ତର ଲାଗି ରହିଥିବାରୁ ଏହାର ଆପୋଷ ବୁଝାମଣା ନିମନ୍ତେ ଜିଲ୍ଲାପାଳ ଡା.ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଏକ ଶାନ୍ତିକମିଟି!-->…
Read More...
Read More...
ପୋଖରୀ ଉପରେ ରେଳରାସ୍ତା ନିର୍ମାଣକୁ ଗ୍ରାମବାସୀଙ୍କ ବିରୋଧ ପ୍ରସଙ୍ଗ, ସ୍ଥିତି ପରଖିଲେ ଜିଲ୍ଲାପାଳ ଓ ରେଳ ଅଧିକାରୀ
ବୌଦ୍ଧ,୧୭/୩: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ବିରାମଚନ୍ଦ୍ରପୁର ଗ୍ରାମର ପୋଖରୀ ଉପରେ ରେଳରାସ୍ତା ନିର୍ମାଣକୁ ବିରୋଧକରି ଗ୍ରାମବାସୀ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେବାପରେ ଗୁରୁବାର ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଓ ରେଳ ବିଭାଜର ଡେପୁଟି ଚିପ୍ ଇଞ୍ଜିନିୟର ଆର. କେ. ମହାନ୍ତ,ି!-->…
Read More...
Read More...
ସହକାରୀ ଯନ୍ତ୍ରୀଙ୍କୁ ମରଣାତ୍ମକ ଆକ୍ରମଣ ଘଟଣାରେ ଜଣେ ଗିରଫ, ମୁଖ୍ୟ ଅଭିଯୁକ୍ତକୁ ଗିରଫ ଦାବିରେ ଜିଲ୍ଲାର ତିନି ବ୍ଲକ…
ବୌଦ୍ଧ,୧୭/୩: ବୁଧବାର କଂଟାମାଳ ବ୍ଲକରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ସ୍ମୃତି ରଂଜନ ସେଠୀଙ୍କୁ ବରଗୋଛା ଗ୍ରାମର ଶାନ୍ତନୁ ଥାଟୀ ଓ ତାର କେତେକ ସହଯୋଗୀ ମରଣାତ୍ମକ ଆକ୍ରମଣ କରିବା ଘଟଣାକୁ ନେଇ ଗୁରୁବାର ଜିଲ୍ଲାର ତିନି ବ୍ଲକର କର୍ମଚାରୀମାନେ କଲମଛାଡ ଆନ୍ଦୋଳନ କରି ନିଜ ନିଜର ବ୍ଲକ!-->…
Read More...
Read More...
ବୌଦ୍ଧ ଜିଲ୍ଲାସ୍ତରୀୟ ୩ ଦିନିଆ ସ୍କାଉଟ ଗାଇଡ଼ କ୍ୟାଂପୋରି ଶିବିର ଉଦଯାପିତ
ବୌଦ୍ଧ/ଜହ୍ନ ।ପଙ୍କ,୧୭/୩: ଜିଲ୍ଲା ଶିକ୍ଷା ବିଭାଗ ଆନୁକୂଲ୍ୟରେ ବୌଦ୍ଧବ୍ଳକ ଅନ୍ତର୍ଗତ ବୁଢ଼ୀପଦର ପୂର୍ଣ୍ଣଚନ୍ଦ୍ର ଼ଉଚ୍ଚବିଦ୍ୟାଳୟ ପରିସରରେ ୩ ଦିନିଆ ଜିଲ୍ଲା ସ୍କାଉଟ ଗାଇଡ଼ କ୍ୟାଂପୋରି ଶିବିର ଗୁରୁବାର ଉଦଯାପିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରଧାନଶିକ୍ଷକ ପରିଡ଼ାଙ୍କ ଅଧ୍ୟକ୍ଷତାରେ!-->…
Read More...
Read More...
ନବ ନିର୍ବାଚିତ ପ୍ରତିନିଧିଙ୍କ ଶପଥପାଠ ଓ ସମ୍ବର୍ଦ୍ଧନା ଉତ୍ସବ
ଚଣ୍ଡିଖୋଲ: ବଡଚଣା ବ୍ଲକ ଅନ୍ତର୍ଗତ ସୁଙ୍ଗୁଡା ପଂଚାୟତ ନବ ନିର୍ବାଚିତ ପ୍ରତିନିଧିଙ୍କ ଶପଥପାଠ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସରପଞ୍ଚ ଅଞ୍ଜୁଲତା ସ୍ୱାଇଁ ଓ ତାଙ୍କ ସମର୍ଥକମାନେ ଏକ ବିରାଟ ଶୋଭାଯାତ୍ରାରେ ପଂଚାୟତ ପରିକ୍ରମା କରିଥିଲେ । ଚଣ୍ଡିଖୋଲ ସ୍ଥିତ ପଂଚାୟତ!-->…
Read More...
Read More...
ବାଲୁକା କଳା ମାଧ୍ୟମରେ ହୋଲି ପର୍ବର ଶୁଭେଚ୍ଛା
ପୁରୀ : ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଏଥର ଓଡିଶାର ପୁରାତନ ଓଡିଶୀ ଶୈଳୀର ଆର୍ଟ ଫର୍ମ ରାଧା କୃଷ୍ଣଙ୍କ ହୋଲି ଖେଳର ଦୃଶ୍ୟ ନିଜ ବାଲୁକା କଳା ମାଧ୍ୟମରେ ନିର୍ମାଣ କରିଛନ୍ତି । ହୋଲି ଯାହାକି ରଙ୍ଗର ପର୍ବ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କର ପ୍ରିୟ ଖେଳ । ଏହି ବାଲୁକା କଳାଟି!-->…
Read More...
Read More...
ପୌର ନିର୍ବାଚନ ପାଇଁ କଂଗ୍ରେସର ପ୍ରେସ ଇସ୍ତାହାର
ଫୁଲବାଣୀ :ଆଜି ଫୁଲବାଣୀ ଜିଲ୍ଲା ପ୍ରେସ କ୍ଲବଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ନଗର କଂଗ୍ରେସ ପକ୍ଷରୁ ନିର୍ବାଚନ ଇସ୍ତାହାର ସମସ୍ତ ଗଣମାଧ୍ୟମ ପ୍ରଦାନ କରାଯାଇଛି । ଫୁଲବାଣୀ ନଗର କଂଗ୍ରେସ୍ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଅଧ୍ୟକ୍ଷା ପ୍ରାର୍ଥିନୀ ସବିତା ମହାନ୍ତି ଜିତିବା ପରେ ସହରର!-->…
Read More...
Read More...
ଜିଲ୍ଲାସ୍ତରୀୟ ଯୁବ ପଡୋଶ ସାଂସଦ କାର୍ଯ୍ୟକ୍ରମ
ସୁବର୍ଣ୍ଣପୁର: ନେହେରୁ ଯୁବ କେନ୍ଦ୍ର ସୋନପୁର ଆନୁକୂଲ୍ୟରେ ଜିଲ୍ଳାସ୍ତରୀୟ ଯୁବ ପଡୋଶ ସାଂସଦ କାର୍ଯ୍ୟକ୍ରମ ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଯୁବକ ଯୁବତୀମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ଓ ଆଇନ ବିଷୟରେ ରିସୋର୍ସ!-->…
Read More...
Read More...