Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
୨୭ରେ ଓଡିଶା ଆସିବେ ଆପ୍ ରାଜ୍ୟ ପ୍ରଭାରୀ ସଞ୍ଜୟ ସିଂହ
ଭୁବନେଶ୍ୱର : ଓଡ଼ିଶା ପ୍ରଭାରୀ ତଥା ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତା ସାଂସଦ ଶ୍ରୀ ସଞ୍ଜୟ ସିଂହ ଅକ୍ଟୋବର ୨୭ ଏବଂ ୨୮ ଦୁଇଦିନ ଓଡ଼ିଶା ଗ୍ରସ୍ତରେ ଆସିବେ । ୨୭ ତାରିଖ ଦିନ ଭୁବନେଶ୍ୱରରେ ଲୋହିଆ ଏକାଡେମୀରେ ଦଳର ନେତୃମଣ୍ଡଳୀ ସହିତ ଆଗାମୀ ଫଚାୟତ ନିର୍ବାଚନ ସମ୍ପର୍କରେ ବୈଠକ କରିବେ ।!-->…
Read More...
Read More...
ଟୋଲ୍ ଗେଟ୍ ନିକଟରେ ଧାରଣା ଦେଲେ ବେକାର ଯୁବକ
ଦଶପଲ୍ଲା : କରୋନା ମାଡରେ ଆକ୍ତାମାକ୍ତ, ଦଶପଲ୍ଲା ଅଂଚଳରେ ଦିନକୁ ଦିନ ବଢ଼ିଚାଲିଛି ବେକାର୍ ଓ ଶିକ୍ଷିତ ବେକାରଙ୍କ ସଂଖ୍ୟା । କିଏ ଚାକିରି ନ ପାଇ ଦାଦନ ଯାଉଛି ତ ପୁଣି କିଏ ବେକାର ହୋଇ ବାପା , ମା’ଙ୍କ ଉପରେ ବୋଝ ସାଜିଛି । ଏଭଳି ସ୍ଥିତିରେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ!-->…
Read More...
Read More...
ରାଜସ୍ଥାନରେ ସ୍ତ୍ରୀକୁ ବିକି ଦେଇଥିଲା ସ୍ୱାମୀ : ଯୁବତୀ ଉଦ୍ଧାର, ଜେଲ ଗଲେ ଯୁବକ
ପାଟଣାଗଡ଼ : ପାଟଣାଗଡ଼ ଉପଖଣ୍ଡ ବେଲପଡା ଥାନା ସୁଲେକେଲା ଗାଁର ଧ୍ରୁବ ରଣାର ପୁଅ ରାଜେଶ ରଣା ଗତ କିଛି ଦିନ ତଳେ ସଇଁତଳା ଥାନା ଟିକ୍ରାପଡା ଗାଁର ସଂକୀର୍ତ୍ତନ ରଣାଙ୍କ ଝିଅ ଭାରତୀକୁ ପ୍ରେମ ବିବାହ କରିଥିଲା । ବିବାହର ତିନି ମାସ ପରେ ଜୁଲାଇ ମାସରେ ଦୁହେଁ ଇଟା ଗଢିବା ପାଇଁ ଯାଉଛୁ କହି!-->…
Read More...
Read More...
ଓଡିଶା ସାମ୍ବାଦିକ ସଂଘ କନ୍ଧମାଳ ଶାଖାର ସାଧାରଣ ପରିଷଦ ବୈଠକ
ଫୁଲବାଣୀ : ସ୍ଥାନୀୟ ଜିଲ୍ଲା ସାମ୍ବାଦିକ ଭବନ ଠାରେ ଓଡିଶା ସାମ୍ବାଦିକ ସଂଘ କନ୍ଧମାଳ ଶାଖାର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ମୁଖ୍ୟ ଅତିଥିଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ବୈଠକରେ ଜିଲ୍ଲା ସଭାପତି ରାଧାମୋହନ!-->…
Read More...
Read More...
ମାଗଣା ଶିକ୍ଷା ପ୍ରଦାନ କରୁଥିବା ଶିକ୍ଷକଶିକ୍ଷୟିତ୍ରୀଙ୍କୁ ତାଲିମ ପ୍ରଦାନ
ଘୁ.ଉଦୟଗିରି : କରୋନା ମହାମାରୀ ସମୟଠାରୁ ଅଦ୍ୟାବଧିଭାବେ ପିଲାମାନଙ୍କୁ ମାଗଣା ଶିକ୍ଷା ପ୍ରଦାନ କରୁଥିବା ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ଦୁଇ ଦିନ ତାଲିମ ପ୍ରଦାନ କରାଯାଇଛି ।ପିଲାମାନଙ୍କୁ ପାଠପଢ଼ାରେ ଅଭ୍ୟାସ କରେଇବା ପାଇଁ ସହଜ ଉପାୟ ଅବଲମ୍ବନ କରିବା, ଉପଯୁକ୍ତ ଜ୍ଞାନ ପ୍ରଦାନ!-->…
Read More...
Read More...
ପ୍ରାଧିକରଙ୍କ ଦ୍ୱାରା ବିଭିନ୍ନ ଗ୍ରାମରେ ସଚେତନତା ସଭା
ପାରଳାଖେମୁଣ୍ଡି : ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଓ ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ଗତ୨ ତାରିଖ ଠାରୁ ଆରମ୍ଭ ହୋଇଥିବା କ୍ଲିନ ଇଣ୍ଡିଆ ସଚେତନତା କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ୨୨ ତାରିଖରେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ବ୍ୟୋମକେଶ ନାୟକ ନିଜେ!-->…
Read More...
Read More...
ଏବିଭିପି ପକ୍ଷରୁ ନଗର ସମ୍ମିଳନୀ
ନବରଂଗପୁର: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ନବରଙ୍ଗପୁର ତରଫରୁ ଦାରୁବନ୍ଧ ସାହି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନଗର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଉପସଭାପତି ଅଧ୍ୟପକ ସୌମେନ୍ଦ୍ର କୁମାର ସ୍ୱାଇଁ ଉପସ୍ଥିତ ହୋଇ ବିଦ୍ୟର୍ଥୀ ପରିଷଦର!-->…
Read More...
Read More...
ଖୁବ ଶୀଘ୍ର ଜୟପୁର ଏୟାରପୋର୍ଟର କାର୍ଯ୍ୟ ଶେଷ ହେବ,ସୂଚନା ଦେଲେ ଜିଲ୍ଲାପାଳ
କୋରାପୁଟ : ଖୁବ ଶୀଘ୍ର ଜୟପୁର ଏୟାରପୋର୍ଟର କାର୍ଯ୍ୟ ଶେଷ ହେବ। ଆପ୍ରୋଚ ରୋଡ୍, ପୁଲିସ ଓ ସିକ୍ୟୁରିଟି ଗାର୍ଡମାନଙ୍କର ବାରାକ କାର୍ଯ୍ୟ ଜୋରସୋରରେ ଚାଲିଛି। ଆସନ୍ତା ଦେଢରୁ ଦୁଇ ମାସରେ ଏସବୁ କାର୍ଯ୍ୟ ଶେଷ ହେବ। ଜୟପୁର ଏୟାରପୋର୍ଟର କାର୍ଯ୍ୟକାରିତା ଓ ଚାଲିଥିବା କାର୍ଯ୍ୟର ଅଗ୍ରଗତିକୁ!-->…
Read More...
Read More...
୧୦% କମ୍ ବର୍ଷା କରାଇ ଓଡିଶାରୁ ବିଦାୟ ନେଲା ମୌସୁମୀ
ଭୁବନେଶ୍ୱର: ଓଡିଶାରୁ ସଂପୂର୍ଣ୍ଣ ବିଦାୟ ନେଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ପୂର୍ବ ଆକଳନ ଅନୁସାରେ ଓଡିଶାରୁ ମୌସୁମୀ ବାୟୁ ଫେରିଯାଇଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଆସନ୍ତା ୨୬ ତାରିଖରେ ସାରା ଦେଶରୁ ମୌସୁମୀ ଫେରିବ ।ଦକ୍ଷିଣ ପଶ୍ଚିମ!-->…
Read More...
Read More...
ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର
ପାଟଣାଗଡ : ଖପ୍ରାଖୋଲ ଥାନା ଘୁଚାପାଳି ଗ୍ରାମର ବସନ୍ତ ରଣା (୨୩) ମଙ୍ଗଳବାର ଦିନ ନିଖୋଜ ହୋଇଯାଇଥିଲେ। ଏନେଇ ଥାନାରେ ଗୁରୁବାର ଦିନ ଆଭିଯୋଗ ହୋଇଥିଲା । ଉକ୍ତ ଘଟଣାରେ ଖପ୍ରାଖୋଲ ପୋଲିସ ଶୁକ୍ରବାର ରାତି ସମୟରେ ଲାଠୋର ଥାନା ଅର୍ନ୍ତଗତ ଶୁଳିଆବାହାଳ ଗ୍ରାମର ଜଙ୍ଗଲରୁ ଗଳିତ ଶବକୁ ଉଦ୍ଧାର!-->…
Read More...
Read More...