Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରାଉରକେଲା ଇସ୍ପାତ କାରଖାନାରେ ଅଘଟଣ : ଗ୍ୟାସ ଲିକ ହୋଇ ତିନିଜଣ ଅସୁସ୍ଥ
ରାଉରକେଲା : ଇସ୍ପାତ କାରଖାନା ସିପିପି -1 ରେ ଅଘଟଣ । ଗୁରୁବାର ସକାଳେ ଗ୍ୟାସ ଲିକ ହୋଇ ଜଣେ ଇଞ୍ଜିନିୟରଙ୍କ ସମେତ ତିନିଜଣ କର୍ମଚାରୀ ଅସୁସ୍ଥ ହୋଇ ଇସ୍ପାତ ଜେନେରାଲ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଆଇଜିଏଚ ର ଆଇସିୟୁ ରେ ଦୁଇ ଜଣଙ୍କୁ ଭର୍ତ୍ତି କରାଯାଇଥିଲା ବେଳେ ଅନ୍ୟ ଜଣଙ୍କୁ!-->…
Read More...
Read More...
ରାଜସ୍ଥାନର କୋଟାରୁ ଫେରୁଛନ୍ତି ଛାତ୍ରଛାତ୍ରୀ
ରାଉରକେଲା : ରାଜସ୍ଥାନର କୋଟାରେ ପାଠ ପଢିବାକୁ ଯାଇଥିବା ରାଉରକେଲାର 116 ଜଣ ଛାତ୍ରଛାତ୍ରୀ ଗୁରୁବାର ଦିନ ବସ ଯୋଗେ କୋଟାରୁ ରାଉରକେଲା ଅଭିମୁଖେ ବାହାରିଛନ୍ତି । କୋଟାର ଲ୍ୟାଣ୍ଡ ମାର୍କ ସିଟିରୁ ଚାରୋଟି ବସରେ ଛାତ୍ରଛାତ୍ରୀ ମାନେ ବାହାରିଛନ୍ତି । ସେମାନେ ବସରେ ଚଢିବା ପୂର୍ବରୁ!-->…
Read More...
Read More...
ଭାଜପା ତରଫରୁ ରକ୍ତଦାନ ଶିବିର : ୩୫ ୟୁନିଟ ରକ୍ତ ସଂଗ୍ରହ
ସମ୍ବଲପୁର: ଏକ ତ୍ୱରିତ ରକ୍ତ ସଂକଳନ ଅଭିଯାନକ୍ରମେ ଆଜି ସମ୍ବଲପୁରରେ ମାତ୍ର ୨ଘଣ୍ଟାରେ ୩୫ ୟୁନିଟ ରକ୍ତସଂଗ୍ରହ କରାଯାଇଛି । ବର୍ତ୍ତମାନ କରୋନା ସଙ୍କଟ ସମୟରେ ପ୍ରତ୍ୟେକ ହସ୍ପିଟାଲରେ ରକ୍ତର ଚାହିଦା ରହିଥିବାରୁ ଏହାବହୁତ ମୂଲ୍ୟବାନ ପ୍ରମାଣିତ ହେବ । ଆଜିସକାଳ ୮ଟାରେ ଏଠାକାର ଭାରତୀୟ ଜନତା!-->…
Read More...
Read More...
୭୦ ଲିଟର ମହୁଲି ମଦ ସହ ମଦରନ୍ଧା ସାମଗ୍ରୀ ଓ ୯୦ କେଜି ମହୁଲପୋଚ ଜବତ
ଦେବଗଡ଼: ଜିଲାରେ କରୋନା ଲକ୍ଡ଼ାଉନ୍ ଚାଲିଥିବା ବେଳେ ସମସ୍ତ ସରକାରୀ ଦେଶୀ ଓ ବିଦେଶୀ ମଦ ଦୋକାନ ବନ୍ଦ ଥିବାବେଳେ ଏହାର ସୁଯୋଗ ନେଇ ଚୋରା ମଦ କାରବାରକୁ ରୋକିବା ନେଇ ଜିଲାପାଳ ସୁଧାଂଶୁ ମୋହନ ସାମଲଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗ ପକ୍ଷରୁ ଜିଲାରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ!-->…
Read More...
Read More...
କରୋନା ମୁକାବିଲା ପାଇଁ ଦରମା ଟଙ୍କା ଦାନ କଲେ ବିଧାୟକ
ପାଟଣାଗଡ: ବିଶ୍ୱ ମହାମାରୀ କରୋନା ମୁକାବିଲା ପାଇଁ ପାଟଣାଗଡ ବିଧାୟକ ସରୋଜ କୁମାର ମେହେର ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ନିଜ ଦରମା ଟଙ୍କାରୁ ୧ଲକ୍ଷ ୫୦ ହଜାର ଟଙ୍କା ପାଟଣାଗଡ ଉପଜିଲ୍ଲାପାଳ ସୋମାନଥ ପ୍ରଧାନଙ୍କ ମଧ୍ୟମରେ ଚେକ୍ ଦ୍ୱାରା ପ୍ରଦାନ କରିଛନ୍ତି । ସେହିପରି ଘସିରାମ ଅଗ୍ରୱାଲ!-->…
Read More...
Read More...
ଭଦ୍ରକରେ ସ୍ଥିତି ନୀରିକ୍ଷଣ କଲା ଡ୍ରୋନ କ୍ୟାମେରା
ଭଦ୍ରକ : ଭଦ୍ରକ ଜିଲ୍ଲାରେ ୩୨ ପଞ୍ଚାୟତ ସର୍ଭେଇଲାନ୍ସ ନୀରିକ୍ଷଣରେ ରହିଛି । ସଂପୃକ୍ତ ଅଞ୍ଚଳମାନଙ୍କର ସନ୍ଦିଗ୍ଧଙ୍କ ଗତିବିଧିକୁ ଜିଲ୍ଲା ପ୍ରଶାସନ ଡ୍ରୋନ କ୍ୟାମେରାରେ ନୀରିକ୍ଷଣ କରୁଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ନିଯୁକ୍ତ ସୁପରଭାଇଜିଂ ଅଧିକାରୀ ଏହିସବୁ ଅଞ୍ଚଳ ଗସ୍ତ କରି ସ୍ଥିତି!-->…
Read More...
Read More...
ପୁରୁଣାକଟକ ଅଧିଷ୍ଠାତ୍ରୀ ଦେବୀ ମାଁ ଭୈରବୀ
ବୌଦ୍ଧ: ବୌଦ୍ଧଜିଲ୍ଲାର ପୁରୁଣାକଟକ ଠାରେ ବିରାଜିତା ଦେବୀ ମାଁ ଭୈରବୀ କରୁଣାମୟୀ ଜଗଜ୍ଜନନୀଙ୍କ ମହିମାର ପଟାନ୍ତର ନାହିଁ । ଭକ୍ତର ଆକୁଳ ଡାକକୁ କର୍ଣ୍ଣରେ ଶୁଣି ଅବହେଳା କରିପାରିନ୍ତି ନାହିଁ ବୋଲି ଲୋକଙ୍କ ବିଶ୍ୱାସ ରହିଛି । ସେଥିପାଇଁ ପ୍ରତିଦିନ ଅନେକ ମାଁଙ୍କ ଶରଣାପନ୍ନ ହେବାପାଇଁ!-->…
Read More...
Read More...
ରାଜ୍ୟରେ ଆଉ ୩ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗୁରୁବାର ରାଜ୍ୟରେ ଆଉ ୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୩ ନୂଆ ଆକ୍ରାନ୍ତ ଯାଜପୁରର ବୋଲି ଜଣାପଡ଼ିଛି। ଏହାକୁ ମିଶାଇ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୨ରେ ପହଞ୍ଚିଥିବା!-->…
Read More...
Read More...
ଗଛରେ ପିଟିହେଲା ବାଇକ, ୨ ମୃତ
ବୌଦ୍ଧ: ଗତକାଲି ରାତି ପ୍ରାୟ ୧୧ଘଣ୍ଟା ସମୟରେ ଜାତୀୟ ରାଜପଥ ନଂ ୫୭ର ବାସୁଦେବପାଲି ନିକଟରେ ସଡକ ଦୁର୍ଘଟଣାରେ ୨ଜଣ ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିିଛି । ମିଳିଥିବା ସୂଚନା ମୁତାବକ ସୋନପୁର ସହର ମଝିପଡାର ୨ଜଣ ଯୁବକ ବୌଦ୍ଧପଟରୁ ସୋନପୁର ଆଡକୁ ଯାଉଥିବା ବେଳେ ବାସୁଦେବପାଲି ମାଉଳୀମନ୍ଦିର!-->…
Read More...
Read More...
ଓଡିଆ ଶ୍ରମିକଙ୍କୁ ନେଇ ଆସୁଥିବା ବସ୍ ବୌଦ୍ଧରେ ପହଞ୍ଚିଲା
ବୌଦ୍ଧ : ସୁରଟରୁ ଓଡିଆ ଶ୍ରମିକମାନଙ୍କୁ ନେଇ ଫେରୁଥିବା ୪ଟି ବସ୍ ଆଜି ସଂଧ୍ୟାରେ ବୌଦ୍ଧ ସହରରେ ପହଞ୍ଚିଥିଲା । ମହାନଦୀ ପୋଲ ନିକଟରୁ ବୌଦ୍ଧ ପୁଲିସ ବସଗୁଡିକୁ ପାଇଲଟିଂ କରି ଚାରିଛକ ଅଭିମୁଖେ ବାଟ କଢେଇ ନେଉଥିବା ଦେଖିବାକୁ ମିଳିଥିଲା । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ପୁଲିସ ରାଣୀପଥର!-->…
Read More...
Read More...