Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଅସହାୟ ପରିବାରକୁ ଶୁଖିଲା ଖାଦ୍ୟ ବଂଟନ
ବୌଦ୍ଧ,୩୦/୬- ବାଙ୍ଗାଲୋରସ୍ଥିତ ଭାରତୀୟ ବିଜ୍ଞାନ ସଂସ୍ଥାରେ ପ୍ରଫେସର ଭାବରେ କାର୍ଯ୍ୟରତ କଣ୍ଟାମାଳ ବ୍ଲକ ଖଟଖଟିଆ ଗ୍ରାମର ଡ. କରୁଣାକର ନନ୍ଦଙ୍କ ପକ୍ଷରୁ ଜାତୀୟ ଯୁବ ପ୍ରକଳ୍ପର ସ୍ୱେଚ୍ଛାସେବୀମାନଙ୍କ ଜରିଆରେ ଅସହାୟ ପରିବାରମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । କଣ୍ଟାମାଳ ବ୍ଲକର!-->…
Read More...
Read More...
ବାଇକ ଡିକି ଭାଙ୍ଗି ୪୦ ହଜାର ଟଙ୍କା ଲୁଟ
ବୌଦ୍ଧ,୩୦/୬- ବଉଦ ସହର ଗାନ୍ଧୀଛକ ନିକଟରୁ ବାଇକ ଡିକି ଭାଙ୍ଗି ଲୁଟେରା ମାନେ ୪୦ ହଜାର ଟଙ୍କା ଲୁଟି ନେଇଥିବା ବୌଦ୍ଧଥାନାରେ ଅଭିଯୋଗ ହୋଇଛି | ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଥାନା ବଘିଆପଡା ଗ୍ରାମ ପଂଚାୟତ ଅନ୍ତର୍ଗତ ଖୁଣ୍ଟିଆପଡା ଗ୍ରାମର ବଉଦି ବେହେରା ନାମକ ଜଣେ ଚାଷୀ ଜମାଖାତାକୁ!-->…
Read More...
Read More...
ବୌଦ୍ଧ : ଆଉ ଜଣେ କରୋନା ପଜିଟିଭ ଚିହ୍ନଟ
ବୌଦ୍ଧ,୩୦/୬ : ବୌଦ୍ଧ ଜିଲ୍ଲାରେ ପୁର୍ବରୁ ୪୧ ଜଣ ବ୍ୟକ୍ତିଙ୍କ ଦେହରେ କରୋନା ପଜିଟିଭ ଚିନ୍ହଟ ହୋଇଥିବା ବେଳେ ଆଜି ଆଉ ଜଣେ ପ୍ରବାସୀଙ୍କ ଦେହରେ କରୋନା ପଜିଟିଭ ବାହାରିଥିବା ଜଣାପଡିଛି l ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ତ୍ରିଲୋଚନ ପ୍ରଧାନ ସ୍ପଷ୍ଟ କରିଛନ୍ତି |!-->…
Read More...
Read More...
ଜୁଲାଇ ରଣନୀତି ପାଇଁ ଜିଲ୍ଲାପାଳ, ଏସ୍.ପି ଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା
ସବୁ ସରକାରୀ କାର୍ଯ୍ୟାଳୟକୁ ଶୂନ୍ୟ ସଂକ୍ରମଣ ଅଞ୍ଚଳ, କୋଭିଡ ଯୋଦ୍ଧାଙ୍କ ଯତ୍ନ ଏବଂ ମାସ୍କ ବ୍ୟବହାର କଡାକଡି ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବାରୋପ
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ଜୁଲାଇ ମାସର କୋଭିଡ ରଣନୀତି ସଂପର୍କରେ ବରିଷ୍ଠ!-->!-->!-->…
Read More...
Read More...
ସିମନବାଡ଼ି ଅଞ୍ଚଳରେ ବିଜୁଳିର ଲୁଚକାଳି, ଦାନା ବାନ୍ଧୁଛି ଅସନ୍ତୋଷ
ଦାରିଙ୍ଗବାଡ଼ି,୨୯/୬ : ରାଜ୍ୟ ସରକାର କୌଣସି ଅଞ୍ଚଳରେ ବିଦ୍ୟୁତ ବିଭ୍ରାଟ କିମ୍ବା ବିଦ୍ୟୁତ କାଟ ହେବନାହିଁ ବୋଲି ନିର୍ଭର ପ୍ରତିଶୃତି ଦେଉଥିବା ବେଳେ ବାସ୍ତବ କ୍ଷେତ୍ରରେ ଗ୍ରାମାଞ୍ଚଳରେ ସେଥିରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି l ବର୍ଷର ବାରମାସ ଯାକ ବିଦ୍ୟୁତ ସେବା ଗ୍ରାହକ ମାନଙ୍କୁ!-->…
Read More...
Read More...
ବାଇକକୁ ଧକ୍କା ଦେଲା ଟ୍ରକ, ୨ ଆହତ
ବୌଦ୍ଧ,୨୯/୬ - ଆଜି ସନ୍ଧ୍ୟା ପ୍ରାୟ ୬ ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର ୫୭ ର ବଉଦ ସହର ଖଲିଆବଗିଚା ନିକଟ ପେଟ୍ରୋଲ୍ ଟାଂକି ପାଖରେ ସମାନ ଦିଗରୁ ଆସୁଥିବା ଗୋଟିଏ ବାଇକକୁ OD31G3191 ନମ୍ବର୍ ବିଶିଷ୍ଟ ଗୋଟିଏ ଟ୍ରକ୍ ଧକ୍କା ଦେବାରୁ ୨ ଜଣ ବାଇକ ଆରୋହୀ ଆହତ ହୋଇଛନ୍ତି | ବାଇକ ଆରୋହୀ!-->…
Read More...
Read More...
ଇଣ୍ଡିକା – ପଲ୍ସର୍ ମୁହଁlମୁହିଁ ଧକ୍କା, ଜଣେ ମୃତ, ଦୁଇ ଗୁରୁତର
ବୌଦ୍ଧ - ଜାତୀୟ ରାଜପଥ ନମ୍ବର୍ ୫୭ ର ଗମ୍ଭାରୀ ପଦର ନିକଟସ୍ଥ ନୁନିଜୋର୍ ନିକଟରେ ଏକ ଇଣ୍ଡିକା ଓ ପଲ୍ସର୍ ମଧ୍ୟରେ ମୁହଁlମୁହିଁ ଧକ୍କା ହେବା ଫଳରେ ପଲସର୍ ଆରୋହୀ ର ଘଟଣା ସ୍ଥଳରେ ମୃତ୍ୟୁ ହେବା ସହ ଅନ୍ୟ ୨ଜଣ ଆରୋହୀ ଗୁରୁତର ଆହତ ହୋଇଛନ୍ତି | ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଥାନା!-->…
Read More...
Read More...
ଶୋଷ ମେଣ୍ଟାଉଛି ଦୁଷିତ ଚୁଆ ପାଣି କେବେ ସୁଧୁରିବ ସମସ୍ୟା ପ୍ରଶାସନର ନିଘା ନାହିଁ ..!
ବାଲିଗୁଡ଼ା:(ବିପ୍ରଚରଣ ସାହୁ) ଜଳ ହିଁ ଜୀବନ । ହେଲେ ଆଜିବି ଅନେକ ଅଞ୍ଚଳ ରହିଛି ଯେଉଁଠି ଟୋପେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଅଞ୍ଚଳବାସୀ । ଗୁହାରି କରି କରି ଦିନ ପରେ ଦିନ,ମାସ ପରେ ମାସ,ବର୍ଷ ପରେ ବର୍ଷ ବିତିଯାଉଛି ହେଲେ ସୁଧୁରୁନି ସମସ୍ୟା । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍!-->…
Read More...
Read More...
ଶତାଧିକ ଚାଷୀଙ୍କ ଜୀବିକା ପୁନଃ ଆରମ୍ଭ କରିବାରେ ସାହାଯ୍ୟ କଲା ବେଦାନ୍ତ
ଝାରସୁଗୁଡ଼ା : କୋଭିଡ୍-୧୯ ପରିପ୍ରେକ୍ଷୀରେ ଦେଶବ୍ୟାପୀ ହୋଇଥିବା ତାଲାବନ୍ଦ ପାଇଁ କୃଷି କ୍ଷେତ୍ରରେ ଜୀବନଜୀବିକା ବ୍ୟାହତ ହୋଇଛି । ଅମଳ ପାଇଁ ମାନବ ଶକ୍ତିର ଅଭାବ, ବିଚ୍ଛିନ ଯୋଗାଣ ଶୃଙ୍ଖଳା, ବଜାର ଏବଂ ଗତିବିଧିରେ ସୀମିତତା ଇତ୍ୟାଦି ପାଇଁ ଚାଷୀଭାଇମାନେ ସେମାନଙ୍କର ଶୀତ ଅମଳକୁ!-->…
Read More...
Read More...
ଶ୍ରମିକମାନଙ୍କୁ ମାସ୍କ ବଣ୍ଟନ ସହ କୋଭିଡି୧୯ର ସଚେତନତା କଲେ ପୁଷ୍ପାଞ୍ଜଳୀ ପଣ୍ଡା
ପାରଳାଖେମୁଣ୍ଡି :ଗଜପତି ଜିଲ୍ଲା ଗୋଶାଣୀ ବ୍ଳକର କେରାଣ୍ଡି ପଞ୍ଚାୟତର ବି ସୀତା ପୁର ଗ୍ରାମର ଅଙ୍ଗନବାଡି କର୍ମୀ ପୁଷ୍ପାଞ୍ଜଳୀ ପଣ୍ଡା ଗ୍ରାମର ଶ୍ରମିକ ମାନଙ୍କୁ ମାସ୍କ ବଣ୍ଟନ କରିବା ସହ କୋଭିଡି୧୯ ଉପରେ ସଚେତନତା କରାଇଛନ୍ତି । ହାତକୁବାରମ୍ବାର ସାବୁନରେ ଧୋଇବା, ସାମାଜିକ ଦୂରତା ରକ୍ଷା!-->…
Read More...
Read More...