Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଲୁଣିବାହାଲରେ ଓଡିଶା ପୁଷ୍ଟି ମହୋତ୍ସବ ଅନୁଷ୍ଠିତ
ବୌଦ୍ଧ,୩୦/୧- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଲୁଣିବାହାଲ ଠାରେ ଓଡିଶା ଜୀବିକା ମିଶନ ତରଫରୁ ପୁଷ୍ଟି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି | ଲୁଣିବାହାଲ ପଞ୍ଚାୟତ ସ୍ତରୀୟ ମହାସଂଘର ପରମଲକ୍ଷ୍ମୀ ଆଞ୍ଚଳିକ ମଞ୍ଚ ଦ୍ୱାରା ଏହା ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ହରଭଙ୍ଗା ବ୍ଲକର!-->…
Read More...
Read More...
ପୂର୍ବତନ ପୋଷ୍ଟ ମାଷ୍ଟରଙ୍କ ପରଲୋକ
ବୌଦ୍ଧ/ଜହ୍ନାପଙ୍କ,୩୦/୧- ବୌଦ୍ଧ ବ୍ଲକ ମୁଣ୍ଡାପଡା ପଂଚାୟତ ଅନ୍ତର୍ଗତ କମିରା ଗ୍ରାମର ପୂର୍ବତନ ପୋଷ୍ଟ ମାଷ୍ଟର ନବୀନ କୁମାର ଦାସ(୮୫)ଙ୍କ ସୋମବାର ପରଲୋକ ହୋଇଯାଇଛି । ସେ ପୋଷ୍ଟ ମାଷ୍ଟର ଚାକିରୀରୁ ସ୍ୱେଚ୍ଛାକୃତଭାବେ ଅବସର ନେଇ ଚିକିତ୍ସାଦିଗରେ ନିଜକୁ ନିୟୋଜିତ କରିଥିଲେ । ନିଜ!-->…
Read More...
Read More...
ଶ୍ରାନିକେତା ପଞ୍ଚାୟତ ଉପନିର୍ବାଚନ ପାଇଁ ପାର୍ଥିପତ୍ର ଦାଖଲ କଲେ ୨ ପାର୍ଥିନୀ
ଦାରିଙ୍ଗବାଡି,୩୦/୧: ଶ୍ରାନିକେତା ପଞ୍ଚାୟତ ସମିତିସଭ୍ୟ ଉପନିର୍ବାଚନ ଫେବୃଆରୀ ୨୪ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବାବେଳେ ଶୁକ୍ରବାର ଦିନ ୨ ଜଣ ପାର୍ଥିନି ନିଜର ପାର୍ଥିପତ୍ର ଦାଖଲ କରିଛନ୍ତି । ପଞ୍ଚାୟତ ଅନ୍ତର୍ଗତ ସୁଲୁମାହା ଗ୍ରାମର ପ୍ରଣୀତା ପ୍ରଧାନ ଓ ଟକରମାଲା ଗ୍ରାମର ତ୍ରିବେଣୀ!-->…
Read More...
Read More...
ଜହ୍ନ ।ପଙ୍କ ବସଷ୍ଟାଣ୍ଡଠାରେ ଯାତ୍ରୀବିଶ୍ରାମାଗାର ଓ ପରିସ୍ରାଗାର ନିର୍ମାଣ ପାଇଁ ସରପଞ୍ଚଙ୍କୁ ଦାବିପତ୍ର
ବୌଦ୍ଧ/ଜହ୍ନାପଙ୍କ,୩୦/୧- ବୌଦ୍ଧ ବ୍ଲକ ଅନ୍ତର୍ଗତ ଜହ୍ନାପଙ୍କ ବସଷ୍ଟାଣ୍ଡଠାରେ ଯାତ୍ରୀବିଶ୍ରାମାଗାର ଓ ପାରିସ୍ରାଗ ।ର ନିର୍ମାଣ ପାଇଁ ଅଞ୍ଚଳବାସୀ ଦୀର୍ଘ ଦିନରୁ ଜିଲ୍ଲାପାଳ ଓ ସ୍ଥାନୀୟ ବିଧାୟକଙ୍କୁ ଦାବି କରିଆସୁଥିଲେ ହେଁ ପ୍ରଶାସନ ଓ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଏଠାରେ ଭୂମି!-->…
Read More...
Read More...
ବୌଦ୍ଧଜିଲ୍ଲାରେ ୪୬ ଜଣ ଏଡ୍ସ ରୋଗୀ, ତନ୍ମଧ୍ୟରୁ ୬ ଶିଶୁ ଚିହ୍ନଟ
ବୌଦ୍ଧ,୩୦/୧ - ବୌଦ୍ଧ ଜିଲ୍ଲାରେ ୪୬ ଜଣ ଏଡ୍ସ ଆକ୍ରାନ୍ତ ଥିବା ବେଳେ ସେମାନଙ୍କ ମଧ୍ୟରୁ ୬ ଜଣ ଶିଶୁ ଥିବା ସୁଚନା ମିଳିଛି । ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଏ ସୁଚନା ମିଳିଛି । ବୌଦ୍ଧ ଜିଲ୍ଲାରେ ୪୬ ଜଣ ଏଡ୍ସ ରୋଗୀ ଚିକିତ୍ସାଧୀନ!-->…
Read More...
Read More...
କଣ୍ଟାମାଳ ରାଜରାସ୍ତାରେ ଅଟକାଇ ୫୨ ହଜାର ଟଙ୍କା ଲୁଟ୍
ବୌଦ୍ଧ,୩୦/୧ - ବୌଦ୍ଧ ଜିଲ୍ଲାରେ ଦିନକୁ ଦିନ ଲୁଟପାଟ ମାମଲା ବଢି ବଢି ଚାଲିଛି । ଗତକାଲି ଅପରାହ୍ନରେ କଣ୍ଟାମାଳ ଥାନା ତବଡା ଛକ ନିକଟରେ ଜଣେ ଶିକ୍ଷକଙ୍କ ଠାରୁ ରାସ୍ତାରେ ଅଟକାଇ ୫୨ ହଜାର ଟଙ୍କା ଦୁବୃର୍ତ୍ତମାନେ ଲୁଟି ନେଇଥିବା କଣ୍ଟାମାଳ ଥାନାରେ ଅଭିଯୋଗ ହୋଇଛି । ମିଳିଥିବା ସୂଚନା!-->…
Read More...
Read More...
ରକ୍ତମୁଖା ଲାଲ୍ବାହିନୀ: ପୋଲିସ୍ ଇନଫରମର୍ ସନ୍ଦେହରେ ଦୁଇଜଣ ଯୁବକଙ୍କୁ ନିର୍ମମ ହତ୍ୟା
ବାଲିଗୁଡ଼ା,୩୦/୧:ପୁଣି ରକ୍ତମୁଖା ହେଲେ ମାଓବାଦୀ । କିଛି ଦିନର ନିରବତା ପରେ ନିଜର ସ୍ଥିତି ଜାହିର କଲା ମାଓ ସଂଗଠନ । କନ୍ଧମାଳ ଜିଲ୍ଲା ବେଲଘର ଥାନା ଭଣ୍ଡରଙ୍ଗି ପଞ୍ଚାୟତର ଗୋଛାଗୁଡ଼ା ଗାଁରେ ମାଓବାଦୀଙ୍କ ହତ୍ୟାକାଣ୍ଡ । ପୋଲିସ୍ ଇନଫରମ୍ ସନ୍ଦେହରେ ଦୁଇଜଣଙ୍କୁ ନିର୍ମମ ଭାବେ ହତ୍ୟା!-->…
Read More...
Read More...
ବାଇକ ଡିକି ଭାଙ୍ଗି ୩ ଲକ୍ଷ ୨୦ ହଜାର ଟଙ୍କା ଲୁଟ
ବୌଦ୍ଧ,୩୦/୧ - ବୌଦ୍ଧ ଜିଲ୍ଲାରେ ଅପରାଧିକ ମାମଲା ବଢି ବଢି ଚାଲିଛି । ଗତକାଲି ଅପରାହ୍ନରେ ବାଇକ ଡିକି ଭାଙ୍ଗି ଲୁଟେରାମାନେ ୩ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଥିବା ବୌଦ୍ଧ ଆଦର୍ଶ ଥାନାରେ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବୌଦ୍ଧବ୍ଲକ୍ ଲକ୍ଷ୍ମୀପ୍ରସାଦ ଗ୍ରାମର ଜଗଦୀଶ!-->…
Read More...
Read More...
ମାରଣାସ୍ତ୍ର ଦେଖାଇ ଘରୁ ନଗଦ ଟଙ୍କା ଓ ସୁନା ଲୁଟ
ବୌଦ୍ଧ,୨୯/୧ - ଗତ ଗୁରୁବାର ମଧ୍ୟ ରାତ୍ରରେ ମନମୁଣ୍ଡା ଥାନା ଡେଙ୍ଗପଦର୍ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରୁ ବନ୍ଧୁକ ମୁନରେ ଲକ୍ଷାଧିକ ଟଂକା ସହିତ ସୁନା ଗହଣା ଡକାୟତି ହୋଇଥିବା ଆଜି ସକାଳେ ମନମୁଣ୍ଡା ଥାନାରେ ଅଭିଯୋଗ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ମନମୁଣ୍ଡା ଥାନା!-->…
Read More...
Read More...
ଦୁଇ ବାଇକ ମଧ୍ୟରେ ଧକ୍କା, ଜଣେ ଗୁରୁତର
ବୌଦ୍ଧ,୨୯/୧ - ଆଜି ଅପରାନ୍ହ ସମୟରେ ଜାତୀୟ ରାଜପଥ ନମ୍ବର 57ର ବୌଦ୍ଧ ଥାନା ହରେକୃଷ୍ଣପୁର ଗ୍ରାମ ନିକଟ ଚିଲା ଖଣ୍ଡି ପୋଲ ନିକଟରେ ଦୁଇ ବାଇକ ମଧ୍ୟରେ ଧକ୍କା ହେବା ଫଳରେ ଜଣେ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାନ୍ହ ସମୟରେ!-->!-->!-->…
Read More...
Read More...