Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କନ୍ଧମାଳ ଜିଲ୍ଲା ମୁଖ୍ୟ କାରାଗାରରେ ଜଣେ ସଜା କାଟୁଥିବା କଏଦୀର ମୃତ୍ୟୁ
ଫୁଲବାଣୀ,୧୩/୨:- କନ୍ଧମାଳ ଜିଲ୍ଲା ସଦର ମହକୁମା ମୁଖ୍ୟ କାରାଗାରରେ ସଜାକାଟୁଥିବା ଜଣେ କଏଦୀଙ୍କ ଦେହ ଅସୁସ୍ଥତା ଯୋଗୁଁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ କଏଦୀଙ୍କ ନାମ କାହ୍ନୁଚରଣ ପ୍ରଧାନ । ୧୦/୭/୧୬ ମସିହାରେ ଦାରିଙ୍ଗବାଡ଼ି ବ୍ଲକର କିରାମହାରେ ମଡ଼ର ମାମଲାରେ ଜେଲରେ ସଜା!-->…
Read More...
Read More...
ବିଶ୍ୱ ରେଡିଓ ଦିବସ ଅବସରରେ ନିଆରା କଳାକୃତି
ପୁରୀ,୧୩/୨- ବିଶ୍ୱ ରେଡିଓ ଦିବସ ଅବସରରେ ୧୧ ଶହ ଦିଆସିଲି କାଠିରେ ପୁରୁଣା ରେଡିଓ ମଡେଲ ପ୍ରତିକୃତିକୁ ତିଆରି କରିଛନ୍ତି ପୁରୀ କୁମ୍ଭାରପଡାର ବାସିନ୍ଦା ସୁଦର୍ଶନ ସାହୁଙ୍କ ପୁଅ ୧୯ ବର୍ଷୀୟ ଶାଶ୍ୱତ ରଂଜନ ସାହୁ । ଦିଆସିଲି କାଠିରେ ରେଡ଼ିଓ ପ୍ରତିକୃତି ତିଆରି କରିବାକୁ ଶାଶ୍ୱତଙ୍କୁ ୩ ଦିନ!-->…
Read More...
Read More...
ଲୋକାର୍ପିତ ହେଲା କିଶୋରୀ ଯୌନ ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଗୀତ
ଘୁ.ଉଦୟଗିରି,୧୩/୨: କିଶୋରୀ ସ୍ୱାସ୍ଥ୍ୟ ଓ ଅଧିକାର ସମ୍ବନ୍ଧୀୟ ଏକ ସଚେତନତା ବାର୍ତ୍ତା ଗୀତ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମନୋଜ ଉପାଧ୍ୟାୟଙ୍କ ଦ୍ୱାରା ଆନ୍ତର୍ଜାତୀୟ ସଂସ୍ଥା ସେଭ ଦି ଚିଲଡ୍ରେନ ଦ୍ୱାରା ପ୍ରସ୍ତୁତ କରାଯାଇ ଲୋକାର୍ପିତ କରାଯାଇଛି ।!-->…
Read More...
Read More...
ଫିଟ ଇଣ୍ଡିଆ କାର୍ଯ୍ୟକ୍ରମ
ଗଜପତି,୧୩/୨- ଗଜପତି ଜିଲ୍ଲା ଗୁମ୍ମା ବ୍ଳକ ପଦ୍ମପୁରସ୍ଥିତ ବିନୋଦିନି ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନା ଓ ନେହେରୁ ଯୁବକେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଫିଟ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ!-->…
Read More...
Read More...
କନ୍ଧମାଳକୁ ଲେଉଟିଲା ଶୀତ;ପୁଣି ଦାରିଙ୍ଗବାଡ଼ି ତୁଷାର ପାତ
ବାଲିଗୁଡ଼ା: ରାଜ୍ୟରେ ବାରମ୍ବାର ପାଣିପାଗର ମିଜାଜ ବଦଳିବା ଯୋଗୁଁ ଶୀତ ଓ ବର୍ଷାର ଲୁଚକାଳି ଖେଳ ଚାଲିଥିଲା । ବର୍ତ୍ତମାନ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ପ୍ରକାରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଇଁ ଶୁଖିଲା ରହିବ ଓ ରାତିର ତାପମାତ୍ରା ସାମାନ୍ୟ କମିବ ବୋଲି ଆକଳନ ହୋଇଛି ।!-->…
Read More...
Read More...
କୁହୁଡ଼ି ହେଲା କାଳ;ଭାରସାମ୍ୟ ହରାଇ କାର୍ ଦୁର୍ଘଟଣା, ୩ ଆହତ
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡୁଲୁରୀ ବୁଲାଣିରେ ଶନିବାର ବିଳମ୍ବିତ ରାତିରେ ଏକ ହ୍ୟୁଣ୍ଡାଇ ଏକସେଣ୍ଟ କାର ଦାରିଙ୍ଗବାଡ଼ି ପଟୁ ବ୍ରାହ୍ମଣୀଗାଁ ରାସ୍ତାରେ ଯାଉଥିବା ସମୟରେ ଘନ କୁହୁଡ଼ି ଯୋଗୁଁ ବୁଲାଣିରେ ଡ୍ରାଇଭର ଜଣକ ଭାରସାମ୍ୟ ହରାଇବାରୁ ରାସ୍ତାରୁ ଖସି!-->…
Read More...
Read More...
ବୈଜ୍ଞାନିକ ପଦ୍ଧତିରେ ଫୁଲକୋବି ଚାଷ, ବାର୍ଷିକ ଲକ୍ଷାଧିକ ଟଙ୍କା ଆୟକରି ସ୍ୱାବଲମ୍ବୀ ହୋଇପାରିଛନ୍ତି ଚାଷୀ
ଘୁ.ଉଦୟଗିରି,୧୩/୨: କନ୍ଧମାଳ ଜିଲ୍ଲାରେ ପ୍ରାୟତଃ ଚାଷୀମାନେ ବିଭିନ୍ନ ପରିବା ଚାଷ କରିଥାନ୍ତି ।ପ୍ରାୟ ପରିବା ଚାଷ ଜୈବିକ ପଦ୍ଧତିରେ କରାଯାଇଥାଏ । ବିନ୍ସ, ଗ୍ରୀନ ମଟର, ଟମାଟୋ, ଫଳକୋବି,ବନ୍ଧାକୋବି ,ଫୁଲକୋବି ଏବଂ ବାଇଗଣ ଭଳି ପରିବା ଚାଷ କରି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି ।!-->…
Read More...
Read More...
ମର୍ମନ୍ତୁଦ ସଡକ ଦୁର୍ଘଟଣା ;୪ ମୃତ, ୪ଗୁରୁତର
ଫୁଲବାଣୀ: ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଲାହାବାଡି ବୁଲାଣି ରାସ୍ତାରେ ଘଟିଛି । ଘଟଣା ସ୍ଥଳରେ ସ୍ଥଳରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କ ଫୁଲବାଣୀ ମେଡ଼ିକାଲରେ ମୃତ୍ୟୁ ହୋଇଥବା ସୂଚନା ମିଳିଛି । ସୂଚନା ଅନୁସାରେ ବିଳମ୍ବିତ ରାତିରେ ଫୁଲବାଣୀ!-->…
Read More...
Read More...
ରାଜ୍ୟରେ ଖସୁଛି ସଂକ୍ରମଣ
ଭୁବନେଶ୍ୱର : ଗତ ୨୪ ଘଣ୍ଟା ମଧ୍ୟରେ ୧୧୪୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୭୭୨୬୨ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା!-->…
Read More...
Read More...
୬ ନମ୍ବର ଜୋନ୍ ଜିଲ୍ଲା ପରିଷଦ ପ୍ରାର୍ଥିନୀଙ୍କ ପାଇଁ ବିଜେପିର ମାରାଥନ୍ ପ୍ରଚାର
ବୌଦ୍ଧ,୧୨/୨- ଆଜି ବୌଦ୍ଧଜିଲ୍ଲା ୬ ନମ୍ବର ଜୋନ୍ ଜିଲ୍ଲା ପରିଷଦ ପ୍ରାର୍ଥିନୀଙ୍କ ଶ୍ରୀମତି ସନ୍ତୋଷିଣୀ ମହାକୁଡ ଙ୍କ ପାଇଁ ବିଜେପି ଘରକୁ ଘର ବୁଲି ପ୍ରଚାର ଜୋରଦାର କରିଛି । ପ୍ରାର୍ଥିନୀଙ୍କ ସହିତ ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତି, ଦଳର ବରିଷ୍ଠନେତା ମାଗୁଣି ଗାଇଗୌରିଆ, ନବୀନ ହୋତା,!-->…
Read More...
Read More...