Browsing Category

ରାଜ୍ୟ

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା

ପୁରୀ,୨୨/୧୦- ପୁରୀ ଜିଲ୍ଲା ଅଙ୍ଗନୱାଡ଼ି ସୁପରଭାଇଜର ତଥା ପରିଦର୍ଶିକା ଭାବେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛନ୍ତି । ସରକାର ଠିକା କର୍ମଚାରୀଙ୍କୁ ନିୟମିତ କରିବା ନେଇ ଟାଳଟୁଳ ନୀତି ଅବଲମ୍ବନ କରିବା ପରିପ୍ରେକ୍ଷୀରେ
Read More...

ମା ମାହେଶ୍ୱରୀଙ୍କ ଗମ୍ଭୀରା ବିଜେ

ବାଉଁଶୁଣୀ,୨୨/୧୦ - ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଡିମିରିପାଲି କେନ୍ଦ୍ର ଡୁମାଳ ସମାଜ ପକ୍ଷରୁ ପାଳିତ ହେଉଥିବା ମା ମାହେଶ୍ୱରୀଙ୍କ ଛତର ଯାତ୍ରା ବୁଧବାର ଉଦଯାପିତ ହୋଇଯାଇଛି । କୋଭିଡ କଟକଣା ପାଳନ ମଧ୍ୟରେ ଆଶ୍ୱିନ ପୂର୍ଣ୍ଣିମା ଅବସରରେ ସମାଜର ପରମ୍ପରା ଅନୁଯାୟୀ ମାଙ୍କ ସମସ୍ତ ପୂଜା ରୀତିନୀତି
Read More...

ଦାବି ପୂରଣ ନହେଲେ ଆସନ୍ତା ନଭେମ୍ବର ୧୦ରେ ନାଗରିକ କମିଟିର ଆନ୍ଦୋଳନ ଚେତାବନୀ

ବୌଦ୍ଧ,୨୨/୧୦ – ଆଜି ବୌଦ୍ଧ ନାଗରିକ କମିଟିର ଏକ ସାଧାରଣ ବୈଠକ ମାତଙ୍ଗେଶ୍ୱର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବୌଦ୍ଧଜିଲ୍ଲାକୁ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ (ଆରଡିସି)ରେ ସାମିଲ କରିବା, ବୌଦ୍ଧଗଡ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ପୌରପରିଷଦର ମାନ୍ୟତା ଦେବା ଏବଂ ୨ବର୍ଷ
Read More...

ଭାରସାମ୍ୟ ହରାଇ କାର ଦୁର୍ଘଟଣାଗ୍ରସ୍ତ, ଜଣେ ଗୁରୁତର

ବାଉଁଶୁଣୀ,୨୨/୧୦ - ବୌଦ୍ଧବ୍ଲକ ପଲସପାଟ ଛକ ଠାରେ ରାଜ୍ୟ ବାହାର ଅଞ୍ଚଳର ଏକ କାର ଶୁକ୍ରବାର (ଜିଜେ ୦୧- ଆରଏମ -୨୬୫୪) ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣେ ଗୁରୁତର ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଗୁଜରାଟ ରାଜ୍ୟର ତିନିଜଣ ଯୁବକ ଏକ କାରରେ ରାୟପୁରରୁ ବ୍ରହ୍ମପୁର
Read More...

ନାହିଁ ନାହିଁରେ ଚାଲିଛି ସରକାରୀ ହୋମିଓପ୍ୟାଥିକ ଚିକିତ୍ସାଳୟ

ଗଜପତି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଟାଉନ ହଲ ନିକଟରେ ଥିବା ଏକ ସ୍କୁଲ ରୁମରେ ଚାଲିଛି ସରକାରୀ ହୋମିଓପ୍ୟାଥିକ ଚିକିତ୍ସାଳୟ । ଏଥି ପୂର୍ବରୁ ଟାଉନ ହଲ ନିକଟରେ ଥିବା ଏକ ପୌର ପରିଷଦର କ୍ୱାଟରରେ ସରକାରୀ ହୋମିଓପ୍ୟାଥିକ କାର୍ଯ୍ୟାଳୟ ଚାଲୁଥିଲା। ପୌର ପରିଷଦ କ୍ୱାଟରଟିର
Read More...

ବିଧାୟକଙ୍କ ଦ୍ୱାରା ସହିଦ ବିଭୁଧେନ୍ଦ୍ର ବିଶ୍ୱାଳ ମାର୍ଗ ଉନ୍ମୋଚିତ

ଜହ୍ନାପଙ୍କ : ସହୀଦ ସପ୍ତାହ ଅବସରରେ ଆଜି ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜହ୍ନାପଙ୍କ-ଖମାରିପଡା ପୂର୍ତ୍ତ ବିଭାଗ ରାସ୍ତାରୁ ପୂର୍ଣ୍ଣଚନ୍ଦ୍ର ହାଇସ୍କୁଲ ଛକରୁ ପଦ୍ମନପୁର ଗ୍ରାମକୁ ଯାଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ରାସ୍ତାକୁ ୨୦୦୮ ମସିହାରେ ସ୍ୱାମୀ
Read More...

ଠକେଇ ମାମଲାରେ ଜଡିବୁଟି ବ୍ୟବସାୟୀ ଥାନାରେ ଅଟକ

ଫୁଲବାଣୀ: ଜଡିବୁଟି ଔଷଧ ଦେବା ଲାଗି କହି ଫୁଲବାଣୀ ସହରର ଜଣେ ଜଣାଶୁଣା ଶିକ୍ଷିତ ବ୍ୟକ୍ତିଙ୍କଠାରୁ ୩ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଠକେଇ କରି ନେଇଥିବା ଫୁଲବାଣୀ ଟାଉନଥାନାରେ ଅଭିଯୋଗ ହେବା ପରେ ପୋଲିସ ସୁନୀଲ ନାମକ ଜଣେ ଜଡିବୁଟି ବ୍ୟବସାୟୀକୁ ଅଟକ ରଖି ପଚରା ଉଚୁରା କରୁଛି । ତାର ଟାଟା ସୁମୋ
Read More...

ମନୀଷ ଅନୁରାଗ ମୃତ୍ୟୁ ମାମଲା : କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ

ଭୁବନେଶ୍ବର : ବହୁ ଚର୍ଚ୍ଚିତ ମନୀ ଅନୁରାଗ ମୃତ୍ୟୁ ମାମଲାରେ ନିଲମ୍ବିତ ହେଲେ କନେଷ୍ଟବଳ ପ୍ରସନ୍ନ ବେହେରା । ଭୁବନେଶ୍ବର କମିଶନରେଟ୍ ହାବିଲଦାର ଓ କନେଷ୍ଟବଳ ସଂଘର ସଭାପତି ହେଉଛନ୍ତି ପ୍ରସନ୍ନ । ମନୀଷ ମୃତ୍ୟୁ ମାମଲାର ତଦନ୍ତ ଆଧାରରେ ଡିସିପି ନିଲମ୍ବିତ କରିଛନ୍ତି । ବିଳମ୍ବିତ ରାତି ଯାଏଁ
Read More...

ଜିଲ୍ଲା ବିଜେପିର ମିଶ୍ରଣ ପର୍ବ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଜିଲ୍ଲା ବିଜେପି କାର୍ଯ୍ୟାଳୟଠାରେ ଆଜି ପାରଳା ବିଧାୟକ ତଥା ବିଜେଡି ଜିଲ୍ଲା ସଭାପତି କେ.ନାରାୟଣ ରାଓଙ୍କ ଅଧ୍ୟକ୍ଷତାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣ ପର୍ବରେ କାଶୀନଗର ବ୍ଳକର ପାର୍ତ୍ତଡ଼ା ଗ୍ରାମ
Read More...

ମମିତା ପରିବାର ବର୍ଗକୁ ଭେଟି ସମବେଦନା ଜଣାଇଲେ ମହିଳା କଂଗ୍ରେସ ଟିମ

କଣ୍ଟାବାଞ୍ଜି,୨୨/୧୦ - ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମମିତା ମେହେର ପରିବାରବର୍ଗକୁ ଭେଟି ସମବେଦନା ଜଣାଇବା ସହିତ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ୫ ଜଣିଆ ମହିଳା କଂଗ୍ରେସ ଟିମ । ମହାଲିଙ୍ଗ ସନସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହେରକୁ ରହସ୍ୟମୟ
Read More...