Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଅଦିନିଆ ବର୍ଷାରେ ଉଜୁଡିଗଲା ଡାଳୁଅ ଧାନ ଚାଷ
ବୌଦ୍ଧ : ଦୁଇଦିନ ଧରି ଲଗାଣ ଅଦିନିଆ ବର୍ଷାରେ ବୌଦ୍ଧ ଜିଲ୍ଲାରେ ଡାଳୁଅ ଧାନ ଫସଲର ବ୍ୟାପକ କ୍ଷୟକ୍ଷତି ହୋଇଛି । ଝଡ ତୋଫାନ, କୁଆପଥର ପଡିବା ଓ ଲଗାଣ ବର୍ଷା ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଇଥିବା ବେଳେ ଉଜୁଡି ଯାଇଥିବା ଫସଲକୁ ଦେଖି ଚାଷୀ ହତାଶ । ବୌଦ୍ଧ ଜିଲ୍ଲାରେ ଜଳସେଚନର ସୁବିଧା ଥିବା!-->…
Read More...
Read More...
ବଜ୍ରାଘାତରେ ଜଣଙ୍କର ମୃତ୍ୟୁ
ବଲାଙ୍ଗୀର : ପୁଇଁତଲା ବ୍ଲକ ଛଡାପିପଲ ପଞ୍ଚାୟତ ଅନ୍ତର୍ଗତ ଛକୋଡିମାଲ ଏକ ଦୁଃଖଦ ଘଟଣା ଘଟିଛି । ଏହି ଗ୍ରାମର ପରିବା ଚାଷୀ ଗଣ୍ଡାରାମ ବସ୍ତିଆ ଚାଷ କରୁଥିବା ସମୟରେ ବଜ୍ରାଘାତରେ ଅକାଳ ମୃତ୍ୟୁବରଣ କରିଛନ୍ତି । ସେ ଜଣେ ଚାଷୀ ହୋଇଥିବାରୁ ତାଙ୍କ ପରିବାରଙ୍କୁ ସରକାର ସହାୟତା ପ୍ରଦାନ କରନ୍ତୁ!-->…
Read More...
Read More...
ଅସହାୟଙ୍କୁ ସହାୟତାର ହାତ ବଢ଼ାଇଲା ରାଇକିଆ କ୍ୟାଥୋଲୋକି ସିଷ୍ଟର୍ ହାଉସ୍
ରାଇକିଆ: ମହାମାରୀ କରୋନା ନିଜର କାୟା ବିସ୍ତାର କରିଚାଲିଛି । କରୋନା ମୁକାବିଲାନେଇ ଅନେକ ସରକାରୀ, ବେସରକାରୀ ଅନୁଷ୍ଠାନ, ବିଭିନ୍ନ ଧାର୍ମିକ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ସହୋଯୋଗ ରହିଥିବା ବେଳେ କନ୍ଧମାଳ ଜିଲ୍ଲା ରାଇକିଆ କ୍ୟାଥଲିକ୍ ଧର୍ମାଞ୍ଚଳର ସେଣ୍ଟ୍ କାଥାରିନ୍ କନଭେଣ୍ଟ୍!-->…
Read More...
Read More...
ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲାପାଳଙ୍କ ସହ ସାକ୍ଷାତ କରି ଗଜପତି ଜିଲ୍ଲାର ବିଭିନ୍ନ ଅଦାଲତରେ କାର୍ଯ୍ୟରତ ଅଧିକାରୀ 21 ହଜାର ଟଙ୍କାର ଚେକ ପ୍ରଦାନ କରିଛନ୍ତି।ସେହିଭଳି କୋର୍ଟ କର୍ମଚାରୀ ମାନେ 36 ହଜାର ଟଙ୍କାର ଚେକ ଓ ଜିଲ୍ଲା!-->…
Read More...
Read More...
ଚାଷୀ ମୁଣ୍ଡରେ ଚଡ଼କ: କରୋନା ସହିତ ଅଦିନିଆ ବର୍ଷା ଓ କୁଆପଥର ମାଡ଼
ସମ୍ବଲପୁର :ଗୋଟିଏ ପଟେ କରୋନା ଓ ଲକଡାଉନ ପାଇଁ ବିଲ ରେ ପାଚିଲା ଧାନ ଅମଳ ହୋଇ ପାରୁ ନାହିଁ, ତ ଠିକ ସେତିକି ବେଳେ ଅଦିନିଆ ଝଡ଼ ବର୍ଷା ସାଙ୍ଗକୁ କୁଆ ପଥର ମାଡ଼ରେ ଚାଷୀକୁଳର ଅଣ୍ଟା ଦୋହଲି ପଡିଛି । ଏବିଷୟରେ ସମ୍ବଲପୁର ଜିଲ୍ଲା ର ମାନେଶ୍ବର, ଧନକୌଡା ଓ ଯୁଯୁମୁରା ଆଦି ବ୍ଳକର ଅନେକ ଗାଁ!-->…
Read More...
Read More...
ଲକଡାଉନ ଯୋଗୁଁ ପ୍ରସ୍ତାବିତ ଏପ୍ରିଲ-୨୯ କୋସଲ ମହାବନ୍ଦ ସ୍ଥଗିତ
ବଲାଙ୍ଗୀର: ଦେଶରେ ତଥା ସମଗ୍ର ବିଶ୍ୱରେ ଏବେ କରୋନା ସଂକ୍ରମଣର ଆତଙ୍କ ବଢିଚାଲିଛି । ଏହି ବ୍ୟାଧିର ସଂକ୍ରମଣକୁ ରୋକିବା ପାଇଁ ଭାରତ ସରକାର ୨ ପର୍ଯ୍ୟାୟ ଲକଡାଉନ ଆଗାମୀ ମେ ୩ ପର୍ଯ୍ୟନ୍ତ ଘୋଷଣା କରିଛନ୍ତି । ଏହି ସମୟ ମଧ୍ୟରେ ସମସ୍ତ ପ୍ରକାର ଯାନବାହନ, ଅଫିସ କଚେରୀ, ସ୍କୁଲ କଲେଜ!-->…
Read More...
Read More...
ଗଜପତି ବିଜୁଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ
ବର୍ତ୍ତମାନ କୋରନା ମୁକାବିଲା ପାଇଁ ରୋଗୀ ମାନଙ୍କୁ ରକ୍ତ ହୀନତା ପ୍ରଭାବରୁ ରକ୍ଷା କରିବା ପାଇଁ ଜିଲ୍ଲା ବିଜୁଜନତା ଦଳ ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରକ୍ତଭଣ୍ଡାର ଠାରେ ସ୍ବେଚ୍ଛାକୃତ ରକ୍ତ ଦାନ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା।ସମସ୍ତ ସରକାରୀ ନିୟମକୁ ଆଖି ଆଗରେ!-->…
Read More...
Read More...
କରୋନା ପଜିଟିଭ ସଂଖ୍ୟା ୯୪କୁ ବୃଦ୍ଧି
ଭୁବନେଶ୍ୱର : ରାଜ୍ୟରେ ଆଉ ଚାରି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏ ନେଇ ଶୁକ୍ରବାର ଅପରାହ୍ନରେ ସୂଚନା ଦିଆଯାଇଛି । ନୂଆ ୪ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ୯୪ରେ ପହଞ୍ଚିଛି । ଏହି ଆକ୍ରାନ୍ତମାନେ!-->…
Read More...
Read More...
ଶ୍ରୀଜିଉଙ୍କ ରଥଯାତ୍ରା ବନ୍ଦ କରାଯିବା ପ୍ରଶ୍ନ ଉଠୁନି : ମଇ ୩ ପର୍ଯ୍ୟନ୍ତ ରଥ ନିର୍ମାଣ ସମ୍ଭବ ନୁହେଁ
ଭୁବନେଶ୍ୱର: ବିଶ୍ୱ ମହାମାରୀ ରୂପେ ଉଭା ହୋଇଥିବା କୋଭିଡ-୧୯ କରୋନା ଏବେ ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଛି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଏଥର ହେବକି ନା ଏ ନେଇ ଗତ କିଛି ଦିନ ଧରି ପ୍ରଶ୍ନ ଉଠୁଥିବା ବେଳେ ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ କମିଟିର!-->…
Read More...
Read More...
ଖୋର୍ଦ୍ଧା ପୋଲିସ ପ୍ରଶାସନ ପକ୍ଷରୁ କୋଭିଡ୍ ସଚେତନତା ରଥର ଉଦଘାଟନ
ଖୋର୍ଦ୍ଧା ପୋଲିସ ପ୍ରଶାସନ ପକ୍ଷରୁ କରୋନା ଭାଇରସ ସଂକ୍ରମଣକୁ କିପରି ଭାବରେ ଜନସାଧାରଣ ଙ୍କ ମନରେ ଏକ ସଚେତନତାର ବାର୍ତ୍ତା ନିମନ୍ତେ ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଅଜୟ ପ୍ରତାପ ସ୍ୱାଇଁ ଏକ ସଚେତନତା ରଥ କୁ ମୁକୁନ୍ଦପ୍ରସାଦ ଠାରେ ପତାକା ଦେଖାଇ ଉଦଘାଟନ କରିଥିଲେ। ଏହି ରଥ!-->…
Read More...
Read More...