Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବାରିପଦାରେ ମାଡ ଘଟଣାର ଭଦ୍ରକ ବିଜେପି ପକ୍ଷରୁ ପ୍ରତିବାଦ
ଭଦ୍ରକ : ମମିତା ମେହେର ହତ୍ୟା ଘଟଣାରେ ମନ୍ତ୍ରୀଙ୍କ ଗିରଫ ଦାବି ଓ ବାରିପଦାରେ ବିଜେପି କର୍ମୀଙ୍କୁ ପୋଲିସ ସମ୍ମୁଖରେ ମାଡ଼କୁ ବିଜେପିର ନିନ୍ଦା । ଭଦ୍ରକ ଜିଲ୍ଲାର ସମସ୍ତ ଥାନା ସମ୍ମୁଖରେ ଗଣ ଧାରଣା ଦେବା ସହ ପ୍ରତିବାଦ କରିଛି ଭାରତୀୟ ଜନତା ପାର୍ଟି । ଭଦ୍ରକ ଜିଲ୍ଲା ବିଜେପି କହିଛି ଯେ,!-->…
Read More...
Read More...
ଗ୍ରାମାଞ୍ଚଳ ପୋଲିସ ଜବତ କଲା ୩୧୬ ଗ୍ରାମ ବ୍ରାଉନ ସୁଗାର
ଭଦ୍ରକ : ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଆଜି ଧାମରା ରେଲୱେ ଓଭରବ୍ରୀଜ୍ ନିକଟରୁ ୨୦୦ଟି ପୁଡ଼ିଆରେ ଥିବା ୩୧୬ ଗ୍ରାମ ବ୍ରାଉନ୍ସୁଗାର ଜବତ କରିଛି । ସୂଚନା ଅନୁଯାୟୀ ଆଜି ୧୬ ନମ୍ବର ଜାତୀୟ ରାଜପଥର ଚରମ୍ପା ରେଳୱେ ଓଭର ବ୍ରିଜ ନିକଟରେ ସିମାଞ୍ଚଳ ପୋଲିସ ଅଧିକାରୀ ଏବଂ କର୍ମଚାରୀମାନେ!-->…
Read More...
Read More...
ହରଗୌରୀ ଯାତ୍ରା ଅବସରରେ କୁଙ୍କୁମ ପୂଜା
ସୋନପୁର : ସୋନପୁରର ପ୍ରସିଦ୍ଧ ହରଗୌରୀ ଯାତ୍ରାର ଚତୁର୍ଥ ଦିନରେ ଆଧ୍ୟାତ୍ମିକତା ଓ ପରଂପରାର ବହୁ ଆକର୍ଷଣୀୟ କୁଙ୍କୁମ ପୂଜା ଅନୁଷ୍ଠିତ ହୋଇଥିଲା। ଏଥିରେ ସଧବା ମହିଳାମାନେ ଭାଗନେଇ ଶ୍ରୀଯନ୍ତ୍ର ଉପରେ ଶ୍ରୀଗଣେଷଙ୍କୁ ସ୍ଥାପନ କରି ନିଜ ପରିବାରର ଶ୍ରୀବୃଦ୍ଧି ସହ ନିଜ ନିଜର ଶଙ୍ଖା ସିନ୍ଦୁରର!-->…
Read More...
Read More...
ଲୋକଙ୍କର ଜୀବିକା ପାଇଁ ଗଜପତି ପ୍ରଶାସନର ଅହରହ ଉଦ୍ୟମ
ଗଜପତି : 2018 ମସିହାର ତିତିଲି ମହାବାତ୍ୟାରେ ରାୟଗଡ ବ୍ଳକର ଗଙ୍ଗାବାଡ଼ ପଞ୍ଚାୟତର ବାରଘର ଗ୍ରାମ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା । ଏପରି କି ବାତ୍ୟା ଓ ବର୍ଷାରୁ ନିଜକୁ ରକ୍ଷା କରିବାକୁ ଯାଇ 16 ଲୋକଙ୍କର ପ୍ରାଣ ହାନି ଘଟିଥିଲା । ଏହାପରେ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାର ମିଳିତ ଭାବେ!-->…
Read More...
Read More...
କେନ୍ଦୁପତ୍ର ଶ୍ରମିକ କର୍ମଚାରୀ ସଂଘର ସାଧାରଣ ସଭା
ପାଟଣାଗଡ଼ : ପାଟଣାଗଡ଼ କେନ୍ଦୁପତ୍ର ଡିଭିଜନ ଅଧୀନରେ କାର୍ଯ୍ୟରତ ସିଜିନାଲ୍ କର୍ମଚାରୀମାନଙ୍କ୍ ଆହ୍ଵାନକ୍ରମେ କେନ୍ଦୁମୁଣ୍ଡିଠାରେ କେନ୍ଦୁପତ୍ର ଶ୍ରମିକ କର୍ମଚାରୀମାନଙ୍କ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଚନ୍ଦ୍ରମଣି ମଲ୍ଲିକ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କେନ୍ଦୁପତ୍ର ବିଭାଗର!-->…
Read More...
Read More...
ବିଧାୟକଙ୍କ ପଦକ୍ଷେପ,୧୬ବର୍ଷ ପରେ ଜମି ଚିହ୍ନଟ
ବଲାଙ୍ଗୀର : ବସୁନ୍ଧରା ଯୋଜନରେ ୨୬୫ ହିତାଧିକାରୀଙ୍କ ପାଇଁ ଜମି ଚିହ୍ନଟ କରାଗଲା। ଆଗଲପୁର ବ୍ଳକ କୁଟାସିଂହା ଅଞଳର ୨୬୫ ଗରୀବ ଭୂମିହୀନଙ୍କୁ ଚିହ୍ନଟ କରାଯାଇ ୨୦୦୫ ମସିହାରେ ଘରଡିହ ପଟା ଦିଆଯାଇଥିଲା। ପ୍ରଶାସନିକ ସ୍ଥାଣୁତା, ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଅବହେଳା ଓ ସରକାରଙ୍କ ଯୋଜନା!-->…
Read More...
Read More...
ପଦ୍ମଚରଣ ମିଶ୍ରଙ୍କ ସ୍ମୃତିଚାରଣ ସଭା
ଦଶପଲ୍ଲା : ଦଶପଲ୍ଲାର ଅନ୍ୟତମ ବରପୁତ୍ର, ସମାଜସେବୀ ପଦ୍ମଚରଣ ମିଶ୍ରଙ୍କର ଚତୁର୍ଦଶାହ ଦିବସ ଅବସରରେ ୨୨ ତାରିଖ ସଂଧ୍ୟାରେ ଦଶପଲ୍ଲା ମହାବୀର ମନ୍ଦିର ନିକଟସ୍ଥ କଲ୍ୟାଣ ମଣ୍ଡପ ଠାରେ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ସ୍ଵର୍ଗତ ମିଶ୍ରଙ୍କର କନ୍ୟା ଅଧ୍ୟାପିକା ସାଗରିକା!-->…
Read More...
Read More...
କରୋନା ନେଲା ଆଉ ୪ ଜଣଙ୍କ ଜୀବନ
ଭୁବନେଶ୍ୱର : ରାଜ୍ୟରେ ଆଉ ୪ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୨ଜଣ ରହିଥିବା ବେଳେ ପୁରୀ, ଅନୁଗୁଳ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୦୫ ବୃଦ୍ଧି ପାଇଛି । ଏନେଇ ରାଜ୍ୟ!-->…
Read More...
Read More...
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୪୧ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୪୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୫୩ ଜଣ କ୍ୱାରେଣ୍ଟାଇନ୍ରୁ ହୋଇଥିବା ବେଳେ ୧୮୮ ଜଣ ଲୋକାଲ୍ କେସ୍!-->…
Read More...
Read More...
ହରିଶଙ୍କର ପୀଠରେ ସେଲ୍ଫି ଜୋନ୍ ଉଦଘାଟନ
ପାଟଣାଗଡ଼,୨୨/୧୦- ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକରେ ଥିବା ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ହରିଶଙ୍କର ମନ୍ଦିର ପ୍ରାଙ୍ଗଣରେ ଏକ ସେଲ୍ଫି ଜୋନ୍ ନିର୍ମାଣ କରାଯାଇଅଛି । ହରିଶଙ୍କର ପୀଠକୁ ଆସୁଥିବା ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକମାନଙ୍କ ପାଇଁ ସୌନ୍ଦର୍ଯ୍ୟ କରଣ ଓ ଆକର୍ଷଣୀୟ ପାଇଁ ଆଇ!-->…
Read More...
Read More...