Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବୌଦ୍ଧ: ଜିଲ୍ଲାର ପ୍ରମୁଖ ସ୍ଥାନରେ ଦୋକାନ ବଜାର ସଂପୂର୍ଣ୍ଣ ବନ୍ଦ
ବୌଦ୍ଧ,୨୬/୨ - ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ ଆଜି ଦିଆଯାଇଥିବା ଭାରତ ବନ୍ଦର ପ୍ରଭାବ ସମଗ୍ର ବୌଦ୍ଧଜିଲ୍ଲାରେ ଦେଖିବାକୁ ମିଳିଛି । ଜିଲ୍ଲାର ପ୍ରମୁଖ ବଜାରସ୍ଥଳ ଗୁଡିକରେ ସମସ୍ତ ଦୋକାନ ବଜାର ଓ ବ୍ୟବସାୟୀକ ପ୍ରତିଷ୍ଠାନ ଗୁଡିକ ବନ୍ଦଥିବା ଦେଖିବାକୁ ମିଳିଛି । ବନ୍ଦକୁ ବୌଦ୍ଧ!-->…
Read More...
Read More...
ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଅଭିଯୋଗ, ଘଟଣାସ୍ଥଳରୁ ଶବ ଉଦ୍ଧାର କରି ପୋଲିସ୍ ଓ ବନବିଭାଗ ତଦନ୍ତ ଆରମ୍ଭ
ବାଲିଗୁଡ଼ା,୨୫/୨: କନ୍ଧମାଳ ଜିଲା ତୁମୁଡିବନ୍ଧ ବନାଞ୍ଚଳର ସିର୍ଲା ଗ୍ରାମପଂଚାୟତରେ ହାତୀ ଆକ୍ରମଣରେ ଜଣକର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ସିର୍ଲା ପଂଚାୟତ ଟାଇପଡା ଗ୍ରାମର ଶୁକଲା ପାଟମାଝୀ । ଗତ ତିନି ଦିନ ହେଲା ସିର୍ଲା ଅଂଚଳର ଟାଇପଡା ଅଂଚଳରେ ହାତୀ ଆତଙ୍କ ଦେଖାଦେଇଥିଲା । ତେବେ!-->…
Read More...
Read More...
ସ୍କୁଲ୍ ବନ୍ଦ ନେଇ ଗ୍ରାମବାସୀଙ୍କ ଅସନ୍ତୋଷ ଛାତ୍ରଛାତ୍ରୀଙ୍କୁ ସାଙ୍ଗରେ ନେଇ ବିଡ଼ିଓଙ୍କ ନିକଟରେ ପହଁଚିଲେ ଅଭିଭାବକ ଓ…
ବାଲିଗୁଡ଼ା,୨୫/୨: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ସେନାପଡ଼ି ପ୍ରାଥମିକ ବିଦ୍ୟାଳୟ ବନ୍ଦକୁ ଅଭିଭାବକ ଓ ଗ୍ରାମବାସୀଙ୍କ ବିରୋଧ । ବିଦ୍ୟାଳୟ ଖୋଲିବା ନେଇ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ ପରେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣଶି ସୁଫଳ ମିଳିନଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ ।!-->…
Read More...
Read More...
ରାସ୍ତା ପାର୍ ହେବାବେଳେ ଟ୍ରକ ଧକ୍କାରେ ଯୁବକ ଗୁରୁତର
ବୌଦ୍ଧ,୨୫/୨ – ଜାତୀୟ ରାଜପଥ ନମ୍ବର ୫୭ର ପୁରୁଣାକଟକ ଥାନା ଲଇଗାଁ ଛକ ନିକଟରେ ଗତକାଲି ରାତି ପ୍ରାୟ ୯ଟା ସମୟରେ ରାସ୍ତା ପାର ହେବା ବେଳେ ଜଣେ ଯୁବକଙ୍କୁ ଏକ ଅଜଣା ଟ୍ରକ ଧକ୍କା ଦେବା ଫଳରେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ନୟାଗଡ ଜିଲ୍ଲା ଦଶପଲାର ଜଣେ ଯୁବକ!-->…
Read More...
Read More...
ମିକ୍ସଚର ମେସିନରେ ହାତକଟି ଅପରେଟର ଗୁରୁତର
ବୌଦ୍ଧ,୨୫/୨ – ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ବାମଣ୍ଡା ଗ୍ରାମ ପଞ୍ଚାୟତ ପନଖିମାଲ ଠାରେ ଗତକାଲି ଗୃହନିର୍ମାଣ କାର୍ଯ୍ୟରେ ଲାଗିଥିବା ଗୋଟିଏ କଙ୍କ୍ରିଟ ମିକ୍ସଚର ମେସିନରେ ହାତଲାଗି କଟିଯିବାରୁ ମେସିନ୍ ଅପରେଟର ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ହରଭଙ୍ଗା ବ୍ଲକ!-->…
Read More...
Read More...
ଫେବ୍ରୁଆରୀ ୨୬ରେ ଭାରତ ବନ୍ଦ
ବୌଦ୍ଧ,୨୫/୨ - ଜି.ଏସ.ଟି. ସରଳୀକରଣ, ଇ. କମର୍ସ ଉଚ୍ଛେଦ ଓ ଖାଦ୍ୟ ନିରାପତ୍ତାମାନ ଆଇନ୍ରେ ଥିବା କଠୋର ଜୋରିମାନା ବ୍ୟବସ୍ଥା ସଂଶୋଧନ ଦାବିରେ ସର୍ବଭାରତୀୟ ବ୍ୟବସାୟୀ ସଂଘ ଆସନ୍ତାକାଲି ଅର୍ଥାତ୍ ଫେବ୍ରୁଆରୀ ୨୬ ତାରିଖରେ ଭାରତ ବନ୍ଦ ଡାକରା ଦେଇଛି । ଏ ବନ୍ଦ ଡାକରାକୁ ଓଡିଶା ବ୍ୟବସାୟୀ!-->…
Read More...
Read More...
ଅହେତୁକ ତୈଳଦର ବୃଦ୍ଧି ପ୍ରତିବାଦରେ ଜିଲ୍ଲା ଯୁବ କଂଗ୍ରେସର ବାଇକ ଶୋଭାଯାତ୍ରା
ଫୁଲବାଣୀ,୨୪/୨ : ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୃତି ରଂଜନ ଲେଙ୍କାଙ୍କ ଆହ୍ୱାନକ୍ରମେ ଫୁଲବାଣୀ କନ୍ଧମାଳ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ବାଇକ ଶୋଭାଯାତ୍ରା ହୋଇଯାଇଛି l ଅହେତୁକ ତୈଳଦର ବୃଦ୍ଧି ପ୍ରତିବାଦରେ ଫୁଲବାଣୀ ବିଜୁ ପଟ୍ଟନାୟକ ଛକ ନିକଟରୁ ଜିଲ୍ଲା ଯୁବ କଂଗ୍ରେସ ସଭାପତି ବସନ୍ତ!-->…
Read More...
Read More...
ଭାରସlମ୍ୟ ହରାଇ ବାଇକ ଦୁର୍ଘଟଣା, 3 ଗୁରୁତର
ବୌଦ୍ଧ ,୨୪/୨- ଆଜି ଅପରାନ୍ହ ରେ ମନମୁଣ୍ଡା - କଣ୍ଟାମାଳ ରାସ୍ତାର ଦମାମୁଣ୍ଡା ନିକଟରେରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ହେବାରୁ 3 ଜଣ ଗୁରୁତର ଆହତ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ମନମୁଣ୍ଡା ଥାନା ଅନ୍ତର୍ଗତ 41 ନମ୍ବର୍ ରାଜ୍ୟ ରlଜପଥର ଦମାମୁଣ୍ଡା ଗ୍ରାମ ନିକଟରେ!-->…
Read More...
Read More...
ସ୍ବାଧିନତା ସଂଗ୍ରାମୀଙ୍କ ଫୋଟ ଓ ଟ୍ରଫି ସଂଗ୍ରହାଳୟକୁ ଦାନ
ବୌଦ୍ଧ,୨୪/୨ - ପ୍ରାଚୀନ ଗଡଜାତ ରାଜ୍ୟ ବୌଦ୍ଧର ସ୍ବାଧିନତା ସଂଗ୍ରାମୀ ସ୍ବର୍ଗତ ପ୍ରେମ ଶଙ୍କର ପଟ୍ଟନାୟକଙ୍କ ଏକ ଫୋଟ ଓ ପାଇଥିବା ମୃତ୍ତିକା ଟ୍ରଫିକୁ ସଂଗ୍ରହାଳୟ ପାଇଁ ପରିବାର ସଦସ୍ୟ ଦାନ କରିଛନ୍ତି | ଆଜି ସ୍ବାଧିନତା ସଂଗ୍ରାମୀ ସ୍ବର୍ଗତ ପ୍ରେମ୍ ଶଂକର ପଟ୍ଟନାୟକଙ୍କ ବଡ଼ ପୁଅ ଭବତୋଷ!-->…
Read More...
Read More...
ଆରମ୍ଭ ହେଲା ବୃତ୍ତଙ୍ଗ ପ୍ରକଳ୍ପ କ୍ରିୟାନୁଷ୍ଠାନ କମିଟିର ପଦଯାତ୍ରା
ଦଶପଲ୍ଲା ,୨୪/୨- ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ ଦାବିରେ ଆଜି ଜିଲ୍ଲା କଂଗ୍ରେସ ତରଫରୁ , ଦଶପଲ୍ଲାର ଆରାଧ୍ୟ ଦେବ ପ୍ରଭୂ ମହାବୀରଙ୍କ ମନ୍ଦିରରୁ ଆରମ୍ଭ ହୋଇଛି ପଦଯାତ୍ରା । ଏହି ପଦଯାତ୍ରା ଦଶପଲ୍ଲା ରୁ କୋରଡା, ସୋରଡା,ନୂଆଗାଁ, ମହିପୁର ଦେଇ ଆସନ୍ତା ୨୬ ତାରିଖରେ ନୟାଗଡ଼ ପହଂଚି ,!-->!-->!-->…
Read More...
Read More...