Browsing Category

ରାଜ୍ୟ

ଓଡିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭୁବନେଶ୍ୱରରେ ପହଞ୍ଚିଲେ

ଭୁବନେଶ୍ୱର : ଓଡିଶା ହାଇକୋର୍ଟର ପରିବର୍ତ୍ତୀ ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଭୁବନେଶ୍ୱରରେ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ଜଷ୍ଟିସ
Read More...

ଭୁବନେଶ୍ୱରରେ ଆଉଜଣେ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

ଭୁବନେଶ୍ୱର : ଭୁବନେଶ୍ୱରରେ ଆଉଜଣେ କରୋନା ଆକ୍ରାନ୍ତ ଆଜି ସୁସ୍ଥ ହୋଇଥିବାର ଖବର ଆସିଛି । ରେଡ ଜୋନରୁ ଅରେଞ୍ଜ ଜୋନରେ ପହଞ୍ଚିଥିବା ଭୁବନେଶ୍ୱର ଆସନ୍ତା ଦିନରେ ଖୁବଶୀଘ୍ର ଗ୍ରୀନ ଜୋନରେ ପହଞ୍ଚିବ ବୋଲି ଆଶା କରାଯାଉଛି । ସୁସ୍ଥ ହୋଇଥିବା ଏହି ବ୍ୟକ୍ତିଜଣକ ଭୁବନେଶ୍ୱରର । ସେ ଏମ୍ସ
Read More...

ନୟାଗଡରେ ଅଖିମୁଠି ଅନୁକୂଳ କଲେ କୃଷିମନ୍ତ୍ରୀ ଡ. ଅରୁଣ ସାହୁ

ଭୁବନେଶ୍ୱର : ନୟାଗଡ ଜିଲ୍ଲାରେ ନୟାଗଡମଣି ତଥା ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ଅଖିମୁଠି ଅନୁକୂଳ କରିଛନ୍ତି । ରବିବାର ସେ ଦଳୀୟ କାର୍ଯ୍ୟାଳୟ ନିକଟରେ ସେ ସ୍ଥାନୀୟ ଜଣେ କୃଷକଙ୍କ ଜମିରେ ଆୟୋଜିତ ସଂକ୍ଷିପ୍ତ ଉତ୍ସବରେ ବିଧିବ୍ୟବସ୍ଥା ମଧ୍ୟରେ ପୂଜାପାଠ
Read More...

ଅକ୍ଷୟ ତୃତୀୟ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପବିତ୍ର ଅକ୍ଷୟ ତୃତୀୟ ଅବସରରେ ଓଡିଶାର ଅଗଣିତ କୃଷକମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । ଅଖିମୁଠି ଅନୁକୂଳ କରି ଚାଷବାସ କାର୍ଯ୍ୟରେ ଆଗେଇ ଯିବା ପାଇଁ ସେ ଶୁଭ ମନାସୀଛନ୍ତି । ନିଜର ଟ୍ୱିଟର ବାର୍ତ୍ତା ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ,
Read More...

ସୁନ୍ଦରଗଡ଼ ଜିଲ୍ଲାରେ ଆଉ ତିନିଗୋଟି ପଜିଟିଭ ଚିହ୍ନଟ : ସଂପୃକ୍ତ ଅଞ୍ଚଳ ସିଲ୍ କଲା ପ୍ରଶାସନ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ପୂର୍ବ ତିନି ଆକ୍ରାନ୍ତ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ, ଆଜି ଆଉ ତିନିଗୋଟି କୋଭିଡ -19 ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ତିନି ଆକ୍ରାନ୍ତଙ୍କ ମଧ୍ୟରେ ଜିଲ୍ଲାର ୪ ଓ ୫ ନମ୍ବର ଆକ୍ରାନ୍ତ ବିଶ୍ରା ବ୍ଲକ ଅନ୍ତର୍ଗତ
Read More...

ଅଖିମୁଠି ଅନୁକୂଳ କଲେ ଲୋଇସିଂହା ବିଧାୟକ

ବଲାଙ୍ଗୀର: ପଶ୍ଚିମଓଡିଶା ଏକ କୃଷିଭିତ୍ତିକ ଅଂଚଳ ଭାବେ ଜଣାଶୁଣା । କୃଷିର ଆଦ୍ୟପର୍ବ କୁହାଯାଉଥିବା ଅକ୍ଷୟ ତୃତୀୟ ତଥା ଅଖି ମୁଠି ଅନୁକୂଳ ଆଜି ଲକଡାଉନ ପାଇଁ ବିଶେଷ ଆଡମ୍ବର ସହକାର ପାଳନ ହୋଇପାରିନାହିଁ । କିନ୍ତୁ ଆବଶ୍ୟକ ସ୍ଥଳେ ସାମାଜିକ ଦୂରତା ଓ ମାସ୍କ ପରିଧାନ କରି ଏହି ପର୍ବକୁ
Read More...

୭୪ ଜଣ ଯାଯାବର ଶ୍ରେଣୀର ଲୋକଙ୍କୁ ସାହାଯ୍ୟର ହାତ

ଫୁଲବାଣୀ :କରୋନା ମହାମାରୀ ବିଶ୍ୱରେ ଦିନକୁ ଦିନ ଆତଙ୍କ ଖେଳାଇ ଅଧିକ ରୁୃ ଅଧିକ ଲୋକଙ୍କୁ ବ୍ୟପିବାରେ ଲାଗିଛି । କନ୍ଧମାଳ ଜିଲ୍ଲାରେ ଆଜି ପର୍ଯ୍ୟନ୍ତ କୌଣସି ସଂକ୍ରମଣ ହୋଇ ନାହିଁ ।ଏହା ଭୟାବହତା ନ ବ୍ୟାପିବା ପାଇଁ ସ୍ୱେଛାସେବୀ ଅନୁଷ୍ଠାନ ୱାଡ,ଜି.ଉଦୟଗିରି ସ୍ୱେଛାସେବୀ ମହାସଂଘ (ପିଏଜି)
Read More...

୪୫ଦିନ ହେଲା ପଲିଥିନ ତଳେ କଟୁଛି ଜୀବନ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଳକ ସୁରାଦେଇ ଗ୍ରାମରେ ଦୀର୍ଘ୧୦ବର୍ଷ ଧରି ବସବାସ କରି ରହିଆସୁଥିବା ୩୭ପରିବାରଙ୍କ ଘରକୁ ମାର୍ଚ୍ଚ ମାସ ୭ ତାରିଖରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଥିଲା ।ଯେଉଁ ପରିବାର ସେଠାରେ ଘର କରି ରହୁଥିଲେ ସେମାନଙ୍କୁ ପ୍ରଶାସନ ପକ୍ଷରୁ ଗୋଟିଏ ଗୋଟିଏ
Read More...

ପାରାଦ୍ୱୀପ ବନ୍ଦର କ୍ଷତିଗ୍ରସ୍ତ ଜମିହରା କୃଷକ ସଂଘ ପକ୍ଷରୁ ଅକ୍ଷୟ ତୃତୀୟ ପାଳିତ

ପାରାଦ୍ୱୀପ: ପାରାଦ୍ୱୀପ ବନ୍ଦର କ୍ଷତିଗ୍ରସ୍ତ ଜମିହରା କୃଷକ ସଂଘ ପକ୍ଷରୁ ପବିତ୍ର ଅକ୍ଷୟ ତୃତୀୟ ଦିବସ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ରବିବାର ପୂର୍ବାହ୍ନରେ କୃଷକ ସଂଘର ଅଧ୍ୟକ୍ଷ ତଥା ବିଶିଷ୍ଟ ଶ୍ରମିକ ନେତା ସନ୍ତୋଷ କୁମାର ପଟ୍ଟନାୟକ ସଂଘ କାର୍ଯ୍ୟାଳୟରେ ଯୋଗ ଦେଇ ସଂଘର
Read More...

ରେଘାମୁଣ୍ଡାର ଦେଢଶୁର-ଭାଇବୋହୁ ପଥର

ରାଜ୍ୟ ରାଜପଥ ୪୧ନଂ ମନମୁଣ୍ଡା-ବାଲିଗୁଡା ରାସ୍ତାରେ ଆମ୍ବଗାଁ ଛକଠାରୁ ପ୍ରାୟ ୭କିମି ଦୂରରେ ରହିଛି ରେଘାମୁଣ୍ଡା ଗାଁ । ଏହି ଗ୍ରାମରେ ଥିବା ଏକ ଲଣ୍ଡା ପାହାଡ ଉପରେ ରହିଛି ଦେଢଶୁର-ଭାଇବୋହୁ ପଥର । ଏହି ଦୁଇପଥର ଆଧାରରେ ପାହାଡର ନାମକରଣ ମଧ୍ୟ ଦେଢଶୁର-ଭାଇବୋହୁ ପାହାଡ ନାମରେ ନାମିତ ।
Read More...